ରାଜ୍ୟରେ ପୁଣି ୧୦୩ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଉଗ୍ରରୂପ ଧାରଣ କଲାଣି । ରାଜ୍ୟ କରୋନା ଗ୍ରାଫ୍ ଦିନକୁ ଦିନ ବଢିବଢି ଚାଲିଛି । ଆଜି ପୁଣି ରାଜ୍ୟରେ ୧୦୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୦୩ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୪, ଯାଜପୁରରୁ ୧, ବାଲେଶ୍ୱରରୁ ୫, ଭଦ୍ରକରୁ ୮,
Read More...

କୋଭିଡ଼ ହସ୍ପିଟାଲ ଗଜପତିରେ ମକ ଡ୍ରିଲ

ଗଜପତି ଜିଲ୍ଲାର କୋଭିଡ଼ି ହସ୍ପିଟାଲରେ ଆଜିମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ପ୍ରତିନିଧି ଡ଼ ଶ୍ରୀକାନ୍ତ ରେଡିଙ୍କ ନେତୃତ୍ୱରେ ଏବଂ UNFPAର ପ୍ରତିନିଧି ଓ ରାହୁଲ ଲକ୍ଷଣ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଵ୍ରହ୍ମପୁରର ଡ଼ ଦେବାଶିଷ ଦାସ ଓ
Read More...

ଦେଶରେ ଅଛନ୍ତି ୪ କୋଟି ପ୍ରବାସୀ ଶ୍ରମିକ

ନୂଆଦିଲ୍ଲୀ : ଭାରତରେ ବିଭିନ୍ନ ସ୍ଥାନରେ ଚାରିକୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ସେମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଏବେ ଲକ୍‌ଡାଉନ୍ ଯୋଗୁଁ କାମଧନ୍ଦା ହରାଇ ସେମାନେ ଘରମୁହାଁ । ସେମାନଙ୍କୁ ନିଜ ରାଜ୍ୟରେ ପହଞ୍ଚାଇବା ଲାଗି ମଇ ୧ ତାରିଖରୁ କେନ୍ଦ୍ର ସରକାର ଶ୍ରମିକ
Read More...

ବିସିସିବିର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ବୌଦ୍ଧ : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କର ଅବସର ପ୍ରାୟ କେଡର ସଂପାଦକ ତଥା ଜୁନିୟର ସୁପରଭାଇଜରମାନଙ୍କୁ ଆଜି ବିସିସିବି ୱାର୍କରସ୍ ୟୁନିଅନ ପକ୍ଷରୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ତାଳସରଡା ଗ୍ରାମ ପଞ୍ଚାୟତର ଅନ୍ତର୍ଗତ ବସ୍ତମପୁର(ଗୋବିନ୍ଦପୁର) ଗୋଷ୍ଠୀ କେନ୍ଦ୍ରରେ ଏକ
Read More...

ଆସନ୍ନ ପ୍ରସବା ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ !

ବୌଦ୍ଧ : ମନମୁଣ୍ଡା ଥାନା ରକ୍ସା ଗ୍ରାମରେ ଜଣେ ଆସନ୍ନ ପ୍ରସବା ୯ ମାସର ଗର୍ଭବତୀ ସ୍ତ୍ରୀକୁ ତା'ର ସ୍ୱାମୀ ହତ୍ୟା କରିଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ରକ୍ସା ଗ୍ରାମର କବିତା ମେହେର ଆଜି ସକାଳୁ ମରିପଡିଥିବା ତାଙ୍କ ପରିବାର ଲୋକେ ଦେଖିବାକୁ ପାଇଥିଲେ
Read More...

ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି ଦିନକର ସଂକ୍ରମଣ

ଆଦିଲ୍ଲୀ : ଭାରତରେ ଦିନକର ସଂକ୍ରମଣ ରେକର୍ଡ଼ ପରେ ରେକର୍ଡ଼ ଭାଙ୍ଗୁଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬,୭୬୭ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୩୧ ହଜାର ୮୬୮ରେ ପହଞ୍ଚିଛି ।
Read More...

ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ପହଣ୍ଡି କରିବେ ୧୫୦ ସେବାୟତ

ଭୁବନେଶ୍ୱର : ମହାପ୍ରଭୁଙ୍କ ସ୍ନାନଯାତ୍ରାରେ ୧୫୦ଜଣ ସେବାୟତ ପହଣ୍ଡି କରିବେ ବୋଲି ନିଷ୍ପତ୍ତି ହୋଇଛି । ଏ ନେଇ ରବିବାର ଦଇତାପତି ପ୍ରତିନିଧି ବିନାୟକ ଦାସ ମହାପାତ୍ର ଆମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଦଇତାପତି ଏକ ଗୋଷ୍ଠୀଗତ ସେବା । ଏଥିରେ ସର୍ବନିମ୍ନର ସ୍ଥାନ ନାହିଁ ।
Read More...

ବିଦେଶୀ ମଦ ଦୋକାନ ନଖୋଲିବା ପାଇଁ ନିଷ୍ପତ୍ତି

ଭୁବନେଶ୍ୱର : ରାଜ୍ୟରେ ଅନଲାଇନ ମଦ ଡେଲିଭରୀକୁ ସରକାରୀ ସ୍ୱୀକୃତି ମିଳିଥିଲେ ମଧ୍ୟ କଟକ ଜିଲ୍ଲାରେ କିନ୍ତୁ ବିଦେଶୀ ମଦ ଦୋକାନ ନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କଟକରେ କେବଳ ଅନଲାଇନ ମାଧ୍ୟମରେ ମଦ ବିକ୍ରିକୁ କଟକ ଜିଲ୍ଲା ବିଦେଶୀ ମଦ ଦୋକାନୀ ବ୍ୟବସାୟୀ ସଂଘ ବିରୋଧ କରିଛି । ଏଥିସହ
Read More...

ଆଉ ୫୩ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୫୩ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଗଞ୍ଜାମରୁ ୩୦, ଯାଜପୁରରୁ ୧୮, ଖୋର୍ଦ୍ଧାରୁ ୩, କେନ୍ଦୁଝରରୁ ୨ଜଣ ଅଛନ୍ତି । ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଗଲେଣି । ଉଲ୍ଲେଖଯୋଗ୍ୟ ଯେ,
Read More...

ବଦଳିଲା କ୍ୱାରେଣ୍ଟାଇନ ନିୟମ : ଗାଡି ଚଳାଚଳକୁ ଅନୁମତି

ଭୁବନେଶ୍ୱର : ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମକୁ ବଦଳାଇଛନ୍ତି । ଏ ନୂଆ ନିୟମ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ରିଲଫ କମିଶନର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କ୍ୱାରେଣ୍ଟାଇନର ନୂଆ ନିୟମ ଅନୁପାଳନ ସଂପର୍କରେ ସୂଚନା ଦେଇଛନ୍ତି । ନୂଆ
Read More...