ଲୋକସେବା ଭବନ କନଭେନସନ ହଲରେ ବିଧାନସଭା ଅଧିବେଶନ ଆରମ୍ଭ

0 176

ଭୁବନେଶ୍ୱର :ସୋମବାର ବିଧାନସଭା ଷୋଡଶ ଅଧିବେଶନ ତଥା ବଜେଟ୍ ଅଧିବେଶନ ଲୋକସେବା ଭବନ କନଭେନସେଣ୍ଟରଠାରେ ଆରମ୍ଭ ହୋଇଛି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହରେ ଅଧ୍ୟକ୍ଷତା କରୁଛନ୍ତି । ପ୍ରତ୍ୟେକ ରାଜନୈତିକ ଦଳର ୩୦ ପ୍ରତିଶତ ବିଧାୟକଙ୍କ ସମେତ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖବର ଲେଖାଯିବା ପର୍ଯ୍ୟନ୍ତ ଗୃହ କାର୍ଯ୍ୟରେ ଯୋଗଦେଇପାରିନାହାନ୍ତି ।

hiring

ଏହି ଅବସରରେ ବିଜେପି ବିଧାୟକ ଭାସ୍କର ମଢେଇ ବିରୋଧୀ ଦଳ ଭାବେ ଗୃହ କାର୍ଯ୍ୟରେ ସହଯୋଗ କରିବେ ବୋଲି କହିଛନ୍ତି । ଗୃହରେ ଆଲୋଚନା ହୋଇନଥିବା ଖର୍ଚ୍ଚ ଦାବି ଗୁଡିକ ଗିଲୋଟିନରେ ପାସ୍ କରାଯିବା ସହିତ ୨୦୨୧-୨୧ ଆର୍ଥିକ ବର୍ଷର ବ୍ୟୟମଞ୍ଜୁରି ବିଲ୍ ପାରିତ ହେବ ।

hiranchal ad1
Leave A Reply

Your email address will not be published.

one × 1 =