ବୌଦ୍ଧ ପଞ୍ଚାୟତ କଲେଜରେ ବୃକ୍ଷକୁ ବନ୍ଧା ଗଲା ରାକ୍ଷୀ

ବୌଦ୍ଧ : ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମୀ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଅଧ୍ୟାପକ ତଥା ପରିବେଶବିତ ପ୍ରବୀର କୁମାର ଦାସ କଲେଜ ପରିସରରେ ଥିବା ବିଭିନ୍ନ ବୃକ୍ଷକୁ ରାକ୍ଷୀ ବାନ୍ଧିଥିଲେ ।…
Read More...

କରୋନା କଟକଣା ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ସମ୍ବଲପୁର : ଏହି ମାଟିର ଗର୍ବ ଓ ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକାଂଶ ଲୋକ ନିଜ ଘରେ ଏହା ପାଳନ କରିଛନ୍ତି । ଆଜି ଏଠାରେ ୯୩ ଜଣ ପଜିଟିଭ ଚିହ୍ନଟ ହେଲାପରେ କଟକଣାକୁ କଡାକଡି ଭାବେ ପାଳନ…
Read More...

ଦେଶବାସୀଙ୍କୁ ରକ୍ଷାବନ୍ଧନର ଶୁଭେଚ୍ଛା ଜଣାଇଲେ ପିଏମ୍ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ ସୋମବାର ଦିନ ରକ୍ଷାବନ୍ଧନ ଅବସରରେ ଦେଶବାସୀଙ୍କୁ ଶୁଭକାମନା ଜଣାଇଛନ୍ତି । ସେହିପରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦେଶବାସୀଙ୍କୁ ବଧାଇ ଜଣାଇଛନ୍ତି…
Read More...

ଗଜପତିରେ ପୁଣି ୬୧କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୬୧ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ଗୋଶାଣୀରୁ ୬ ଜଣ,ଗୁମ୍ମା ବ୍ଳକରୁ ୧୦ଜଣ,ରାୟଗଡ଼ ବ୍ଳକରୁ ୯ଜଣ,ପାରଳା ପୌର ପରିଷଦରୁ ୧୭ ଜଣ, ମୋହନା ବ୍ଳକରୁ ୧୦ଜଣ କାଶୀନଗର ବ୍ଳକରୁ ୫ ଜଣ,…
Read More...

କ୍ୟାବିନେଟ ମିଟିଂରେ ସାମିଲ ହୋଇଥିଲେ ଶାହ, ମନ୍ତ୍ରୀଙ୍କୁ ନିଜ କରୋନା ଟେଷ୍ଟ କରାଇବାକୁ ନିବେଦନ କଲେ

ନୂଆଦିଲ୍ଲୀ : କରୋନା ସଂକ୍ରମିତ ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏ ସଂପର୍କରେ ରବିବାର ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଡକ୍ଟରଙ୍କ ଉପଦେଶ ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କେନ୍ଦ୍ର ମନ୍ତ୍ରୀମଣ୍ଡଳର ପ୍ରଥମ ସଦସ୍ୟ ଭାବେ ଶାହ କରୋନା ରୋଗରେ ଆକ୍ରାନ୍ତ…
Read More...

ନୂଆ ୯୩ ପଜିଟିଭ ଚିହ୍ନଟ ପରେ ସମ୍ବଲପୁରବାସୀଙ୍କ ଚିନ୍ତା ବଢିଲା

ସମ୍ବଲପୁର : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ନୂଆ ୯୩ ଜଣ ପଜିଟିଭ ଚିହ୍ନଟ ଘୋଷଣା ପରେ ସମ୍ବଲପୁରବାସୀଙ୍କ ମନରେ ଛନକା ପଶିବା ସହିତ ଚିନ୍ତା ବଢି ଯାଇଛି । ଏହାସହିତ ସମଗ୍ର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ କରୋନା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା୫୮୧ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ଜଣଂକର ମତ୍ୟୁ…
Read More...

ଲୁପ୍ତପ୍ରାୟ ଗହ୍ମା ଡିଆଁ ପରମ୍ପରା !

ବୌଦ୍ଧ : ଶ୍ରାବଣ ପୂର୍ଣ୍ଣିମାରେ ବୌଦ୍ଧ ଜିଲ୍ଲାର କଣେ ଅନୁକୋଣେ ପାଳିତ ହୋଇଥାଏ ଗହ୍ମା ପର୍ବ । ମାଟିରେ ଗାଆଁ ଦାଣ୍ଡରେ ଗହ୍ମା ତିଆରି କରି ଗାଆଁର ପିଲାମାନେ ଶ୍ରାବଣ ପୂର୍ଣ୍ଣିମାରେ ତା ଉପରେ ଡେଇଁ ଖେଳି ଥାଆନ୍ତି । ଗହ୍ମା ପର୍ବକୁ ଆହୁରି ଆମୋଦଦାୟକ ଓ ଆକର୍ଷଣୀୟ କରିବା ପାଇଁ ଶେଷ ମୁଣ୍ଡର…
Read More...

ରାଜ୍ୟରେ ପୁଣି ୧୩୮୪ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବେକାବୁ ହେବାରେ ଲାଗିଛି କରୋନା ସ୍ଥିତି । ଆଜି ପୁଣି ୨୬ଟି ଜିଲ୍ଲାରୁ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮୭୩ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫୧୧ଜଣ ଲୋକାଲ କଣ୍ଟାକ୍ଟ ହୋଇଥିବା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ…
Read More...

ମହାନଦୀରେ ଭାସି ଯାଉଥିବା ଯୁବକ ଉଦ୍ଧାର

ବୌଦ୍ଧ - ମହାନଦୀର ପ୍ରଖର ସ୍ରୋତରେ ଭାସି ଯାଉଥିବା ଜଣେ ଯୁବକଙ୍କୁ ହରଭଙ୍ଗା ଥାନା କୁଶଙ୍ଗ ଗ୍ରାମ ପଂଚାୟତର ଅତଳସରା ନିକଟରୁ ଆଜି ଅପରାନ୍ହ ପ୍ରାୟ 4 ଘଣ୍ଟା ସମୟରେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ…
Read More...

ହସ୍ପିଟାଲରୁ ଫେରିଲେ ସୋନିଆ

ନୂଆଦିଲ୍ଲୀ : ଆଜି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଗୁରୁବାର ଦିନ ତାଙ୍କୁ ନିୟମିତ ଯାଞ୍ଚ ପାଇଁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ଜୁଲାଇ ୩୦ରେ ସନ୍ଧ୍ୟା ୭ଟା…
Read More...