ଯାଜପୁର ଲୋକସଭା ଆସନ : ଶର୍ମିଷ୍ଠା-ରବୀନ୍ଦ୍ରଙ୍କ ମଧ୍ୟରେ ହେବ ମହାଲଢେଇ
ରସୁଲପୁର: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଶନିବାର ଯାଜପୁର ସଂରକ୍ଷିତ ଲୋକ ସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କରିଛି । ପୁରୁଣା ନେତାଙ୍କୁ ନ ଦୋହରାଇ ନୂଆ ମୁହଁ ଭାବେ ଡ. ରବୀନ୍ଦ୍ର ନାରାୟଣ ବେହେରାଙ୍କୁ ଦଳ ପ୍ରାର୍ଥୀ କରିଛି । ଏହାପୂର୍ବରୁ ଏହି ଆସନ ପାଇଁ ବିଜେଡି!-->…
Read More...
Read More...