ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ

0 48

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସଞ୍ଜୟ ସ୍ମୃତି ସରକାରୀ ମହିଳା ମହାବିଦ୍ୟାଳୟକୁ ଉପ ନିର୍ଦ୍ଦେଶକଙ୍କ ଦିନିକିଆ ଗସ୍ତ କରିଥିବା ଜଣାପଡିଛି । ଏହା ହେଉଛି କନ୍ଧମାଳ ଜିଲ୍ଲାର ସର୍ବ ପୁରାତନ ସରକାରୀ ମହିଳା ମହାବିଦ୍ୟାଳୟ । ଏହି ପରିପ୍ରେକ୍ଷୀରେ ଉଚ୍ଚଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ରଜତ କୁମାର ମାନସିଂହ ମହା ବିଦ୍ୟାଳୟର ସାମସ ଲ୍ୟାବ ସହିତ ଅନ୍ୟାନ୍ୟ ବିଭାଗ ଗୁଡିକୁ ପରିଦର୍ଶନ କରି ସନ୍ତୋଷ ବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ତନୁଜା ସିଂଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 4 =