୪୫ ସ୍କୁଲକୁ ବୋମା ବିସ୍ଫୋରଣ ଧମକ
କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ବୋମା ଆତଙ୍କ। ଗୋଟିଏ କି ଦୁଇଟି ନୁହେଁ, ଏକାଥରେ ୪୫ଟି ସ୍କୁଲକୁ ମିଳିଛି ବିସ୍ଫୋରଣର ଧମକ। ଇ-ମେଲ ଯୋଗେ ଘରୋଇ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକ ମିଳିବା ପରେ ପୂରା ହଇଚଇ ସୃଷ୍ଟି ହୋଇଛି।
ପୁଲିସ୍ ସହ ଅନ୍ୟ ସୁରକ୍ଷା ଏଜେନ୍ସି ଓ ଡଗ ସ୍କ୍ୱାଡ!-->!-->!-->…
Read More...
Read More...