ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନର ୭ ପ୍ରଭାବଶାଳୀ ନେତା

ନୂଆଦିଲ୍ଲୀ:୨୦ ବର୍ଷ ପରେ,ଆମେରିକା ସେନା ଆଫଗାନିସ୍ତାନରୁ ଫେରିବା ମାତ୍ରେ କାବୁଲକୁ ଦଖଲ କରିଥିବା ଆତଙ୍କବାଦୀ ସଂଗଠନ ତାଲିବାନର ସାହସ ଦେଖି ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଛି । ଆଫଗାନିସ୍ତାନରେ ନୂତନ ତାଲିବାନ ସରକାରକୁ ସ୍ୱୀକୃତି ଦେବାକୁ ଚୀନ୍‌ ଏବଂ ଋଷ ସହମତି ଦେଇଥିବାବେଳେ
Read More...

ବୌଦ୍ଧଜିଲ୍ଲା ପ୍ରଶାସନ ପକ୍ଷରୁ ରାଜୀବଗାନ୍ଧୀଙ୍କ ଜୟନ୍ତୀ ‘ସଦଭାବନା ଦିବସ’ ଉପଲକ୍ଷେ ଶପଥ ପାଠ

ବୌଦ୍ଧ,୧୯/୮ - ଆସନ୍ତାକାଲି ମହରମ ଛୁଟି ପଡୁଥିବାରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବଗାନ୍ଧୀଙ୍କ ଜନ୍ମଜୟନ୍ତୀ ତଥା ସଦଭାବନା ଦିବସ ଉପଲକ୍ଷେ ଏକ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା
Read More...

କାଙ୍ଗାଳ ହେବ ତାଲିବାନ!

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ଦଖଲ କରି ରାଜ୍ କରୁଛି ତାଲିବାନ । କିନ୍ତୁ ଏଭିତରେ ତାଲିବାନକୁ ଲାଗିଛି ଏକ ଶକ୍ତ ଝଟକା । ଆଫଗାନିସ୍ତାନ ଦଖଲ କରିବା ପରେ ଚାରିଆଡୁ ବଢ଼ିଛି ତାଲିବାନର ଅଡୁଆ । ଯଦିଓ ତାଲିବାନ ୨୦ ବର୍ଷ ପରେ ଆଫଗାନିସ୍ତାନକୁ ଫେରିଛି, ତଥାପି ବର୍ତ୍ତମାନ ତାଲିବାନ ପୁରା କାଙ୍ଗାଳ
Read More...

ଉତ୍ତରପ୍ରଦେଶରେ ତାଲିବାନ ଅଛନ୍ତି- ମୁନୱାର ରାଣା

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ମୁନୱାର ରାଣା । ଏଥରେ ସେ ତାଲିବାନ ବିଷୟରେ କହି ଆସିଛନ୍ତି ଚର୍ଚ୍ଚାକୁ । ଆଫଗାନିସ୍ତାନରେ ତାଲିବାନ ତା’ର ରାଜ୍ ଆରମ୍ଭ କରିଛି । ଏହାକୁ ନେଇ ଭାରତରେ ବୟାନ ବାଜି ଆରମ୍ଭ ହେଉଛି । ତେବେ ଏଭିତରେ ପ୍ରସିଦ୍ଧ କବି ମୁନୱାର ରାଣା ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି
Read More...

ଭର୍ତ୍ତୃହରିଙ୍କ ନାଁ ଥାନାରେ ଅଭିଯୋଗ

ଭୁବନେଶ୍ୱର : ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଥାନାରେ ଏଭିଯୋଗ ହୋଇଛି । ତାଙ୍କର ନାମରେ ତାଙ୍କ ବୋହୂ ଥାନାରେ ଅଭିଯୋଗ କରିଥିବା ଜାତୀୟ ଭୁବନେଶ୍ୱର : ବିଜେଡିର କଟକ ସାଂସଦ ଭର୍ତ୍ତୃହରି ମହାତାବଙ୍କ ନାମରେ ଥାନାରେ ଏଭିଯୋଗ ହୋଇଛି । ତାଙ୍କର ନାମରେ ତାଙ୍କ ବୋହୂ
Read More...

ତାଲିବାନର କଥାକୁ ବିଶ୍ୱାସ କରୁନି ଭାରତ, ଦେଶର ପ୍ରାଥମିକତା କ’ଣ ଜାଣନ୍ତୁ

ନୂଆଦିଲ୍ଲୀ : ଭାରତ ସମେତ ଅନ୍ୟ ଦେଶମାନେ ଆଫଗାନିସ୍ତାନର ଭାବି ତାଲିବାନ ସରକାର ବିଷୟରେ ଗଭୀର ଭାବେ ଚିନ୍ତା କରୁଛନ୍ତି । ପ୍ରତ୍ୟେକ ଦେଶ ତାଲିବାନର ସମସ୍ତ ଦିଗ ଉପରେ ବିଚାର କରୁଛନ୍ତି । ଭାରତ ମଧ୍ୟ ଏହା କରୁଛି । ତାଲିବାନର ଶବ୍ଦ ଓ କାର୍ଯ୍ୟରେ ଭାରତ ବିଶ୍ୱାସ କରେନାହିଁ ବୋଲି ଭାରତ
Read More...

ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ

ଭୁବନେଶ୍ୱର: ଆଜି ହେଉଛି ବିଶ୍ୱ ଫଟୋଗ୍ରାଫୀ ଦିବସ । ପ୍ରତିବର୍ଷ ଅଗଷ୍ଟ ୧୯ ତାରିଖକୁ ୱାଲର୍ଡ ଫଟୋଗ୍ରାଫୀ ଡେ ଭାବରେ ପାଳନ କରାଯାଉଛି । ଫଟୋଗ୍ରାଫରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିବଷ ଏହି ଦିବସକୁ ପାଳନ କରାଯାଉଛି । ଏକବିଂଶ ଶତାବ୍ଦୀରେ କ୍ୟାମେରା ଆମର ଦୈନନ୍ଦିନ ଜୀବନରେ ଏକ
Read More...

ରାଜ୍ୟରେ ଭୟଙ୍କର ମରୁଡି ପରିସ୍ଥିତି, କୁମ୍ଭକର୍ଣ୍ଣ ନିଦ୍ରାରେ ସରକାର

ସମ୍ୱଲପୁର : ଚଳିତ ବର୍ଷ ବର୍ଷା ଅଭାବରୁ ଉତ୍କଟ ମରୁଡି ପରିସ୍ଥିତି ଦେଖାଦେଇଛି ତଥାପି ଓଡିଶା ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ଏପର୍ଯନ୍ତ ରାଜ୍ୟ ସରକାର କୌଣସି ଚିନ୍ତା ପ୍ରକଟ କରୁନାହାନ୍ତି । ଗତ ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ ୭୬୧.୮ ମିଲିମିଟର ବର୍ଷା ହେବା କଥା କିନ୍ତୁ
Read More...

ମୁଁ ଦେଶରୁ ଟଙ୍କାଟିଏ ବି ଆଣିନି- ଅସରଫ ଘନୀ

କାବୁଲ:ଆଫଗାନିସ୍ତାନରେ ତାଲିବାନ ରାଜ୍ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛନ୍ତି ଅସରଫ ଘନୀ । ୟୁଏଇରୁ ରହି ନିଜର ବୟାନ ଜାରି କରିଛନ୍ତି ଘନୀ । ଏକ ଭିଡିଓ ବାର୍ତ୍ତାରେ ତାଙ୍କ ବିରୋଧରେ ଉଠୁଥିବା ଅନେକ ଅଭିଯୋଗ ନେଇ ସେ ସଫେଇ ଦେଇଛନ୍ତି । କାହିଁକି ଘନୀ ଆଫଗାନରୁ ଲୁଚିକି ଆସଲେ ଏହି
Read More...