ପୂର୍ବତନ ବିଧାୟକଙ୍କ ବୋଲେରୋ ଗାଡିକୁ ଗୁଳିମାଡ
ଫୁଲବାଣୀ: ଫୁଲବାଣୀ ଟାଉନ ଥାନା ଅର୍ନ୍ତଗତ ଏଫସିଆଇ ନିକଟସ୍ଥ ଚିତ୍ରକୁଟ ସାହିରେ ଗତ ବିଳମ୍ବିତ ରାତ୍ରରେ ଫୁଲବାଣୀର ପୁର୍ବତନ ବିଧାୟକ ଦେବେନ୍ଦ୍ର କହଁର ନିଜ ବାସଭବନ ସମ୍ମୁଖରେ ବୋଲେରୋ ଗାଡିକୁ ଗୁଳିମାଡ ହୋଇଥିବା ଜାଣି ଫୁଲବାଣୀ ଟାଉନଥାନାରେ ଅଭିଯୋଗ କରିଛନ୍ତି ।ପୁର୍ବ ଶତୃତା କିମ୍ବା!-->…
Read More...
Read More...