ଆଜିଠୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ

ବ୍ରଜରାଜନଗର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ୪ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅମୁମୋଦନ ପ୍ରଦାନ କରିଛନ୍ତି। କେଉଁ କାରଣ ପାଇଁ ଗୋପାଳ
Read More...

ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ପାଇଁ ୨.୪୦ ଲକ୍ଷ କୋଟି ଘୋଷଣା

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ । ତେବେ ଚଳିତ ବଜେଟରେ
Read More...

ମା ରୁଦ୍ରକାଳି ହରଭଙ୍ଗା ଲୋକ ମହୋତ୍ସବ ଉଦଯାପିତ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା ,୩୧/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଆଜି ଶେଷ ସନ୍ଧ୍ୟାରେ ଜୀତେନ୍ଦ୍ର ହରିପାଲଙ୍କ ରଙ୍ଗବତୀ ଗୀତ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହରଭଙ୍ଗା ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ସର୍ବପ୍ରଥମେ ମା
Read More...

ବାଲ୍ୟ ବିବାହ ରୋକିବା ପାଇଁ ସି୩ର ପ୍ରଶିକ୍ଷଣ ଶିବିର

ଦଶପଲ୍ଲା : ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (ସି୩) ଆନୁକୁଲ୍ୟରେ ବାଲ୍ୟ ବିବାହ ରୋକିବାପାଇଁ ମଧ୍ୟଖଣ୍ଡ ଏ.ଏନ୍‌.ଏମ କର୍ମୀ ଓ ଆଶା ସାଥୀଙ୍କୁ ନେଇ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ମଧ୍ୟଖଣ୍ଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନ୍‌ଏମ କର୍ମୀ ଓ ଆଶା
Read More...

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲା, ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କଲା କଂଗ୍ରେସ

ପୁରୀ : ପୁରୀ ଅସ୍ତରଙ୍ଗରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନିଜ ବଡ ବାପା ପୁଅ ଗିରଫ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନି ଜଣ ଯୁବକ ଫେରାର ଥିବା ବେଳେ ଅସ୍ତରଂଗ ପୋଲିସ୍‌ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଗିରଫ କରି ପାରୁନାହିଁ
Read More...

ଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ନୂଆକେରାଣ୍ଡି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବରିଷ୍ଠ ସହକାରୀ ଶିକ୍ଷୟତ୍ରୀ ପୁଷ୍ପାଞ୍ଜଳୀ ପଣ୍ଡାଙ୍କୁ ଆଜି ଅବରସରକାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାର ଜଣାପଡିଛି । ଏନେଇ ଏକ ସ୍ୱତନ୍ତ୍ର ଉତ୍ସବ
Read More...

ଶୁଣିଲେନି ବାଉଁଶୁଣୀ ଥାନା ଅଧିକାରୀ, ଏସପିଙ୍କ ଦ୍ୱାରସ୍ଥ ହେଲେ ପରିବାର ଲୋକେ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ବହିରା ଗ୍ରାମର ଝରଣା ଉର୍ମା ନାମକ ଜଣେ ମହିଳା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ୍‌ ଅଭିଯୁକ୍ତ ମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ନେଇ ଆଜି ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି । ମିଳିଥିବା
Read More...

ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ବଦଳିଲେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓ

ଭୁବନେଶ୍ଵର: ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ମାମଲାର ତଦନ୍ତକୁ ନେଇ ସକ୍ରିୟ ରାଜ୍ୟ ସରକାର ଏବଂ କ୍ରାଇମବ୍ରାଞ୍ଚ ଟିମ୍। ଏକ ବଡ ପଦକ୍ଷେପ କ୍ରମେ ଝାରସୁଗୁଡା ଏସପି ଏବଂ ବ୍ରଜରାଜନଗର ଏସଡିପିଓଙ୍କୁ ବଦଳି କରାଯାଇଛି। ବରଗଡର ଏସପିଙ୍କୁ ଝାରସୁଗୁଡା ଏସପି ଭାବେ ଅବସ୍ଥାପିତ
Read More...

ରାଇପଦା ନିକଟରେ କାର-ସ୍କୁଟି ମୁହାମୁହିଁ ଧକ୍କା, ୨ ଗୁରୁତର

ଘୁ.ଉଦୟଗିରି: ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟିକା ସମୟରେ ବାଲିଗୁଡ଼ା ଅଭିମୁଖେ ଯାଉଥିବା ଓଡ଼ି ୧୨ ଏ ୩୩୪୪ ମାରୁତି ସୁଜୁକି କାର ସହ କଳିଙ୍ଗା ଅଭିମୁଖେ ଯାଉଥିବା ଓଡ଼ି ୦୭ଏଜି ୫୦୨୦ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଯାହା ଫଳରେ ସ୍କୁଟି ଚାଳକ କନିୟା ମଲ୍ଲିକ, ପିତା ଲଡ଼ୁ ନାଥ
Read More...

କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା

ଘୁ. ଉଦୟଗିରି: ସ୍ଥାନୀୟ ବ୍ଲକ ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ଦୁଗୁଡ଼ି ପାରି ଗ୍ରାମର ଜଣେ ନାବାଳିକା କଳିଙ୍ଗା ଶିବମନ୍ଦିର ନିକଟରେ ରହୁଥିବା ନିଜ ବଡ଼ ଭଉଣୀଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ସମସ୍ତେ ଶୋଇଯିବା ପରେ ନିଜ ଓଢେ଼ାଣି ବେକରେ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।
Read More...