କେନାଲ ସଫା ନ ହେବାରୁ ଚାଷୀ ପାଇପାରୁନି ଜଳସେଚନ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗରର ବିଭିନ୍ନ କେନାଲ ଗୁଡିକ ଘାସ ଲଟା ବୁଦାରେ ପରିପୂର୍ଣ୍ଣ ହେଉଛି । ଯାହା ଫଳରେ ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରୁନି । କେନାଲକୁ ସୁଇଚ ଗେଟ ଦ୍ୱାରା ବନ୍ଦ କରାଯାଇଛି । ଯାହା ଫଳରେ ଚାଷୀ ଧାନ ଜମିକୁ ଜଳସେଚନ!-->…
Read More...
Read More...