ଦିଆସିଲି କାଠରେ ପୋଷ୍ଟ ବକ୍ସର ଏକ ମଡେଲ ନିର୍ମାଣ କରି ଚର୍ଚ୍ଚାରେ ଶାଶ୍ୱତ

ପୁରୀ: ପୁରୀର କୁମ୍ଭାରପଡାର କଳାକାର ଶାଶ୍ୱତ ରଞ୍ଜନ ସାହୁ, ଅକ୍ଟୋବର ୧୦,୨୦୨୩ ରେ ଜାତୀୟ ଡାକ ଦିବସକୁ ସ୍ମରଣ କରି ୪୧୨ ଦିଆସିଲି କାଠି ବ୍ୟବହାର କରି ଏକ ଭାରତୀୟ ପୋଷ୍ଟ ବକ୍ସର ଏକ ମଡେଲ ତିଆରି କରିଛନ୍ତି । ଏହାକୁ ସଂପୂର୍ଣ୍ଣ ହେବାକୁ ଆଠ ଘଣ୍ଟା ସମୟ ଲାଗିଛି । ଇଣ୍ଡିଆ ପୋଷ୍ଟର
Read More...

ରାଇକିଆ ବ୍ଲକ୍‌ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ବିଜେଡି ତରଫରୁ ମଙ୍ଗଳବାର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବେରେଡ଼ାକିଆ ପଂଚାୟତରୁ ଆରମ୍ଭ ହୋଇ ରାଇକିଆ ସହର ଏବଂ ମଣ୍ଡାକିଆ ପଂଚାୟତର ବୁଡ଼ାମାହା ଓ ବାକିଙ୍ଗିଆ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହୋଇଥିଲା । ସେଠାରେ ଏକ ସଭାରେ
Read More...

ଆଡକଟା ବନମାଳୀ ବାରିକ ମହାବିଦ୍ୟାଳୟରେ ମହାବୀରଙ୍କ ଚାଳିଶା

ଗଣିଆ : ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଆଡକଟା ବନମାଳୀ ବାରିକ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ପୂର୍ବାହ୍ନ ୧୧ ଘଣ୍ଟିକା ସମୟରେ ଏକ ଅଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ସଞ୍ଜୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ହନୁମାନ ଚାଳିଶା ଓ ପ୍ରବଚନ କାର୍ଯ୍ୟକ୍ରମ
Read More...

ଗୋଦାମ ଘରୁ ସାତ ଫୁଟର ନାଗ ସାପ ଉଦ୍ଧାର

ଚମ୍ପୁଆ: ଚମ୍ପୁଆ ବନାଂଚଳ ଅଧିନସ୍ଥ ଜାମୁଦଲକ ଠାରେ ଏକ ଗୋଦାମ ଘରୁ ଗୃହ କର୍ତ୍ତା ସାତ ଫୁଟ ନାଗ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିବା ଜଣାଯାଇଛି । ସୂଚନା ଅନୁସାରେ ଆଜି ଦ୍ୱିପ୍ରହର ସମୟରେ ଗୃହ କର୍ତ୍ତା ଅମିର ହାସନ ନିଜ ଗୋଦାମ ଗୃହ ସଫା କରୁଥିବା ବେଳେ ହଠାତ ଶବ୍ଦ ଶୁଣିବାକୁ ପାଇଥିଲେ
Read More...

ଶ୍ରୀମନ୍ଦିରରେ ଅଘଟଣ, ଭକ୍ତଙ୍କ ମୃତ୍ୟୁ

ଜଗା ଦର୍ଶନ ହେଲା ଶେଷ ଦର୍ଶନ। ଶ୍ରୀମନ୍ଦିରରେ ଦର୍ଶନ ବେଳେ ଅସୁସ୍ଥ ହୋଇ ଟଳିପଡିଲେ ଭକ୍ତ ଓ ଶ୍ରୀମନ୍ଦିର ଭିତରେ ମୃତ୍ୟୁବରଣ କଲେ।ଉତ୍ତରପ୍ରଦେଶ ଝାନ୍‌ସୀର 65 ବର୍ଷୀୟ ରାଜେନ୍ଦ୍ର ସାହାରିଆ ମହାପ୍ରଭୁଙ୍କ ଦର୍ଶନ ପରେ ହଠାତ୍ ଅସୁସ୍ଥ ହୋଇପଡିଲେ। ତୁରନ୍ତ ତାଙ୍କୁ ସେମାନଙ୍କର ପରିବାର ଲୋକେ
Read More...

ସୁନାମଧନ୍ୟ କଳାକାର ତଥା ପୂଜକ ଧନେଶ୍ୱର ବାରିକଙ୍କ ପରଲୋକ

ବୌଦ୍ଧ,୧୦/୧୦:- ବୌଦ୍ଧ ରାମଲୀଳା ଯାତ୍ରାର ପ୍ରାକ୍ତନ କଳାକାର ଧନେଶ୍ୱର ବାରିକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ହେଲା ବିଭିନ୍ନ ରୋଗରେ ପୀଡିତ ଥିଲେ । ସ୍ୱର୍ଗତ ବାରିକ ବୌଦ୍ଧ ରାମଲୀଳା ଯାତ୍ରାରେ ଜଣେ କଳାକାର
Read More...

ଆଠଗଡ ଵିଜୁ ଜନତା ଦଳ ତରଫରୁ ତିନି ନମ୍ବର ଜୋନରେ ଜନସମ୍ପର୍କ ପଦଯାତ୍ରା 

ଆଠଗଡ଼: ଆଠଗଡ଼ ଵିଜୁ ଜନତା ଦଳ ତରଫରୁ ଜନ ସମ୍ପର୍କ ପଦଯାତ୍ରା ଧାଇପୁର ପଂଚାୟତର ଗଦାଧରପୁର ଠାରୁ ଆରମ୍ଭ ହୋଇ ଧଇପୁର, ସୋମନାଥପୁର,  ଛତାବର,  କନ୍ଦରପୁର ପଂଚାୟତ ର ନଣ୍ଡେଇଲୋ, ରାଉତରାପୁର ଠାରେ ଶେଷ ହୋଇଥିଲା ,ଏହି ପଦଯାତ୍ରାରେ ଵିଜୁ ଜନତା ଦଳ ଆଠଗଡ ସଭାପତି ରବୀନ୍ଦ୍ର ନାଥ ରାଉତ
Read More...

ରାଇକିଆ ବ୍ଲକରେ ଘରେ ଘରେ ହାତ ଘରେ ଘରେ କଂଗ୍ରେସ କାର୍ଯ୍ୟକ୍ରମ

ରାଇକିଆ,୯/୧୦: - ରାଜ୍ୟରେ ବିଜେଡି ସରକାର ଏବଂ କେନ୍ଦ୍ରରେ ବିଜେପି ସରକାର ଥିବା ସକାଶେ ଓଡିଶାରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧକ୍ଷ ଶ୍ରୀଯୁକ୍ତ ଶରତ ପଟ୍ଟନାୟକଙ୍କ ତତ୍ୱାବଧାନରେ ରାଇକିଆ ବ୍ଲକ କଂଗ୍ରେସ ତରଫରୁ ରାଇକିଆ ବ୍ଲକ ର ୧୨ ଗୋଟି ପଂଚାୟତର ବିଭିନ୍ନ ଗ୍ରାମରେ ପ୍ରତି ଘରକୁ ଘର
Read More...

ନୂଆଗାଁ ବିଜୁ ଯୁବ ଭବନରେ ଚୋରୀ

ନୂଆଗାଁ,୯/୧୦:- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସଦର ମହକୁମାରେ ଥିବା ବିଜୁ ଯୁବ ଭବନରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ ଗତକାଲି ରାତିରେ ଦୃବୃତ୍ତ ମାନେ ବିଜୁ ଯୁବ ଭବନର କାଠର କବାଟକୁ ଧାରୁଆ ଅସ୍ତ୍ରରେ କବାଟ ତାଡି ଭାଙ୍ଗିଥିବା ଦେଖିବାକୁ ମିଳିଛି । ତତ୍‌ସହିତ ସେହି ଭବନ
Read More...

ଠିଆ ହୋଇଥିବା ଟ୍ରକରେ ପିଟିହୋଇ ବାଇକ ଆରୋହୀ ମୃତ

ନନ୍ଦାହାଣ୍ଡି,୯/୧୦:- ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଛକ ନିକଟରେ ଏକ ଠିଆ ହୋଇଥିବା ଟ୍ରକ୍‌ର ପଛରେ ମୋଟର ସାଇକେଲ ପିଟିହେବା ଫଳରେ ମୋଟର ସାଇକେଲ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛିି । ଘଟଣା ଅନୁସାରେ ଡଙ୍ଗରଭେଜା ଗ୍ରାମର ମନୋଜ ଭତ୍ରା ନିକଟସ୍ଥ
Read More...