ଅବସରପ୍ରାପ୍ତ ଅଡ଼ିଟରଙ୍କ ପରଲୋକ

0 1,276


ଜହ୍ନ।ପଙ୍କ,୨୧/୧;ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣ ନଗର ବାସିନ୍ଦା ଶଙ୍କର କର୍ଣ (୬୫)ଙ୍କ ଆଜି ଭୁବନେଶ୍ୱର ଏମସରେ ପରଲୋକ ହୋଇଯାଇଛି।ମୃତ୍ୟୁବେଳେ ତାଙ୍କ ବଡ଼ପୁଅ ଅମିତ ଓ ଅଜୟ ଉପସ୍ଥିତ ଥିଲେ।ସେ ଦୀର୍ଘ ଦିନ ହେଲା ଅସୁସ୍ଥଥିଲେ।ବୁଧବାର ତାଙ୍କୁ ଭୁବନେଶ୍ୱର ଏମସକୁ ନେଇଥିଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।ତାଙ୍କ ମର ଶରୀର ଗାଁରେ ପହଁଚିଲା ପରେ ଶୋକ।କୁଳ ପରିବେଶ ସୃଷ୍ଟି ହୋଇଥିଲା।ତାଙ୍କର ଶେଷ ଦର୍ଶନ ପାଇଁ ପରିବାର ବର୍ଗ ଓ ଆତ୍ମୀୟସ୍ୱଜନଙ୍କ ଗହଳି ଲାଗିଥିଲା।ସେ ୧୯୫୬ ମସିହାରେ ଫୁଲବାଣୀରେ ସଏଲ କଞ୍ଜର୍ଭେସନରେ କ୍ଲର୍କ ଭାବେ ଚାକିରୀରେ ଯୋଗ ଦେଇଥିଲେ।ପରେ ଭଞ୍ଜନଗର ତହସିଲ ତା ପରେ ବଲାଙ୍ଗୀରରେ ଅଡିଟର ଭାବେ ୨୦୧୬ ମସିହାରେ ଚାକିରିରୁ ଅଵସର ନେଇଥିଲେ।ତାଙ୍କର ୪ ପୁଅ ଓ ପୁତ୍ରବଧୂ ଏବଂ ସ୍ତ୍ରୀ ଅଛନ୍ତି।ସ୍ଥାନୀୟ ସ୍ମଶାନରେ ତାଙ୍କ ଶେଷ କୃତ୍ୟ ହୋଇଥିଲା ବେଳେ ବଡ଼ ପୁଅ ଅମିତ ମୁଖାଗ୍ନି ଦେଇଥିଲେ।
ଫୋଟୋ, ମେଲ

hiranchal ad1
Leave A Reply

Your email address will not be published.

seventeen − 2 =