ସଂଗ୍ରାମ ଜେନାଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପିସିସି ସଭାପତି

ଭୁବନେଶ୍ବର : ପୂର୍ବତନ ଯୁବ କଂଗ୍ରେସ ସଭାପତି ତଥା ଯୁବ ନେତା ସଂଗ୍ରାମ ଜେନା (ବାପି) ଙ୍କ ଅକାଳ ବିୟୋଗରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକବ୍ୟକ୍ତ କରିଛନ୍ତି। ସେ ତାଙ୍କ ଶୋକବାର୍ତାରେ କହିଛନ୍ତି ବାପି ଜଣେ ଉଦ୍ୟୟମାନ ଯୁବସଂଗଠକ ଥିଲେ। ସେ ସର୍ଦାସର୍ବଦା
Read More...

ମମତା ବାନାର୍ଜୀଙ୍କୁ ବଡ ଝଟକା: ବଙ୍ଗଳା ନିର୍ବାଚନୀ ହିଂସା ଘଟଣାର ତଦନ୍ତ କରିବ ସିବିଆଇ

କୋଲକତା : ପଶ୍ଚିମବଙ୍ଗରେ ହୋଇଥିବା ନିର୍ବାଚନୀ ହିଂସା ଘଟଣାରେ କଲିକତା ହାଇକୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହି ତଦନ୍ତ କୋର୍ଟର ତତ୍ତ୍ୱାବଧାନରେ କରାଯିବ । ସେହିପରି ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରାଯିବ । ହତ୍ୟା ଏବଂ ବଳାତ୍କାର ମାମଲାର ତଦନ୍ତ ସିବିଆଇ କରିବ । ଅନ୍ୟାନ୍ୟ
Read More...

ଟି-୨୦ ବିଶ୍ୱକପ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା

ଭୁବନେଶ୍ୱର: ଆଗାମୀ ଟି-୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି କ୍ରିକେଟ ଅଷ୍ଟ୍ରେଲିଆ । ଆସନ୍ତା ଅକ୍ଟୋବର ୧୯ରୁ ଆରମ୍ଭ ହେବାକୁ ଥିବା ଏହି ବିଶ୍ୱକପ ପାଇଁ ଦଳକୁ ଫେରିଛନ୍ତି ଆରୋନ ଫିଞ୍ଚ୍ । ଆଘାତ କାରଣରୁ ଦଳରୁ ବାଦ ପଡ଼ିଥିଲେ ଫିଞ୍ଚ । ଅଷ୍ଟ୍ରେଲିଆ ଟି୨୦ ବିଶ୍ୱକପରେ କେବେ ବି ବିଜୟ
Read More...

ଫୋନ୍‌ରେ ପ୍ରେମ ନିବେଦନ କରି ଚପଲରେ ମାଡ ଖାଇଲେ ଯୁବକ

ସୋର : ଜଣେ ଯୁବକଙ୍କୁ ଫୋନରେ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି । ମହିଳା ଜଣକ ବିଚ୍‌ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଛନ୍ତି । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲା ସୋର ୧୬ନଂ ଜାତୀୟ ରାଜପଥ ଖନ୍ତାପଡା ଥାନା
Read More...

ସମୁଦ୍ର କୂଳରେ ମସ୍ତି କରୁଛନ୍ତି ମୌନୀ ରୟ

ନୂଆଦିଲ୍ଲୀ: ବଲିଉଡର ହଟ୍‌ ଅଭିନେତ୍ରୀ ଭାବେ ଜଣାଶୁଣା ମୌନୀ ରୟ ଏବେ ମାଲଦ୍ୱୀପ ଛୁଟି କଟାଉଥିବା ଜଣାପଡିଛି । ସେ ତାଙ୍କର ଇନଷ୍ଟ୍ରାଗ୍ରାମ ଆକାଉଣ୍ଟରେ କିଛି ଫଟୋ ଓ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସମୁଦ୍ର କୂଳରେ ମସ୍ତି କରୁଥିବା ଦେଖିବାକୁ ମିଳୁଛି । ତାଙ୍କର ଏହି ହଟ୍‌ ଅନ୍ଦାଜର
Read More...

ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ତୃତୀୟ ଲହରରେ ଅଧିକ ଆକ୍ରାନ୍ତ ହେବେ ଶିଶୁ । ବର୍ତ୍ତମାନ ଶିଶୁଙ୍କ ଅକ୍ରୋନ୍ତ ସଂଖ୍ୟା ୧୦୦ ଉପରେ ରହୁଛି । ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ମଧ୍ୟ ଶିଶୁଙ୍କ ସଂକ୍ରମଣ ଏଭଳି ରହୁଥିଲା । ତେବେ ତୃତୀୟ ଲହରରେ ଆମକୁ କିଛି ସ୍ୱତନ୍ତ୍ର ପ୍ରିକସନ ନେବାକୁ ପଡ଼ିବ ବୋଲି କହିଛନ୍ତି
Read More...

ତ୍ରିପୁରାରେ ହେବ ଟିଏମସି ସରକାର- ମମତା ବାନାର୍ଜୀ

କୋଲକାତା: ତ୍ରିପୁରାରେ ଆଗାମୀ ଦିନରେ ସରକାର କରିବ ତୃଣମୂଳ କଂଗ୍ରେସ । ଏନେଇ ଦାବି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗେସ ମୁଖ୍ୟ ମମତା ବାନାର୍ଜୀ । ମମତା ବାନାର୍ଜୀ କହିଛନ୍ତି କି ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତେନ୍ ସରକାର ଟିଏମ୍ସିରେ ଯୋଗ ଦେବାକୁ ପତ୍ର
Read More...

ଟ୍ରେନରେ ଚଢୁଥିଲେ ମହିଳା, ପାଦ ଖସିଗଲା; ତା’ପରେ ଯାହା ହେଲା ଦେଖନ୍ତୁ ଭିଡିଓ

ଇନ୍ଦୋର : ମଙ୍ଗଳବାର ସନ୍ଧ୍ୟାରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରୁଥିବା ଜଣେ ମହିଳା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ମହିଳା ଜଣକ ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା
Read More...

ପରଲୋକରେ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ

ଭୁବନେଶ୍ୱର : ପରଲୋକରେ ପୂର୍ବତନ ମନ୍ତ୍ରୀ ଜୟଦେବ ଜେନାଙ୍କ ପୁଅ ସଂଗ୍ରାମ ଜେନା । ସଂଗ୍ରାମ ଜେନାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି ତାଙ୍କ ସାନ ଭାଇ ମନୋଜ ଜେନା । ମୃତ୍ୟୁ ବେଳକୁ ତାଙ୍କୁ ୪୪ ବର୍ଷ ହୋଇଥିଲା । ସେ ଦୀର୍ଘ ଦିନ ହେବ କୋଭିଡରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ଏକ ଘରୋଇ
Read More...

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ୧୧ ଜିଲ୍ଲା ହେଉଛି ଭଦ୍ରକ, କେନ୍ଦ୍ରପଡ଼ା, ଜଗତସିଂହପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର,
Read More...