ଏଭଳି ଏକ ମନ୍ଦିର : ଯେଉଁଠି ନା ଦକ୍ଷିଣା ନା ଭିଆଇପିଙ୍କୁ ସୁବିଧା

ବର୍ତ୍ତମାନ ସମୟର କଥା କହିଲେ ତେବେ ଏଭଳି କୌଣସି ମନ୍ଦିର ନାହିଁ ଯେଉଁଠି ଦକ୍ଷିଣା ଚଢ଼ା ଯାଏନି ତାହା ଶ୍ରଦ୍ଧାରେ ହେଉ ବା କାହା କହିବା ଅନୁସାରେ ହେଉ । ବର୍ତ୍ତମାନ ଧର୍ମକୁ ଲୋକମାନେ ଧନ୍ଦା ବନେଇ ରଖିଛନ୍ତି ଏବଂ ମନ୍ଦିର ତାଙ୍କ କମ୍ପାନୀ । ଏହିସବୁ ତ ଏବେ ସାଧାରଣ କଥା ହୋଇଯାଇଛି, କିନ୍ତୁ
Read More...

କନିକାଙ୍କ ଆଶା : ପଞ୍ଚମ ଥର ଟେଷ୍ଟ କଲେ ନେଗେଟିଭ୍ ଆସିବ

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଥିବା ବଲିଉଡ୍ ଗାୟିକା କନିକା କପୁରଙ୍କ ଚତୁର୍ଥ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ସେ ତାଙ୍କ ଇନଷ୍ଟେଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, ପଞ୍ଚମ ଥର ଯେଉଁ ମୋର ଟେଷ୍ଟ କରାଯିବ ସେଥିରେ ରିପୋର୍ଟ ନିଶ୍ଚିତ
Read More...

ସିରିଏଲ୍ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସଲମନ୍‌

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ରୂପକ ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଟିଭିରେ କୌଣସି ସିରିଏଲ୍ ମଧ୍ୟ ପ୍ରସାର
Read More...

ଲୋକସେବା ଭବନ କନଭେନସନ ହଲରେ ବିଧାନସଭା ଅଧିବେଶନ ଆରମ୍ଭ

ଭୁବନେଶ୍ୱର :ସୋମବାର ବିଧାନସଭା ଷୋଡଶ ଅଧିବେଶନ ତଥା ବଜେଟ୍ ଅଧିବେଶନ ଲୋକସେବା ଭବନ କନଭେନସେଣ୍ଟରଠାରେ ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଅଧ୍ୟକ୍ଷତା କରୁଛନ୍ତି । ପ୍ରତ୍ୟେକ ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗ
Read More...

କରୋନା ମୁକାବିଲା ପାଇଁ କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ମଞ୍ଜୁର କଲେ ୨କୋଟି ୫୦ଲକ୍ଷ

କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ କରୋନା ମୁକାବିଲା ପାଇଁ ସାଂସଦ ପାଣ୍ଠିରୁ ୨କୋଟି ୫୦ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । କନ୍ଧମାଳ, ବୌଦ୍ଧ, ଗଞ୍ଜାମ ଓ ନୟାଗଡ ଜିଲ୍ଲାରେ ଚିକିତ୍ସା ସୁବିଧା ପାଇଁ ବିଭିନ୍ନ ଟେଷ୍ଟିଂ ଓ ସ୍କ୍ରିନିଂ ଉପକରଣ ପାଇଁ ଏହି ଅର୍ଥ ମଞ୍ଜୁର କରିଛନ୍ତି । ଏନେଇ ଡ଼.
Read More...

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ରାହାଣେ, ଦେବେ ଏତିକି ଲକ୍ଷ

ମୁମ୍ବାଇ : କରୋନା ମହାମାରୀ ମୁକାବିଲା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୪ ତାରିଖ ଯାଏଁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ମହାମାରୀ ରୋଗରୁ ଦେଶ ତଥା ରାଜ୍ୟକୁ ରକ୍ଷା କରିବା ପାଇଁ ସହାୟତାର
Read More...

ସୁଧୁରୁନି କରୋନା ପରିସ୍ଥିତି : ସୀମା ସିଲ୍ ପାଇଁ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ତାହା ସରକାରଙ୍କ ଚିନ୍ତା ବଢାଇ ଦେଇଛି । ବୁଲା ଶ୍ରମିକ ଏବଂ ସେହି ଶ୍ରେଣୀର ଅନ୍ୟଲୋକମାନେ ନିଜ ରାଜ୍ୟକୁ ଫେରିଯିବା ପାଇଁ ଉଦ୍ୟମ କରୁଥିବାରୁ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ସୃଷ୍ଟି ହେଉଛି । ଏହାକୁ ଆଖି ଆଗରେ ରଖି କେନ୍ଦ୍ର
Read More...

ହାଇକୋର୍ଟଙ୍କ ନିର୍ଦ୍ଦେଶ : ପ୍ରବାସୀଙ୍କୁ ଅଟକାଇ ତାଙ୍କର ଖାଇବା,ପିଇବା ବ୍ୟବସ୍ଥା କର

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କରୋନା ଭୂତାଣୁର କାୟା କରାଳ ରୂପ ଧାରଣ କରିଆସୁଥିବା ବେଳେ ଭାରତରେ ମଧ୍ୟ ଏହା ଏକ ସପ୍ତାହ ମଧ୍ୟରେ ଭୀଷଣ ଭାବରେ ଆଗକୁ ବଢ଼ିଚାଲିଛି । ଆଜି ୨୪ ଘଣ୍ଟା ମଧ୍ୟରେ କରୋନାରେ ଛଅ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବା ପରିପ୍ରେକ୍ଷୀରେ ହାଇକୋର୍ଟ ପ୍ରବାସରୁ ରାଜ୍ୟକୁ
Read More...

ସୁଧୁରି ଯାଆନ୍ତୁ : ଏଣିକି ନିୟମ ଭାଙ୍ଗିଲେ କ୍ୱାରେଣ୍ଟାଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବାରମ୍ବାର ଅନୁରୋଧ ଓ ଆହ୍ୱାନ ସତ୍ୱେ ବହୁ ସଂଖ୍ୟାରେ ଲୋକମାନେ ଲକଡାଉନ ଉଲ୍ଲଂଘନ କରୁଥିବାରୁ ସରକାର ଆଜି କଠୋର ନିଷ୍ପତ୍ତି ନେଇଛନ୍ତ । ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ଯେଉଁମାନେ ଲକଡାଉନ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ୧୪ ଦିନ ପାଇଁ କ୍ୱାରେଣ୍ଟାଇନରେ
Read More...

କରୋନା ମୁକାବିଲା: ଜିଲ୍ଲାରେ ୧୨୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର

ସୋନପୁର : କରୋନା ମୁକାବିଲା ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଲକଡାଉନ୍ ପ୍ରକ୍ରିୟା ଚାଲୁ ରହିଛି । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନେକ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଜିଲ୍ଲାର ବିଭିନ୍ନ
Read More...