ଅବକାରୀ ବିଭାଗ ପକ୍ଷରୁ ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ

ବୌଦ୍ଧ,୨୧/୧-ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଆମ୍ବଝରୀ ପଞ୍ଚାୟତ ଧାନବଳସ ଗ୍ରାମର ଆଭ୍ୟନ୍ତରିଣ ଜଙ୍ଗଲ ଜମିରେ ୧୮ ଏକର ଜାଗା ଉପରେ ହୋଇଥିବା ବେଆଇନ ଗଞ୍ଜେଇ ଚାଷ ଉପରେ ଚଢାଉ କରି ୫୪ ହଜାର ଗଞ୍ଜେଇ ଗଛ ନଷ୍ଟ କରାଯାଇଛି । ନଷ୍ଟ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୫ କୋଟି ୪୦ ଲକ୍ଷ ହେବ
Read More...

ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଲେ ଛାତ୍ରଛାତ୍ରୀ

ବୌଦ୍ଧ/ବାଉଁଶୁଣୀ,୨୧/୧- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଠାରେ ଥିବା ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ସଡକ ସୁରକ୍ଷା ମାସ ଅବସରରେ ଆଜି ବାଉଁଶୁଣୀ ଠାରେ ସଡକ ସୁରକ୍ଷା ସଚେତନତାର ବାର୍ତ୍ତା ବାଣ୍ଟିଛନ୍ତି । ବୌଦ୍ଧ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ମା ମାହେଶ୍ୱରୀ ଉଚ୍ଚ
Read More...

ଅବସରପ୍ରାପ୍ତ ଅଡ଼ିଟରଙ୍କ ପରଲୋକ

ଜହ୍ନ।ପଙ୍କ,୨୧/୧;ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ବାସିନ୍ଦା ଶଙ୍କର କର୍ଣ (୬୫)ଙ୍କ ଆଜି ଭୁବନେଶ୍ୱର ଏମସରେ ପରଲୋକ ହୋଇଯାଇଛି।ମୃତ୍ୟୁବେଳେ ତାଙ୍କ ବଡ଼ପୁଅ ଅମିତ ଓ ଅଜୟ ଉପସ୍ଥିତ ଥିଲେ।ସେ ଦୀର୍ଘ ଦିନ ହେଲା ଅସୁସ୍ଥଥିଲେ।ବୁଧବାର ତାଙ୍କୁ ଭୁବନେଶ୍ୱର ଏମସକୁ
Read More...

ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବିବାହ ପ୍ରୋତ୍ସ ।ହନ ରାଶି ପ୍ରଦାନ

ପାରଳାଖେମୁଣ୍ଡି,୨୧/୧- ଗତ ୧୦୧୬ ମସିହାରେ ଜଣେ ଯତ୍ନ ଓ ସୁରକ୍ଷା ଆବଶ୍ୟକ କରୁଥିବା ନାବାଳିକା ଜିଲ୍ଲା ପ୍ରଶାସନ ଦ୍ୱାରା ପରିଚାଳିତ ହେଉଥିବା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଥିଲେ । ଏହି ସମୟରେ ଆବଶ୍ୟକ ସହଯୋଗ ଜିଲ୍ଲା ପ୍ରଶାସନ ଯୋଗାଇ ଆସୁଥିଲା । ନାବାଳିକାଟିକୁ ୧୮ ବର୍ଷ
Read More...

ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ବୌଦ୍ଧ - ବୌଦ୍ଧ ବ୍ଲକ୍ ମୁଣ୍ଡିପଦର ଗ୍ରାମର ମହାଲିଙ୍ଗ ଖେଳ ପଡିଆରେ ଶୁଭମ୍ ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇ ଯାଇଛି | ମୁଣ୍ଡି ପଦର ଗ୍ରାମ ପଞ୍ଚାୟତର ସରପଞ୍ଚ ଅନ୍ତର୍ଯାମୀ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଥିଲେ | ଅନ୍ୟତମ ଅତିଥି ଭାବରେ ସମିତି ସଭ୍ୟ
Read More...

ଭାରତୀୟ କିଷାନ ସଂଘ ତରଫରୁ କୃଷକ ସମାବେଶ

ବୌଦ୍ଧ,୨୧/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ପଂଚାୟତ ଖଣ୍ଡହତା ଠାରେ ଗତକାଲି ଭାରତୀୟ କିଷାନ ସଂଘ ଆନୁକୂଲ୍ୟରେ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି | କିସାନ ସଂଘର ସଭାପତି ସୂର୍ଯ୍ୟ ନାରାୟଣ ମହାପାତ୍ର ଓ ଚାଷୀ ନେତା ଇଂ . ବିକାଶ ମହାକୁଡ଼ ସଭାରେ ଯୋଗ ଦେଇଥିଲେ | 2015ମସିହା
Read More...

ଅଟୋକୁ ଧକ୍କା ଦେଲା ହାଇୱା, 3 ମୃତ, ଜଣେ ଗୁରୁତର

ବୌଦ୍ଧ,୨୧/୧ - ଆଜି ସକାଳ ପ୍ରାୟ 9 ଘଣ୍ଟା ସମୟରେ ମନମୁଣ୍ଡା - କଣ୍ଟାମାଳ ରାସ୍ତାର ଗୋପାଳ ମାଲ୍ ନିକଟରେ ଗୋଟିଏ ଯାତ୍ରୀବାହି ଅଟୋକୁ ହାଇୱା ଧକ୍କା ଦେବା ଫଳରେ ଅଟୋ ରେ ବସିଥିବା 3 ଜଣ ଯାତ୍ରୀ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣା ପଡିଛି l ମିଳିଥିବା
Read More...

ଭିଜିଲାନ୍ସ ଜାଲରେ ଉଦ୍ୟାନ ବିଭାଗର ଓଭରସିଅର: ବିଲ୍‌ କରାଇଦେବା ପାଇଁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ବାଲିଗୁଡ଼ା,୨୦/୧: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗର ଓଭରସିଅର ବଟକୃଷ୍ଣ କଟା । ଆମ୍ବ ବଗିଚା ବିଲ୍‌ କରାଇଦେବା ପାଇଁ ଦାରିଙ୍ଗବାଡ଼ି ଥାନା ସିଆଙ୍ଗବାଲି ମାଲେବାଡ଼ି ଗ୍ରାମର ପୁରେ ପ୍ରଧାନ ନାମକ ବ୍ୟକ୍ତିଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରିଛି ବ୍ରହ୍ମପୁର
Read More...

ସୁନାଦୋକାନ ସାମ୍ନାରୁ ଗହଣା ଭର୍ତ୍ତି ବ୍ୟାଗ୍‌ ଲୁଟ ଅଭିଯୋଗ

ବୌଦ୍ଧ,୨୦/୧ - ଆଜି ସକାଳ ପ୍ରାୟ ୯ଘଣ୍ଟା ସମୟରେ ବାଉଁଶୁଣୀ ଥାନା ସାହାଜପାଲ୍‌ ଛକ ନିକଟରେ ଥିବା ପ୍ରଜିତା ଜ୍ୱେଲର୍ସ ସାମ୍ନାରୁ ଗହଣା ଭର୍ତ୍ତି ବ୍ୟାଗ୍‌ ଲୁଟ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଜ୍ୱେଲର୍ସ ମାଲିକ ପ୍ରଦୀପ ପୃଷ୍ଟିଙ୍କ ପୁଅ ଦୀପକ କୁମାର ପୃଷ୍ଟି ଦୋକାନ
Read More...

୪୦ ଓ.ଟି.ଇ.ଟି. ଗଣ ଶିକ୍ଷକ ହେଲେ ବହିଷ୍କୃତ !

ବୌଦ୍ଧ,୨୦/୧ - ଜାଲ୍‌ ଓ.ଟି.ଇ.ଟି. ପାସ୍‌ ସାର୍ଟିଫିକେଟ ଦେଇ ରେଗୁଲାର୍‌ ହେବା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିବା ୪୦ ଜଣ ଗଣଶିକ୍ଷକ ବହିଷ୍କୃତ ହେବାର ସମସ୍ତ ପ୍ରକ୍ରିୟା ସରି ଯାଇଥିବା ଜଣାପଡିଛି । ଏ ସମ୍ପର୍କରେ ଚିଠି ମଧ୍ୟ ସମ୍ପୃକ୍ତ ଶିକ୍ଷକ ମାନଙ୍କ
Read More...