ବିଜେଡି ଗଠନକଲା ୩୮ ଜଣିଆ ନିର୍ବାଚନୀ ଇସ୍ତାହାର କମିଟି

0 56

ଭୁବନେଶ୍ୱର: ବିଜେଡି ପକ୍ଷରୁ ବୁଧବାର ଦିନ ନିର୍ବାଚନୀ ଇସ୍ତାହାର କମିଟି ଗଠନ କରାଯାଇଛି । ଏହି ଇସ୍ତାହାର କମିଟିରେ ୩୮ ଜଣିଆ ସଦସ୍ୟ ରହିଛନ୍ତି । ଇସ୍ତାହାର କମିଟିର ଅଧ୍ୟକ୍ଷ ହେଉଛନ୍ତି ଚନ୍ଦ୍ରଶେଖର ସାହୁ ।

hiring

ସେହିପରି କମିଟିରେ ୬ ଜଣଙ୍କୁ ସହ-ଅଧ୍ୟକ୍ଷ ଦାୟିତ୍ୱ ପ୍ରଦାନ କରାଯାଇଥିବା ବେଳେ ଅମର ପଟ୍ଟନାୟକ ଆବାହକ ଦାୟିତ୍ୱ ନିର୍ବାହ କରିବେ। ଡ. ସସ୍ମିତ ପାତ୍ର ସହ-ଆବାହକ ଭାବେ ରହିଛନ୍ତି । ଜାଣନ୍ତୁ ୩୮ ଜଣିଆ ସଦସ୍ୟଙ୍କ ନାମ-

ଚନ୍ଦ୍ରଶେଖର ସାହୁ- ଇସ୍ତାହାର କମିଟି ଅଧ୍ୟକ୍ଷ,  ଦେବୀ ପ୍ରସାଦ ମିଶ୍ର- ଉପାଧ୍ଯକ୍ଷ, ପ୍ରତାପ ଦେବ- ଉପାଧ୍ୟକ୍ଷ, ସୁଦାମ ମାର୍ଣ୍ଡି- ଉପାଧ୍ୟକ୍ଷ, ମଙ୍ଗଳା କିଷାନ- ଉପାଧ୍ୟକ୍ଷ, ପଦ୍ମନାଭ ବେହେରା- ଉପାଧ୍ୟକ୍ଷ, କସ୍ତୁରୀ ମହାପାତ୍ର- ଉପାଧ୍ୟକ୍ଷ, ଅମର ପଟ୍ଟନାୟକ- ଆବାହକ, ସସ୍ମିତ ପାତ୍ର (ସହ-ଆବାହକ), ସୁକାନ୍ତ ମହାପାତ୍ର- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ, ସ୍ବପ୍ନେନ୍ଦୁ ମହାନ୍ତି- ପ୍ରବାସୀ ଓଡ଼ିଶା ବିଶେଷଜ୍ଞ, ଅମିୟ ମିଶ୍ର- ପ୍ରବାସୀ ବିଶେଷଜ୍ଞ, ଅତନୁ ସବ୍ଯସାଚୀ ନାୟକ- ସଦସ୍ଯ, ଅଚ୍ଯୁତାନନ୍ଦ ସାମନ୍ତ- ସଦସ୍ଯ, ଅରୁଣ କୁମାର ସାହୁ- ସଦସ୍ଯ, ସଂତୃପ୍ତ ମିଶ୍ର-ସଦସ୍ଯ, ସଞ୍ଜୟ କୁମାର ଦାସବର୍ମା- ସଦସ୍ଯ, ସ୍ନେହାଙ୍ଗିନୀ ଛୁରିଆ- ସଦସ୍ଯ, ସୁଶାନ୍ତ ସିଂ- ସଦସ୍ଯ, ଦିବ୍ଯ ଶଙ୍କର ମିଶ୍ର- ସଦସ୍ଯ, ଶ୍ରୀମୟୀ ଶ୍ବେତାସ୍ନିଗ୍ଧା ମିଶ୍ର- ସଦସ୍ଯ, ଚିନ୍ମୟ ସାହୁ- ସଦସ୍ଯ, ଚିରଞ୍ଜୀବ ବିଶ୍ବାଳ-ସଦସ୍ଯ, ସୁବାସ ସିଂ- ସଦସ୍ଯ, ବ୍ଯୋମକେଶ ରାୟ- ସଦସ୍ଯ, ଦେବୀ ରଞ୍ଜନ ତ୍ରିପାଠୀ- ସଦସ୍ଯ, ରମେଶ ଚନ୍ଦ୍ର ମାଝୀ- ସଦସ୍ଯ, ଦିଲୀପ ତିର୍କୀ- ସଦସ୍ଯ, ରବି ନାରାୟଣ ନନ୍ଦ- ସଦସ୍ଯ, ଅମରେଶ ପତ୍ରୀ- ସଦସ୍ଯ, ଏସ.କେ. ନିଜାମୁଦ୍ଦିନ- ସଦସ୍ଯ, ତନ୍ମୟ ସ୍ବାଇଁ-ସଦସ୍ଯ, ଜ୍ଯୋତ୍ସ୍ନାରାଣୀ ପରିଡ଼ା- ସଦସ୍ଯ, ବିଷ୍ଣୁପ୍ରିୟା ଦାସ- ସଦସ୍ଯ, ସଞ୍ଜିତ ମହାନ୍ତି- ସଦସ୍ଯ, ପଙ୍କିଜିନୀ ମଙ୍ଗରାଜ- ସଦସ୍ଯ, ମାମିନା ନାୟକ- ସଦସ୍ଯ, କିଶୋର ଦେବତା- ସଦସ୍ଯ ।

hiranchal ad1
Leave A Reply

Your email address will not be published.

nineteen − 7 =