ଏହି ଦିନ ଶ୍ରଦ୍ଧାଳୁ ବୁଲିପାରିବେ ପରିକ୍ରମା ମାର୍ଗ

ପୁରୀ : ଆସନ୍ତା ୧୭ ତାରିଖରେ ବହୁ ପ୍ରତିକ୍ଷୀତ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ହେବ ।୧୭ ତାରିଖ ଅପରାହ୍ନ ୩ ଟା ପରେ ସାଧାରଣ ଶ୍ରଦ୍ଧାଳୁ ପରିକ୍ରମା ମାର୍ଗ ବୁଲିପାରିବେ । ସନ୍ଧ୍ୟାରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ସୋ ସହ ଶ୍ରୀଜଗନ୍ନାଥ ବଲ୍ଲଭ
Read More...

ସର୍ବ ଭାରତୀୟ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ; ନୂୂଆଦିଲ୍ଲୀ ବିଜୟୀ

ଦଶପଲ୍ଲା : ଦଶପଲ୍ଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ସ୍ପୋର୍ଟିଭ ସ୍ପୋର୍ଟ୍ସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମୈଦାନରେ ଦ୍ୱିତୀୟ ଦିବସରେ ସର୍ବଭାରତୀୟ ଦଶପଲ୍ଲା କପ ଫୁଟବଲ ପ୍ରତିଯୋଗିତାରେ ଆଜି ଏମ.ଜେ.ବି. ୟୁନାଇଟେଡ଼ ସରୋଜିନୀ ନଗର ନୂଆଦିଲ୍ଲୀ ଓ ଭଞ୍ଜନଗର ଫୁଟବଲ ଏକାଡେମୀ, ଭଞ୍ଜନଗର
Read More...

ଜଙ୍ଗଲର ନିଆଁ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ଓ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନ ସଚେତନତା କାର୍ଯ୍ୟକ୍ରମ

ବାଲିଗୁଡା: ବାନାଗ୍ନୀ ନିରାକରଣ ପାଇଁ ପାରମ୍ପରିକ ନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବନାଗ୍ନୀ ରୋକିବାକୁ ଖରା ଦିନ ପୂର୍ବରୁ ସଜାଗ ହେଉଛି ବନ ବିଭାଗ ବାଲିଗୁଡ଼ା ଡିଏଫ୍‌ଓଙ୍କ ନିର୍ଦ୍ଦେଶ କ୍ରମେ ବାଲିଗୁଡା ବନଖଣ୍ଡ ଅନ୍ତର୍ଗତ ସୁଡ୍ରା
Read More...

ବାଲିଗୁଡ଼ାର ୧୪ଟି ଗ୍ରାମ ପଞ୍ଚାୟତରେ ଗଡ଼ୁଛି ଅର୍ପଣ ରଥ

ବାଲିଗୁଡ଼ା: ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସାରା ରାଜ୍ୟର ଗଳି କନ୍ଦିରେ ବୁଲୁଛି ଅର୍ପଣ ରଥ । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକର ୧୪ ପଞ୍ଚାୟତରେ ବୁଲୁଛି ଅର୍ପଣ ରଥ । ଅଞ୍ଚଳବାସୀ ଅର୍ପଣ
Read More...

ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଲୋଗୋ ଉନ୍ମୋଚିତ କରିଛନ୍ତି । ଏହାର ଟ୍ୟାଗଲାଇନ ରହିଛି 'ଭାଷା ହିଁ ଭବିଷ୍ୟତ'। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭାଷା ସମ୍ମିଳନୀର ବିପୁଳ ସଫଳତା
Read More...

ଓଡ଼ିଶାରେ ୪ଦିନ ରହିବେ ରାହୁଲ

ଭୁବନେଶ୍ୱର: ନିର୍ବାଚନ ଆଗରୁ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟଯାତ୍ରା ସମୟରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୪ଟି ଜିଲ୍ଲାରେ ଦେଇ ଅତିକ୍ରମ କରିବ । ଏହାସହ ଅଧିକ ୨ଟି ଜିଲ୍ଲା ଯାତ୍ରା କରିବାକୁ ମଧ୍ୟ ପ୍ରସ୍ତାବ ଦେବ ବୋଲି
Read More...

ସୁଜନ ନାଗ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ; ଫାଇନାଲରେ ଇଲେଭେନ୍‌ ଷ୍ଟାର କଳାପଥର

ସୁବର୍ଣ୍ଣପୁର : ସ୍ଥାନୀୟ ରୟାଲପଡିଆରେ ଚାଲିଥିବା ୧୧ତମ ସୁଜନ ନାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ରୟାଲ ଷ୍ଟାର ବରଗଡ ବନାମ ଇଲେଭେନ ଷ୍ଟାର କଳାପଥର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ମ୍ୟାଚରେ ଟ୍ରାଇବ୍ରେକର ମାଧ୍ୟମରେ ୪-୨ଗୋଲ ବ୍ୟବଧାନରେ ଇଲେଭେନ
Read More...

ଫୁଲବାଣୀ ପ୍ରେସକ୍ଳବର ଦ୍ୱିବାର୍ଷିକ ନିର୍ବାଚନ:ସୁନୀଲ ପଟ୍ଟନାୟକ ପୁନର୍ବାର ସଭାପତି, ବିରେନ୍ଦ୍ର ସମ୍ପାଦକ

ଫୁଲବାଣୀ :ଜିଲ୍ଲା ପ୍ରେସକ୍ଲବ ଫୁଲବାଣୀର ଦ୍ୱିବାର୍ଷିକ ସମ୍ମିଳନୀ ଓ ନୁତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତି ଭାବେ ପୁନଃର୍ବାର ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟକାରୀ ସଭାପତି ଭାବେ ମଧ୍ୟ ପୁନର୍ବାର ଅଶୋକ ପରିଡା ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି
Read More...

ରାଜ୍ୟପାଳ ଦିନିକିଆ ଗଜପତି ଜିଲ୍ଲା ଗସ୍ତ, ବିଭିନ୍ନ ହିତାଧିକାରୀଙ୍କ ସହିତ କଲେ ଆଲୋଚନା

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲାରେ ମହାମହିମ ରାଜ୍ୟପାଳ ରଘୁବର ଦାସ ଆଜି ଦିନିକିଆ ଗସ୍ତ ଆସି ଜିଲ୍ଲାର ଜନସାଧାରଣଙ୍କ ସହିତ ବିଭିନ୍ନ ଉନ୍ନତମୂଳକ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ପ୍ରଥମେ ଗୋଷାଣି ପଞ୍ଚାୟତ ସମିତିଠାରେ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟପାଳଙ୍କୁ ଭବ୍ୟ ସ୍ୱାଗତ କରଯିବା ସହ
Read More...

ଆଠଗଡରେ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥର ଶୁଭାରାମ୍ଭ

ଆଠଗଡ: ଆଠଗଡସ୍ଥ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ମନ୍ଦିର ଓ ତିଗିରିଆ ପ୍ରସନ୍ନମଣୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶ୍ରୀ ଶ୍ରୀ ଜଗନ୍ନାଥ ପ୍ରକଳ୍ପ ପାଇଁ ଗୁଆ ଓ ଅକ୍ଷତ ସଂଗ୍ରହ ପାଇଁ ଅର୍ପଣ ରଥ ଗୁଡ଼ିକର ଶୁଭାରମ୍ଭ
Read More...