ଆସୁଛି ଲଘୁଚାପ; ଜାଣନ୍ତୁ କେବେ ?

ଭୁବନେଶ୍ୱର ୫।୧୧ : ଆସୁଛି ଲଘୁଚାପ । ଆସନ୍ତା ୯ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି । ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନେଇ ପୂର୍ବାନୁମାନ
Read More...

ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲା; ଆସନ୍ତା 6 ତାରିଖ ଗଜପତି ଜିଲ୍ଲା ବନ୍ଦ ଡାକରା ଦେଲା ବିଜେପି

ଗଜପତି ୦୫।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ପାରଳା ବିଧାୟକ କେ ନାରାୟଣ ରାଓ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନ୍ୟାୟ
Read More...

ଭୁଲ ଇଞ୍ଜେକସନରେ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ବାଲିଗୁଡ଼ା ୦୫।୧୧ : ରୋଗୀଙ୍କ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଆଜି ପୁଣି ଉତ୍ତେଜନା । ଭୁଲ ଇଞ୍ଜେକସନ ଦେବା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କ ଅଭିଯୋଗରେ ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ସମ୍ପର୍କୀୟ ଓ ସ୍ଥାନୀୟ ଲୋକଙ୍କ ଦ୍ବାରା ୫୯ନଂ
Read More...

କ୍ରିଏଟିଭ ଆର୍ଟସ ପକ୍ଷରୁ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ଯୋଗାଇବା ନିମନ୍ତେ ଅନୁରୋଧ

ଗଜପତି ୦୫।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସଂସ୍କୃତି ବିଭାଗର ଶାସନ ସଚିବ ଓ ନିର୍ଦ୍ଦେଶକ ଆଜି ଗଜପତି ଗସ୍ତ କରିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରିଏଟିଭ ଆର୍ଟସ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏକ ସଂସ୍କୃତି ଭବନ ଓ ସଂସ୍କୃତି ଅଧିକାରୀ ସକାଶେ ସଂସ୍କୃତି
Read More...

ପଦ୍ମ ଛାଡିଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ; ପାର୍ଟି ନୁହେଁ ବାଛିଲେ ମାଟି

ବଲାଙ୍ଗୀର ୦୫।୧୧ : ବଲାଙ୍ଗୀର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ଛାଡିଲେ ଦଳ । ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି ଓ ଜିଲ୍ଲା ସଭାପତି ଶିବାଜୀ ମହାନ୍ତିଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ମହାରାଣି ସାସଂଦ ସଙ୍ଗୀତା ସିଂହଦେଓ ଓ ବିଜେପି ରାଜା
Read More...

୫ ଲକ୍ଷ ଟଙ୍କାର ବେଆଇନ ବାଣ ଜବତ

କଟକ ୦୫।୧୧ : କଟକ ବାଦାମବାଡ଼ି ଥାନା ପୋଲିସ ଚଢ଼ାଉ କରି ଜବତ କଲା ୫ ଲକ୍ଷ ଟଙ୍କାର ବେଆଇନ ବାଣ । ଆଜି ଥାନା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଖାନନଗର ଅଞ୍ଚଳରେ ରହୁଥିବା ସଂଗ୍ରାମ ବେହେରାଙ୍କ ଘରେ ଚଢ଼ାଉ କରିଥିଲେ । ଏହି ସମୟରେ ତାଙ୍କ ନିକଟରୁ ବିପୁଳ ପରିମାଣର ବାଣ ଜବତ ହୋଇଛି ।
Read More...

ମମିତା ମେହେର ହତ୍ୟାକାଣ୍ଡ; ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ ୦୫।୧୧ : ବଲାଙ୍ଗୀରର ଶିକ୍ଷୟିତ୍ରୀ ମମିତା ମେହେର ଆତ୍ମାଶାନ୍ତି ନିମନ୍ତେ ପୁରୀରେ ବିଜେପି ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡ଼ଦାଣ୍ଡର ମାଉସୀ ମା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ବରିଷ୍ଠ ବିଜେପି ନେତା
Read More...

ଜାଭେଲିନ ଥ୍ରୋ ଖେଳାଳିଙ୍କୁ ସମ୍ବର୍ଦ୍ଧନା

ପୁରୀ ୦୫।୧୧ : ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ଜାଭେଲିନ ଥ୍ରୋ ଖେଳାଳି ବ୍ରହ୍ମଗିରିର ଶ୍ରୀ କିଶୋର କୁମାର ଜେନାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଗତ ମାସ ଅକ୍ଟୋବର ୨୩ ଓ ୨୪ ତାରିଖରେ ନୂଆଦିଲ୍ଲୀ ସ୍ଥିତ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ସର୍ବଭାରତୀୟ ଓପେନ ଆଥେଲେଟିକ ମିଟ୍-୨୦୨୧ରେ ସେ
Read More...

ଦୀପାବଳି ଅବସରରେ ବହୁଭାଷୀ କବିତା ପାଠ

ଦଶପଲ୍ଲା ୦୫।୧୧ : ଦୀପାବଳିର ପୂଣ୍ୟ ଅବସରରେ ଅନୁଷ୍ଠିତ ହୋଇଛି ଚର୍ଚ୍ଚିତ ଅନ୍ତର୍ଜାତୀୟ ବହୁଭାଷୀ କବିତା ଆସର । ବାଲିସାଇ ,ପୂର୍ବ ମେଦିନିପୁରରୁ ପ୍ରକାଶିତ ଅନ-ଲାଇନ ପତ୍ରିକା 'ଶ୍ରେୟସୀ' ପକ୍ଷରୁ ଆୟୋଜିତ ଏହି ଅନୁଷ୍ଠାନରେ ବହୁଭାଷୀ କବିମାନଙ୍କ ସମାଗମ ହୋଇଥିଲା । ପ୍ରତିବେଶୀ ଦେଶ
Read More...

ଗାଡି ସହ ଚୋରାକାଠ ଜବତ୍, ଜଣେ ଗିରଫ୍

ଦଶପଲ୍ଲା ୦୫।୧୧ : ଦଶପଲ୍ଲା ବନବିଭାଗକୁ ଗତକାଲି ଏକ ବଡ଼ଧରଣର ସଫଳତା ମିଳିଛି । ବନାଞ୍ଚଳ ଅଧିକାରୀ ନିଖିଲ୍ଲେଶ ମଲ୍ଲିକଙ୍କ ନିର୍ଦ୍ଦେଶକ୍ରମେ ପୋଖରୀଗୋଛା ଫରେଷ୍ଟର ଶୁଭେନ୍ଦୁ ନାୟକଙ୍କ ନେତ୍ରୁତ୍ଵରେ ବନବିଭାଗ ଟିମ୍ ଚଢାଉ କରି ସୁନାଦେଇ ଠାକୁରାଣୀ ମନ୍ଦିର ନିକଟରୁ ଲକ୍ଷାଧିକ ଟଙ୍କା ମୂଲ୍ୟର
Read More...