Browsing Category

ବାଣିଜ୍ୟ

ପୁଣି ବଢିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। କ୍ରମାଗତ ଭାବେ ତୈଳଦର ବଢ଼ୁଥିବାରୁ ଲୋକଙ୍କ ଚିନ୍ତା ବଢ଼ି ଯାଇଛି। ବର୍ତ୍ତମାନ ଦେଶର ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୫ ଟଙ୍କାରୁ ଅଧିକ ଦାମରେ ବିକ୍ରି ହେଉଛି। ଡିଜେଲ ମଧ୍ୟ ୧୦୦ ଟଙ୍କା ପାର କରି ସାରିଲାଣି। ପେଟ୍ରୋଲ ଓ
Read More...

ମେଡିସିନ ପାଇଁ ନୋବେଲ ପୁରସ୍କାର 2021 ଘୋଷଣା

ନୁଆଦିଲ୍ଲୀ : ରସାୟନ ବିଜ୍ଞାନରେ ନୋବେଲ୍‌ ପୁରସ୍କାର ଘୋଷଣା । ଦୁଇ ରସାୟନ ବିଜ୍ଞାନୀ ପାଇବେ ନୋବେଲ ପୁରସ୍କାର । ବେଞ୍ଜାମିନ୍‌ ଲିଷ୍ଟ୍‍ ଓ ଡେଭିଡ୍‌ ମ୍ୟାକ୍‌ମିଲନ୍‌ଙ୍କୁ ନୋବେଲ୍‌ ପୁରସ୍କାର । ଆସିମେଟ୍ରିକ୍‌ ଅର୍‌ଗାନୋକାଟାଲିସିସ୍‌ ବିକଶିତ ପାଇଁ ମିଳିବ ନୋବେଲ । ପୂର୍ବରୁ ମେଡିସିନରେ
Read More...

କରୋନା ବଢାଇଛି ଧନୀଙ୍କ ଧନ, ଜାଣନ୍ତୁ କାହାର କେତେ ବଢିଛି

ନୂଆଦିଲ୍ଲୀ: କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଚାକିରି ଓ ରୋଜଗାର ହରାଇଥିବାବେଳେ ଧନୀ ଅଧିକ ଧନୀ ହୋଇଛନ୍ତି । କରୋନା ସମୟରେ ମୁକେଶ ଅମ୍ବାନୀ ଓ ଗୌତମ ଅଦାନୀଙ୍କ ଓ କିଛି ଜଣ ଧନୀ ବ୍ୟକ୍ତିଙ୍କ ଜମା କ୍ଷତି ହୋଇନାହିଁ । ଏହି ସମୟରେ ତାଙ୍କ ସମ୍ପତ୍ତି ଖୁବ ଭଳ ଭାବରେ ବୃଦ୍ଧି ହୋଇଛି ।
Read More...

ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ : ମାସ ଆରମ୍ଭରୁ ଗ୍ରାହକଙ୍କୁ ମହଙ୍ଗା ମାଡ । ସାଧାରଣ ଲୋକଙ୍କୁ ଲାଗିଛି ଜୋରଦାର ଝଟକା । ପୁଣି ରନ୍ଧନ ଗ୍ୟାସ ଦର ବୃଦ୍ଧି କରିଛନ୍ତି ପେଟ୍ରୋଲିୟମ କମ୍ପାନି । ସିଲିଣ୍ଡର ପିଛା ବୃଦ୍ଧି ପାଇଛି ୧୫ ଟଙ୍କା । ଫଳରେ ଭୁବନେଶ୍ୱରରେ ରୋଷେଇ ଗ୍ୟାସ ସିଲିଣ୍ଡର ପିଛା ଦର ୯୨୬
Read More...

ଦୀପାବଳୀରେ ଫୁଟିବନି ବାଣ,ଏସବୁ ରାଜ୍ୟ କଲେ ବ୍ୟାନ୍

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ପାର୍ବଣ ଋତୁ ଆସି ପହଞ୍ଚିଯାଇଛି । ତେଣୁ ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ପାର୍ବଣ ସମୟରେ ଲୋକମାନେ ଅନେକ ସ୍ଥାନରେ ଭିଡ଼ ଜମାଇପାରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି
Read More...

‘ହୃଦୟ ସହ ସଂଯୋଗ ପାଇଁ ହୃଦୟର ବ୍ୟବହାର’- ଆପୋଲୋ ହସ୍ପିଟାଲର ଅଭିନବ ପ୍ରୟାସ

ଭୁବନେଶ୍ୱର : କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ସିଭିଡି (ଦୃଦୟ ଓ ରକ୍ତବାହୀ ନଳୀ ରୋଗ)ର ଆମ ଶରୀର ଉପରେ ଅନେକ ପ୍ରଭାବ ରହିଛି । ଏହା ହେଉଛି ଆମ ଦୃଦୟ ଓ ରକ୍ତବାହୀ ନଳୀରେ ହେଉଥିବା କେତେକ ସ୍ୱାସ୍ଥ୍ୟ ସମସ୍ୟା ଯଥା କରୋନାରୀ ହାର୍ଟ ଡିଜିଜ୍, ସେରେବ୍ରୋ ଭାସ୍କୁଲାର ଡିଜିଜ୍,
Read More...

ପୁଣି ଖସିଲା ସୁନା ଦର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ସୁନାଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି । ଲଗାତର ଭାବେ ଦ୍ୱିତୀୟ ଦିନ ସୁନାର ଦର ଖସିଛି । ସେହିପରି ରୂପାର ମୁଲ୍ୟରେ ବି ଆଂଶିକ ହ୍ରାସ ପାଇଛି । ବିଶ୍ୱ ବଜାରରେ ସୁନାର ଚାହିଦା ଭଲ ସ୍ଥିତି ନଥିବାରୁ ସୁନା ଓ ରୁପାର ଦର ହ୍ରାସ ପାଉଥିବା ଦେଖିବାକୁ ମିଳିଛି
Read More...

ପୃଥିବୀ ଉପରେ ମାଡ଼ି ଆସୁଛି ଭୟଙ୍କର ସୁନାମୀ

ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ। ପୁଣିଥରେ ଆସିପାରେ ଭୟଙ୍କର ସୁନାମୀ। ଜଳବାୟୁ ପରିବର୍ତ୍ତନ ନେଇ ପ୍ରତିଦିନ ନୂଆ ନୂଆ ଭବିଷ୍ୟତବାଣୀ ଆସୁଥିବା ବେଳେ ଏବେ ଏଭଳି ସତର୍କ ସୂଚନା ଦେଇଛନ୍ତି ବିଶେଷଜ୍ଞ। ନିକଟରେ ଜଳବାୟୁ ପରିବର୍ତ୍ତନ ନେଇ ଏକ ଅଧ୍ୟୟନ ହୋଇଥିଲା। ଏହି ରିସର୍ଚ୍ଚରେ
Read More...

ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୧ ବର୍ଷରେ ପାଦ ଥାପିଛନ୍ତି । ତାଙ୍କ ଜନ୍ମଦିନରେ ଚାରିଆଡୁ ଛୁଟିଛି ଶୁଭେଚ୍ଛାର ସୁଅ । ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଦେଶର ସାଧାରଣ ନାଗରିକ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଟିକେ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ
Read More...

ଇତିହାସ ରଚିଲା ସ୍ପେସ୍‌ ଏକ୍ସ, ପ୍ରଥମ ଥର ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗିରକ

ନୂଆଦିଲ୍ଲୀ: ଇତିହାସ ରଚିଲା ବିଶ୍ୱର ସବୁଠାରୁ ନାମୀଦାମୀ ବିଜନେସମ୍ୟାନ୍‌ ଏଲନ ମକ୍ସଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ। ପ୍ରଥମ ଥର ପାଇଁ ମହାକାଶକୁ ଯାତ୍ରା କଲେ ୪ ସାଧାରଣ ନାଗିରକ। ସ୍ପେସ୍ ଏକ୍ସ ପ୍ରଥମ ଅଲ୍ ସିଭିଲିଆନ୍ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମିଶନକୁ
Read More...