ପାରାଦ୍ୱୀପ ଯୁବ ବିଜେଡି ସଭାପତି ହେଲେ ଆଲୋକ ମହାପାତ୍ର
ପାରାଦ୍ୱୀପ -ପାରାଦ୍ୱୀପର ଯୁବ ସମାଜସେବୀ ତଥା ଯୁବକମାନଙ୍କ ଆଦର୍ଶ (ଯୁବନେତା ) ଆଲୋକ ମହାପାତ୍ର ପାରାଦ୍ୱୀପ ଯୁବ ବିଜେଡି ସଭାପତି ଭାବେ ତୃତୀୟ ଥର ପାଇଁ ମନୋନୀତ ହୋଇଛନ୍ତି । ଏହାକୁ ନେଇ ପାରାଦ୍ୱୀପ ଯୁବ ବିଜୁ ଜନତା ଦଳ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁନର୍ବାର ଆସ୍ଥା!-->…
Read More...
Read More...