କାରଖାନାରେ ଭୟାବହ ଅଗ୍ନିକାଣ୍ଡ :
ଚାଲିଗଲା ୩୬ ଜୀବନ
ନୂଆଦିଲ୍ଲୀ: ଚୀନରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ହେନାନ ପ୍ରାନ୍ତରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି । ଏକ କାରଖାନାରେ ନିଆଁ ଲାଗିବା ଯୋଗୁ ପ୍ରାୟ ୩୬ଜଣଙ୍କ ମୃତ୍ୟୁ ହୋଇଛି । ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଆହତ ହୋଇଥିବାବେଳେ ୨ଜଣ ନିଖୋଜ ରହିଛନ୍ତି । ଅଗ୍ନିଶମ ବାହିନୀ ୪ଘଣ୍ଟାର ପରିଶ୍ରମ ପରେ!-->…
Read More...
Read More...