ଏଲ୍‌ଆଇସିର ନବଜୀବନ ପ୍ଲାନ୍

0 744

ଭୁବନେଶ୍ବର: ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି) ତରଫରୁ ନୂଆ ନବଜୀବନ ପ୍ଲାନ୍‌ ଘୋଷଣା କରାଯାଇଛି। ଏହା ଏକ ନନ୍‌-ଲିଙ୍କଡ୍ ଏଣ୍ଡାଓମେଣ୍ଟ୍‌ ଜୀବନ ବୀମା ଯୋଜନା ଯାହା ଉଭୟ ସୁରକ୍ଷା ଓ ସଞ୍ଚୟର ପ୍ରତିଶ୍ରୁତି ଦେଉଛି। ଗ୍ରାହକମାନେ ଏକାଥରେ କିମ୍ବା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ୍ ଦେଇପାରିବେ। ୯୦ ଦିନର ଶିଶୁ ଠାରୁ ଆରମ୍ଭ କରି ୬୫ ବର୍ଷ ବୟସର ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଏହି ପ୍ଲାନ୍ କିଣିପାରିବେ। ଏହି ପ୍ଲାନ୍ ଉଭୟ ଅନଲାଇନ୍ ଓ ଅଫ୍‌ଲାଇନ୍‌ରେ ଉପଲବ୍ଧ ହେଉଛି।

hiranchal ad1
Leave A Reply

Your email address will not be published.

20 + 8 =