ପର୍ସ ଚୋରି କରିବା ଅଭିଯୋଗରେ ମହିଳା ଗିରଫ

ପୁରୀ : ଶ୍ରୀମନ୍ଦିର ଭିତର କାଠ ନିକଟରେ ପର୍ସ ଚୋରି କରିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି ସିଂହଦ୍ୱାର ଥାନା ପୋଲିସ । ଅଭିଯୁକ୍ତ ଜଣକ ହେଉଛନ୍ତି ପୁରୀ ସତ୍ୟବାଦୀ ଅଂଚଳର ମଞ୍ଜୁ ବରାଳ । ଜଣେ ମହିଳା ତାଙ୍କ ପରିବାର ସହ ଶ୍ରୀମନ୍ଦିର ଆସି ଭିତର କାଠ ନିକଟରେ ମହାପ୍ରଭୁଙ୍କ ଦର୍ଶନ
Read More...

ଦାଦାବଟୀ ଆଦାୟ ଅଭିଯୋଗରେ ଜଣେ ଗିରଫ

ପୁରୀ : ଦାଦାବଟୀ ଆଦାୟ କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ବାଲିଆପାଣ୍ଡ ଥାନା ପୋଲିସ । ବାଲିଆପଣ୍ଡା ଅଂଚଳର ବିଶ୍ୱଜିତ ଘୋଷଙ୍କ ଠାରୁ ଜୋର ଜବରଦସ୍ତ ଟଙ୍କା ମାଗିବା ଏବଂ ଜୀବନରୁ ମାରିଦେବା ଅଭିଯୋଗରେ ବାଲିଅପଣ୍ଡା ଅଂଚଳର ମୁନା ମହାପାତ୍ରକୁ ଗିରଫ କାରି କୋର୍ଟ ଚାଲାଣ କରିଛି ବଳିଆ ପଣ୍ଡା
Read More...

ଧ୍ୱଂସହେବାକୁ ବସିଲାଣି ଦଶପଲ୍ଲାର ଶାଳ ଜଙ୍ଗଲ

ଦଶପଲ୍ଲା : କଥା କଥାରେ ରହିଛି ଦଶପଲ୍ଲାର ଘୋର୍‌ ଜଂଗଲ । ବଣ ଜଙ୍ଗଲ ଘେରା ଦଶପଲ୍ଲା ବନାଂଚଳ ଦିନକୁ ଦିନ ଶ୍ରୀହୀନ ହେବାରେ ଲାଗିଛି । କାଠମାଫିଆଙ୍କ ଲୋଲୁପ ଦୃଷ୍ଟି ଜଙ୍ଗଲର, ମୂଲ୍ୟବାନ ଗଛ ଉପରେ କ୍ରମାଗତ ପଡି ଚାଲିଛି । ଯାହାର ଫଳ ସ୍ୱରୂପ ମାଫିଆମାନେ ଗଛସବୁ କାଟି ଖୁଣ୍ଟା ଛାଡିଯାଇଛନ୍ତି
Read More...

ଚୋରି ଅଭିଯୋଗରେ ଜଣେ ଗିରଫ

ପୁରୀ : ପୁରୀ ସମୁଦ୍ର କୂଳ ଅଂଚଳ ଶଙ୍ଖ ଦୋକାନରୁ ଚୋରି କରିବା ଅଭିଯୋଗରେ ଜଣକୁ ଗିରଫ କରିଛି ସମୁଦ୍ର କୂଳ ଥାନା ପୋଲିସ । ହୋଟେଲ ବଙ୍ଗ ଲକ୍ଷ୍ମୀ ସମ୍ମୁଖରେ ଅଭିଯୋଗକାରୀ ନିରଂଜନ ପ୍ରଧାନଙ୍କ ଶଙ୍ଖ ଦୋକାନରୁ ଦୁର୍ବୃତ୍ତ କାର୍ତ୍ତିକ ବେହେରା, କାଳୁ ଏବଂ କାହ୍ନା ଶଙ୍ଖ ଚୋରି କରିଥିଲେ । ଏନେଇ
Read More...

ଫୁଲ ଚାଷ ତାଲିମ ଶିବିର

ପାରଳାଖେମୁଣ୍ଡି : ଗଡସ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ଭୁବନେଶ୍ୱର ସହାୟତାରେ କାଶୀନଗର ବ୍ଳକ ପୁରୁଟିଗୁଡ଼ା ଗ୍ରାମ ଠାରେ ୩୦ ଜଣ ମହିଳା ଫୁଲ ଚାଷୀଙ୍କ ଫୁଲ ଚାଷ ମାଧ୍ୟମରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଏକ ତାଲିମ ଶିବିର ଆରମ୍ଭ କରାଯାଇଅଛି । ଉକ୍ତ ତାଲିମ
Read More...

ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ମୋଟ ୧୮୯ ଗୋଟି ଅଭିଯୋଗ ଆସିଥିଲା । ବେଳେ ସେଥିରୁ ୧୪ ଗୋଟି ଅଭିଯୋଗର
Read More...

ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର

ଦଶପଲ୍ଲା : ସୋମବାର ଦିନ ଦଶପଲ୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଦଶପଲ୍ଲା ପଞ୍ଚାୟତ ସମିତି ସଭା ଗୃହରେ ଅନୁଷ୍ଠିତ ଏହି ଜନଶୁଣାଣୀ ଶିବିରରେ ସମୁଦାୟ ୮୮ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏଥି ମଧ୍ୟରୁ
Read More...

ଉଗ୍ରରୂପ ନେଲା କର୍ଣ୍ଣାଟକ-ମହାରାଷ୍ଟ୍ର ସୀମା ବିବାଦ :
ସୀମାରେ ସଂଘର୍ଷ,ବେଲାଗାଭିରେ ପୁଲିସ ଛାଉଣୀ

ମୁମ୍ବାଇ: ସୀମା ବିବାଦକୁ ନେଇ କର୍ଣ୍ଣାଟକ ଓ ମହାରାଷ୍ଟ୍ର ମଧ୍ୟରେ ତେଜୁଛି ବିବାଦ । ଆଜି କର୍ଣ୍ଣାଟକ-ମହାରାଷ୍ଟ୍ର ସୀମାରେ ଦୁଇ ପକ୍ଷ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି । ଉଭୟ ରାଜ୍ୟ ବର୍ଷ ବର୍ଷ ଧରି କର୍ଣ୍ଣାଟକର ବେଲାଗାଭି ନିଜ ଅଞ୍ଚଳ ଭାବେ ଦାବି କରି ଆସୁଛନ୍ତି । ଦୁଇପକ୍ଷ
Read More...

ସଂସଦରେ ତୱାଙ୍ଗ ତାତି :
କକ୍ଷତ୍ୟାଗ କଲେ ବିରୋଧୀ

ନୂଆଦିଲ୍ଲୀ: ସଂସଦରେ ଆଜି ଅନୁଭୁତ ହୋଇଛି ତୱାଙ୍ଗ ତାତି । ଅରୁଣାଚଳରେ ଭାରତ-ଚୀନା ସେନା ସଂଘର୍ଷକୁ ନେଇ ରାଜ୍ୟସଭାରେ ଆଜି ପ୍ରବଳ ହଙ୍ଗାମା ହୋଇଥିଲା । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏହା ଉପରେ ଆଲୋଚନା ପାଇଁ ବିରୋଧୀ ଦାବି କରିଥିଲେ;କିନ୍ତୁ ଗୃହ ଅଧ୍ୟକ୍ଷ ସୁଯୋଗ ନଦେବାରୁ
Read More...

କାର୍ଯ୍ୟକାରୀ ହେଲା ୫୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର

ସୁବର୍ଣ୍ଣପୁର: ସୋନପୁର ସହର ସ୍ଥିତ ଜିଲ୍ଳା ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜିଠାରୁ ପୂର୍ଣ୍ଣ ମାତ୍ରାରେ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନିମନ୍ତେ କାର୍ଯ୍ୟକାରୀ କରାଯାଇଛି । ଏଣୁ ଏଣିକି ମାତୃ ଓ ଶିଶୁ ସମ୍ୱନ୍ଧୀୟ ସମସ୍ତ ଚିକିତ୍ସା ସେବା ସୁବିଧା ଏହି କେନ୍ଦ୍ରରେ
Read More...