ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ

ଫୁଲବାଣୀ :- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ଫୁଲବାଣୀ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଭାପତି ଡ଼ଃ ଚିତ୍ତରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ସାହିତ୍ୟିକମାନେ ଯୋଗଦେଇ ସାହିତ୍ୟ ପରିଷଦର ମୁକ୍ତ ଆଲୋଚନାରେ ଭାଗ ନେଇଥିଲେ
Read More...

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

ଦଶପଲ୍ଲା,୨୭/୧୧ : - କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତୁମାଣ୍ଡି ହାଇସ୍କୁଲ ଠାରେ ଆଜି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ କରାଯାଇଛି । କିମସ୍‌ ହସ୍ପିଟାଲ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହିସ୍ୱାସ୍ଥ୍ୟ ଶିବିର ପରିଚାଳିତ
Read More...

ବିଦ୍ୟାଳୟ ଚତୁଃପାର୍ଶ୍ୱ ସଫାକଲେ ସ୍କାଉଟ ଓ ସବୁଜ ବାହିନୀ ଛାତ୍ର ଛାତ୍ରୀ

ଦଶପଲ୍ଲା,୨୭/୧୧ : - ସ୍ୱଚ୍ଛତା ହିଁ ସେବା ଏଥିରେ ଅନୁପ୍ରାଣିତ ହୋଇ ଦଶପଲ୍ଲା ବ୍ଲକ ଦେଢ଼ସର୍‌ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସ୍କାଉଟ ଓ ସବୁଜ ବାହିନୀ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ସଫେଇ କାର୍ଯ୍ୟକ୍ରମ । ଆଜି ବିଦ୍ୟାଳୟର ସ୍କାଉଟ୍‌ ଓ ସବୁଜ ବାହିନୀ ଛାତ୍ରଛାତ୍ରୀ
Read More...

ବେଳାଭୂମିରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ପୁରୀ : ପୁରୀ-କୋଣାର୍କ ମେରାଇନ୍‌ ଡ୍ରାଇଭ ରୋଡ ସ୍ଥିତ ବାଲିଗୁଆଳି ବେଳାଭୂମିରୁ ଜଣେ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତ ଯୁବତୀଙ୍କ ପରିଚୟ ମିଳି ନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମେରାଇନ୍‌ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ ଯୁବତୀ ଜଣକ ମୁହଁ ମାଡି
Read More...

କନ୍ଧମାଳ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର

ଫୁଲବାଣୀ,୨୭/୧୧ :- କରୋନା ମହାମାରୀର ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ କନ୍ଧମାଳ ସାସଂଦ ଡଃ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ସଂସଦୀୟ କ୍ଷେତ୍ରରେ ରହିଥିବା ୨୦ ଗୋଟି ବ୍ଲକ୍‌ର ପଞ୍ଚାୟତ ଗୃହ ଠାରେ ସାଂସଦ ସାମନ୍ତଙ୍କ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯାଇଥିଲା । ଏହି
Read More...

ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟକୁ ଅନୁଧ୍ୟାନ କଲା ଏଏସ୍‌ଆଇ ଟିମ୍‌

ପୁରୀ : ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଥିବା ଫାଟ ଓ ଜଗମୋହନର ମରାମତି କାର୍ଯ୍ୟ ନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସଆଇର ବିଶେଷଜ୍ଞ ଟିମ୍‌ । ଆମିକସକ୍ୟୁରୀ ଏନ୍‌ କେ ମହାନ୍ତିଙ୍କ ସହ ଆଇଆଇଟି ଚେନ୍ନାଇର ପ୍ରଫେସର ଅରୁଣ ମେନନ୍‌, ଏଏସଆଇର ଅତିରିକ୍ତ ଡିଜି ଜାନଭି ଶର୍ମା, ଏଏସଆଇ
Read More...

ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ

ନବରଙ୍ଗପୁର,୨୭/୧୧- ନବରଙ୍ଗପୁର ସ୍ଥାନୀୟ ସାଇନ ଅନୁଷ୍ଠାନ ପକ୍ଷରୁ କୋଣାର୍କ ଆଈ.ଟି.ଆଈ. ପରିସରରେ ଭାରତ ସରକାରଙ୍କ 'ସଙ୍କଳ୍ପ' କାର୍ଯ୍ୟକ୍ରମ ଅନ୍ତର୍ଗତ ଶିଳ୍ପୋଦ୍ୟୋଗୀ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ନିସବୋର୍ଡର ମିଳିତ ସହଯୋଗରେ ଆୟୋଜିତ ଏହି ସିଲେଇ ତାଲିମ
Read More...

ଜିଲ୍ଲା ଦଳିତ ବିକାଶ ପକ୍ଷରୁ ୭୩ତମ ସମ୍ବିଧାନ ଦିବସ ପାଳିତ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ୭୩ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଭାରତ ରତ୍ନ ବାବା ସାହେବ ଡାକ୍ତର ଭୀମ ରାଓ ରାମଜି ଆମ୍ବେଦକରଙ୍କର ପ୍ରତିମୂର୍ତ୍ତି ରେ ଦଳିତ ବିକାଶ ପରିଷଦର ଜିଲା ସଭାପତି ଶଙ୍କର
Read More...

ପରିବାର ଉପରେ ବୋଝ ହୋଇଛନ୍ତି ଏ ଯୁଗର ଶ୍ରବଣ କୁମାର: ୫ ଶହ ଟଙ୍କା ଭତ୍ତା ପାଇଁ ୨୫୦ ଟଙ୍କା ଅଟୋ ଭଡା

ଦଶପଲ୍ଲା : ପୁରାଣ ବର୍ଣ୍ଣିତ ଶ୍ରବଣ କୁମାର ପିତାମାତାଙ୍କୁ କାନ୍ଧରେ ବୋହି ତିର୍ଥାଟନ କରାଇଥିବାବେଳେ ଏ ଯୁଗରେ କିନ୍ତୁ ବୃଦ୍ଧ ପିତାମାତାଙ୍କ ଉପରେ ବୋଝ ହୋଇଛନ୍ତି ଶ୍ରବଣ । ୩ ଝିଅରେ ଗୋଟିଏ ବୋଲି ପୁଅ । ଯେଉଁ ବୟସରେ ଖେଳିବୁଲି ପାଠପଢିବା କଥା ସେହି ବୟସରେ ଦାଉ ସାଜିଲା ରୋଗ । ରୋଜଗାର
Read More...

ଖୁଣ୍ଟବନ୍ଧରେ ଜାତୀୟ ଦୁଗ୍ଧ ଦିବସ ପାଳିତ

ଜହ୍ନ ।ପଙ୍କ,୨୬/୧୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ଖୁଣ୍ଟବନ୍ଧ ପଂଚାୟତ ଅଫିସ ପ୍ରାଙ୍ଗଣରେ ଜାତୀୟ ଦୁଗ୍ଧ ଦିବସ ପାଳିତ ହୋଇଯାଇଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗୁଣାତ୍ମକମାନର ଦୁଗ୍ଧ ସଂଗ୍ରହ । ଏଥିରେ ବୌଦ୍ଧ ବ୍ଲକରେ ଥିବା ୧୧ ଗୋଟି ଦୁଗ୍ଧ ସମବାୟ ସମିତିର ସମସ୍ତ ସଭାପତି ଓ ସମ୍ପାଦକମାନେ ଯୋଗ
Read More...