ପାରଳା ବିଦ୍ୟୁତ କର୍ମଚାରୀଙ୍କ କଳା ବ୍ୟାଚ ପରିଧାନ

ପାରଳାଖେମୁଣ୍ଡି : ପାରଳା ବିଦ୍ୟୁତ ଡିଭିଜନ ଅଧୀନରେ ଥିବା ୧୫୦ ଜଣ କର୍ମଚାରୀ ଗତକାଲି ଠାରୁ କଳା ବ୍ୟାଚ ପରିଧାନ କରି ସେମାନଙ୍କ ବିଭିନ୍ନ ଦାବି ପୂରଣ ପାଇଁ ଦାବି ଜଣାଇଛନ୍ତି । ୧୪, ୨୦୨୦ ମସିହା ଠାରୁ କର୍ମଚାରୀଙ୍କ ମଜୁରି ନିର୍ଦ୍ଧାରଣ କରାଯାଇନଥିବାରୁ ପ୍ରତ୍ୟେକ କର୍ମଚାରୀ ଠିକ ଭାବେ
Read More...

୮୭ ଗ୍ରାମ ବ୍ରାଉନ ସୁଗାର ଜବତ, ଜଣେ ଗିରଫ

ପୁରୀ :ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ବେଣିପୁର ମା' ବେଲେଶ୍ୱରୀ ମନ୍ଦିର ନିକଟରେ ଚଢ଼ାଉ କରି ଦୁଃଶାସନ ସ୍ୱାଇ(୩୮) ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି
Read More...

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ବାର୍ଷିକ ଉତ୍ସବ

ହରଭଙ୍ଗା,୧୧/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ଓ କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ୯୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ଉଦୟ ନାଥ ମାଝୀ ଯୋଗ ଦେଇଥିବା ବେଳେ
Read More...

ଜ଼ିଲ୍ଲାସ୍ତରୀୟ ଡାହାଣୀ ନିର୍ଯ୍ୟାତନା ଅଧିନିୟମ କର୍ମଶାଳା

ବୌଦ୍ଧ,୧୧/୫:- ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ଜ଼ିଲ୍ଲାସ୍ତରୀୟ ଡାହାଣୀ ନିର୍ଯାତନା ଅଧିନିୟମ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ଅନୁଷ୍ଠିତ ଏହି ସଚେତନତା କର୍ମଶାଳାରେ ପ୍ରଶିକ୍ଷକ ଭାବେ ଆସୋସିଏଟ
Read More...

ଗ୍ରାମାଞ୍ଚଳ ଓ ଶିକ୍ଷାୟତନ ଅଞ୍ଚଳ ହେବ ତମାଖୁ ମୁକ୍ତ

ପୁରୀ : କେବଳ ଶିକ୍ଷାୟତନ ଅଞ୍ଚଳ ନୁହେଁ, ପୁରୀ ଜିଲ୍ଲାର ଗ୍ରାମାଞ୍ଚଳକୁ ତମାଖୁ ମୁକ୍ତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବା ସହ ରଥଯାତ୍ରା ରେ ପବିତ୍ର ବଡ଼ଦାଣ୍ଡକୁ ତମାଖୁ ନିଷିଦ୍ଧାଞ୍ଚଳ କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଖୁବ୍‌ ଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା ହୋଇଛି । ଜିଲ୍ଲା
Read More...

ଆନ୍ତର୍ଜାତୀୟ ସେବିକା ଦିବସ ଉପଲକ୍ଷେ ବାଲୁକା କଳା

ପୁରୀ : ମଇ ୧୨ ଆନ୍ତର୍ଜାତୀୟ ସେବିକା ଦିବସ । ଏହି ଅବସରରେ ସେବିକା ମାନଙ୍କୁ ସମ୍ମାନ ଜଣାଇ ୭ ସ୍ପେକସ ଭର୍ଡିଓର ଫାଉଣ୍ଡେସନ ପକ୍ଷରୁ ଦେବିକା ମାନଙ୍କୁ ସମ୍ମାନ ଜଣାଇ ବାଲୁକା କଳା ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଚାର କରାଯାଇଛି । ଚିତ୍ତରଞ୍ଜନ ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ଏହି
Read More...

ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ଲଷ୍ମୀ ମୁଣ୍ଡା

ହରଭଙ୍ଗା : ସରକାର ଗରିବ ଅସହାୟ, ବାର୍ଦ୍ଧକ୍ୟ, ବିଧବାମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । କିନ୍ତୁ ବେଳେବେଳେ ଏହି ଯୋଜନାଟି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଁଚି ପାରୁ ନାହିଁ । ଏଥିପାଇଁ ସରକାର ବିଭାଗର ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରିଛନ୍ତି । କିନ୍ତୁ ବିଭାଗୀୟ ଅଧିକାରୀ ବା
Read More...

ନୂଆ ରୂପର ରାଜ-ସୁନାଖଳା ଫାଣ୍ଡି

ଦଶପଲ୍ଲା : ନୟାଗଡ ଜିଲ୍ଲା ରଣପୁର ଥାନା ଅଧିନସ୍ଥ ପ୍ରମୁଖ ବ୍ୟବସାୟୀକ ପେଣ୍ଠସ୍ଥଳ ରାଜସୁନାଖଳା ଫାଣ୍ଡିର ରୂପାନ୍ତରିତ ଗୃହ ବୁଧବାର ମଧ୍ୟାହ୍ନରେ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ପୂର୍ବରୁ ଏହି ଫାଣ୍ଡି ଗୃହଟି ଅତ୍ୟନ୍ତ ଜରାଜୀର୍ଣ୍ଣ ଓ ପୁରାତନ ଘରେ ଚାଲିଥିଲା । ତେବେ
Read More...

ବିଦ୍ୟାଳୟ ଓ ଅଙ୍ଗନବାଡ଼ିରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ମହିଳା ଜୀବିକା ସୁରକ୍ଷା ମଞ୍ଚର ଦାବିପତ୍ର

ଦଶପଲ୍ଲା : ଆଜି ମହିଳା ଜୀବିକା ସୁରକ୍ଷା ମଞ୍ଚର ଆବାହକ, ବିଶିଷ୍ଠ ସ୍ୱେଚ୍ଛାସେବୀ ତଥା ସାମ୍ବାଦିକ କୁନାକାନ୍ତ ବେହେରାଙ୍କ ନେତୃତ୍ୱରେ ବ୍ଲକ୍‌ କାର୍ଯ୍ୟାଳୟରେ ଏବିଡିଓ ସତ୍ୟନାରାୟଣ ସେଠୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯେଉଁଥିରେ ସଂଗଠନ ପକ୍ଷରୁ ଦଶପଲ୍ଲା ଅଞ୍ଚଳରେ ରହିଥିବା
Read More...

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ, ନିର୍ବାଚିତ ସରକାର ହାତରେ ହିଁ ମୁଖ୍ୟ କ୍ଷମତା ରହିବ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନା ଉପ-ରାଜ୍ୟପାଳ । ଦିଲ୍ଲୀର ଅସଲି ବସ୍ କିଏ ? ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ତେନୃତ୍ବାଧୀନ ୫ଜଣିଆ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିଛନ୍ତି । ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଶାସନିକ ଅଧିକାରୀକୁ ନେଇ ଆସିଛି ସୁପ୍ରିମ ରାୟ ।
Read More...