ବାଣୀଗୋଛା ନିକଟରେ ବସ୍‌ ଦୁର୍ଘଟଣା, ଅନେକ ଆହତ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର୍‌ ୫୭ନଂ ଜାତୀୟ ରାଜପଥର ବାଣୀଗୋଛା ନିକଟସ୍ଥ ହନୁମାନ ମନ୍ଦିର ନିକଟରେ ଆଜି ଭୋର୍‌ ସମୟରେ ଡଲଫିନ୍‌ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯାତ୍ରୀବାହୀ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିବା ଫଳରେ ଅନେକ ଯାତ୍ରୀ ଆହତ
Read More...

ଆଗୁଆ ଜାମିନ ଆବେଦନ କଲେ ଅକ୍ଷୟ ପରିଜା

ଭୁବନେଶ୍ୱର: କାଷ୍ଟିଂ କାଉଚ ମାମଲାରେ ଛନ୍ଦି ହୋଇପଡ଼ିଥିବା ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେ ହାଇକୋର୍ଟରେ ଆବେଦନ କରିଛନ୍ତି। ଅକ୍ଷୟ ପରିଜାଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ। ଅଭିନେତ୍ରୀ କରାଇବା ଆଳରେ
Read More...

ଧାନରେ ଗାନ୍ଧୀଙ୍କ ଫଟୋଚିତ୍ର କଲେ ଜାବିର୍‌

ପୁରୀ : ଅକ୍ଟୋବର ୨କୁ ଗାନ୍ଧୀ ଜୟନ୍ତୀ ଭାବେ ପାଳନ କରାଯାଏ । ଏହି ଅବସରରେ ପୁରୀ କୁମ୍ଭାରପଡାର ଯୁବକ ଜାବିର୍‌ ଖାଁ ପ୍ରସ୍ତୁତ କରିଛନ୍ତି ଗାନ୍ଧୀଙ୍କ ଚିତ୍ର ତାହା ପୁଣି ଧାନରେ । ଏଥିରେ ସମୁଦାୟ ୩୯୧ ଟି ଧାନ ବ୍ୟବହାର ହୋଇଥିବା ବେଳେ ଜାବିର୍‌ଙ୍କୁ ୪ଘଣ୍ଟା ସମୟ ଲାଗିଛି ନିର୍ମାଣ କରିବା
Read More...

ପିଇଓ ଓ ଜିଆରଏସଙ୍କ କାର୍ଯ୍ୟାରେ ଅବହେଳା, ସରକାରୀ ସୁବିଧା ପାଇବାରୁ ବଞ୍ଚିତ ଓଡିଆପାଳି ଓ ଦମାଇପାଲି ପଞ୍ଚାୟତବାସୀ

ଖପ୍ରାଖୋଲ : ସରକାର ଲୋକଙ୍କୁ ସଠିକ୍‌ ଭାବରେ ସରକାରୀ ସେବା ଯୋଗାଇ ଦେବା ପାଇଁ ପଞ୍ଚାୟତ ସ୍ତରରେ ସେବା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଲୋକଙ୍କ ଅଭିଯୋଗକୁ ତତ୍କାଳୀନ ସମାଧାନ କରିବାର ବ୍ୟବସ୍ଥା କରିଛନ୍ତି । ଏହା ସହ ପ୍ରଶାସନିକ ଅଧିକାରୀମାନେ ଲୋକଙ୍କ ପାଖକୁ ଯାଇ ସରକାରୀ ସେବା ଯୋଗାଇ
Read More...

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ପାରଳାଖମୁଣ୍ଡି : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡିଶା ତରଫରୁ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୨ ବିଜୁ କଲ୍ୟାଣ ମଣ୍ଡପ ପାରଳାଖେମୁଣ୍ଡି ସଦର ମହକୁମା ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ମୃତ

ପାଟଣାଗଡ଼ : ପାଟଣାଗଡ଼ ଥାନା ଅନ୍ତର୍ଗତ ମରୁଆଁ ଛକ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ୨ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ପାଟଣାଗଡ଼ ପଟରୁ ପଦ୍ମପୁରକୁ ଯାଉଥିବା ସମୟରେ ଦୁଇ ବାଇକ ଆରୋହୀ ଗାଡ଼ି ନଂ ଓଡି ୦୩ଭି ୦୨୬୧ ନୀଳ ରଙ୍ଗର ଏଚଏଫ ଡିଲକ୍ସ ବାଇକ ପାଟଣାଗଡ଼ ପଟରୁ
Read More...

ମହଙ୍ଗା ହେବ ଇଏମଆଇ :
ପୁଣି ବଢିଲା ରେପୋରେଟ୍‌

ନୂଆଦିଲ୍ଲୀ: ପୁଣିଥରେ ସୁଧହାର ବା ରେପୋରେଟ୍‌ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) । ଆର୍ଥିକ ମାନ୍ଦାବସ୍ଥା ଓ ଦରଦାମ ବୃଦ୍ଧିକୁ ନେଇ ଲୋକମାନେ ଚିନ୍ତାରେ ଥିବା ବେଳେ ଆରବିଆଇ ସୁଧ ହାର ୫୦ ବେସିସ ପଏଣ୍ଟ ବୃଦ୍ଧି କରିଛି । ଫଳରେ ରେପୋ ରେଟ ୫.୯%ରେ ପହଞ୍ଚି ଯାଇଛି । ତତ୍କାଳ
Read More...

ଶିକ୍ଷାନୁଷ୍ଠାନରେ ଆତ୍ମଘାତୀ ହମଲା;୧୯ ମୃତ

କାବୁଲ: ଅଫାଗାନିସ୍ତାନର ରାଜଧାନୀ କାବୁଲରେ ଆଜି ଏକ ଶିକ୍ଷାନୁଷ୍ଠାନରେ ହୋଇଛି ଭୟଙ୍କର ଆତ୍ମଘାତୀ ହମଲା । ଏଥିରେ ୧୯ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି । ପରୀକ୍ଷା ପାଇଁ ପିଲାମାନେ ପ୍ରସ୍ତୁତ ହେଉଥିବା ବେଳେ ଘଟିଛି ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ । ପୁଲିସ କହିଛି,କାବୁଲର ପିଡି
Read More...

‘ସିଡିଏସ୍‌’ଭାବେ ଦାୟିତ୍ୱ ଗ୍ରହଣ କଲେ ଅନୀଲ ଚୌହାନ

ନୂଆଦିଲ୍ଲୀ: ଆଜି ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଜେନେରାଲ୍‌ ଅନୀଲ ଚୌହାନ୍‌ । ଏହି ଅବସରରେ ସେ କହିଛନ୍ତି ଯେ ଭାରତୀୟ ସଶସ୍ତ୍ର ସେନାର ସର୍ବୋଚ୍ଚ ପାହ୍ୟା ପାଇ ମୁଁ ଆନନ୍ଦିତ । ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ଭାବେ ମୁଁ ତିନି ପ୍ରତିରକ୍ଷା
Read More...

ଆସନ୍ତାକାଲି ଲଞ୍ଚ ହେବ ୫-ଜି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୫-ଜି ସେବାର ଶୁଭ ଉଦଘାଟନ କରିବେ । ଦିଲ୍ଲୀ ଦ୍ୱାରକା ସେକ୍ଟର-୨୫ରେ ଏହି ସେବାର ଶୁଭ ଉଦଘାଟନ କରିବେ ମୋଦୀ । ନିର୍ମାଣାଧିନ ଅଇଆଇସିସି ପରିସରରେ ଥିବା ସୁଡଙ୍ଗକୁ ଏହି ସେବାର ଉଦଘାଟନ ପାଇଁ ଚୟନ କରାଯାଇଛି । ଏହା ଭିତରେ ୫ଜି
Read More...