Browsing Category

ବାଣିଜ୍ୟ

ଆମ୍ରୀ ଏବେ ମଣିପାଲ୍ ହସ୍ପିଟାଲ୍ସ :ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ

ଭୁବନେଶ୍ବର,: ଭାରତର ଦ୍ବିତୀୟ ବୃହତ୍ତମ ଡାକ୍ତରଖାନା ଶୃଙ୍ଖଳା ମଣିପାଲ ହସ୍ପିଟାଲ୍ସ ୨୦୨୩ ସେପ୍ଟେମ୍ବରରେ ଅଧିଗ୍ରହଣ କରିଥିବା ଭୁବନେଶ୍ୱରର ୪୦୦ ଶଯ୍ୟା ବିଶିଷ୍ଟ ଆମ୍ରୀ ହସ୍ପିଟାଲ୍ କୁ ସଫଳତାର ସହ ନିଜ ବ୍ରାଣ୍ଡରେ ଏକକୀକରଣ କରିଛି । ମେ\' ୨୨ ତାରିଖରୁ ଏହି ହସ୍ପିଟାଲ୍ ଏହାର ବିଭିନ୍ନ
Read More...

ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଜବାନ୍‌ ଗୁରୁତର

ବାଲିଗୁଡ଼ା: କୁମ୍ବିଂ ଅପରେସନ ବେଳେ ଅଘଟଣ । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ଏସ୍‌ଓଜି ଜବାନ୍‌ ଗୁରୁତର । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ସିର୍ଲା ପଞ୍ଚାୟତର ଗୁଡ୍ରୀଗାଁ ନିକଟସ୍ଥ ସିରିକୁଟି ଜଙ୍ଗଲରେ ଚାଲିଥିଲା କୁମ୍ବିଂ ଅପରେସନ । ଏସ୍‌ଓଜି ଜବାନ୍‌ ଜଙ୍ଗଲରେ କୁମ୍ବିଂ କରୁଥିବା
Read More...

ଆପୋଲୋ ହସ୍ପିଟାଲରେ ସଫଳତାର ସହ ଲାପାରୋସ୍କୋପିକ୍ କୋଲେସିଷ୍ଟେକ୍ଟୋମିର ବିରଳ ମାମଲା ସିଟୁସ୍ ଇନଭର୍ସସରେ ପରିଚାଳିତ

ଭୁବନେଶ୍ୱର: ଆପୋଲୋ ହସ୍ପିଟାଲରେ ସିଟୁସ୍ ଇନଭର୍ସସ ସହିତ ଏକ ବିରଳ ଲାପାରୋସ୍କୋପିକ୍ କୋଲେସିଷ୍ଟେକ୍ଟୋମି କରି ଏହାର କ୍ୟାପ୍ ର ଆଉ ଏକ ପିଛା ନିକଟରେ । ଓଡ଼ିଶାରେ ପ୍ରଥମ ଥର ପାଇଁ ଏଭଳି ଲାପ୍ରୋସ୍କୋପିକ୍ ଅସ୍ତ୍ରୋପଚାର କରାଯାଇଛି। ଏଥିରେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲର ସର୍ଜିକାଲ ବିଭାଗ
Read More...

ବଢିଲା କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ଦର

ନୂଆଦିଲ୍ଲୀ: ଦିଲ୍ଲୀରେ ଏଲପିଜି ଗ୍ୟାସ ସିଲିଣ୍ଡରର ଦର ବୃଦ୍ଧି ପାଇଛି। ତୈଳ କମ୍ପାନୀଗୁଡିକ ଗୋଟିଏ ସିଲିଣ୍ଡରର ମୂଲ୍ୟ ୭ ଟଙ୍କା ବୃଦ୍ଧି କରିଛନ୍ତି। ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏହାର ମୂଲ୍ୟ ଦୀର୍ଘ ସମୟ ଧରି ସ୍ଥିର ରହିଛି । ବର୍ତ୍ତମାନ
Read More...

ଆକାଶ ବାଇଜୁସ୍‍ ଭୁବନେଶ୍ୱରର ସ୍ୱୟଂଶକ୍ତି ତ୍ରିପାଠୀ ଏଆଇଆର୍‍ ୮ ସହିତ ଏନ୍‍ଇଇଟି ୟୁଜି ୨୦୨୩ରେ ଓଡ଼ିଶା ଟପ୍ପର

ଭୁବନେଶ୍ୱର: ଆକାଶ ବାଇଜୁସ୍‍ ଭୁବନେଶ୍ୱର ଶାଖାର ଛାତ୍ର ସ୍ୱୟଂଶକ୍ତି ତ୍ରିପାଠୀଙ୍କର ଜନସାଧାରଣଙ୍କୁ ସାହାଯ୍ୟ କରିବାର ଆଗ୍ରହ ରହିଛି ଏବଂ ସେ ତାଙ୍କ ସ୍ୱପ୍ନ ସାକାର କରିବାକୁ ଜଣେ ଡାକ୍ତରର ମହତ୍‍ ବୃତ୍ତି ଆପଣେଇବାକୁ ଚାହିଁଥିଲେ । ସେ ନିଷ୍ଠାର ସହିତ ପ୍ରସ୍ତୁତି କରିଥିଲେ ଏବଂ ୭୨୦ରୁ ୭୧୫
Read More...

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ

ଭୁବନେଶ୍ବର : ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟ୍ (ଆଇଏଜିଇ), ଓଡ଼ିଶା ଚାପ୍ଟର ଆନୁକୂଲ୍ୟରେ ୨୭ ମେ ୨୦୨୩ରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ନିଆରା ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ
Read More...

ସେପ୍ଟେମ୍ବର ୩୦ ପରେ ଅଚଳ ହେବ ୨ ହଜାର ଟଙ୍କିଆ ନୋଟ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ଶୁକ୍ରବାରଦିନ ଏକ ବଡ଼ ଘୋଷଣା କରାଯାଇଛି । ବଜାରରୁ ଧୀରେ ଧୀରେ ୨ ହଜାର ଟଙ୍କିଆ ନୋଟ୍ ପ୍ରତ୍ୟାହାର କରାଯିବ । ତେବେ ଏବେ ବଜାରରେ ଉପଲବ୍ଧ ୨ ହଜାର ଟଙ୍କିଆ ନୋଟ ବୈଧ ରହିବ। ଏହା ପୂର୍ବ ଭଳି କାରବାରରେ ବ୍ୟବହାର ହୋଇପାରିବ। ରିଜର୍ଭ ବ୍ୟାଙ୍କ
Read More...

 ‘ରେପୋ ରେଟ୍‌’ ଅପରିବର୍ତ୍ତିତ

ମୁମ୍ବାଇ: ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ‘ରେପୋ ରେଟ୍‌’ ୬.୫% ଅପରିବର୍ତ୍ତିତ ରଖିବା ଲାଗି ‘ମନିଟାରି ପଲିସି କମିଟି’ (ଏମ୍‌ପିସି) ନିଷ୍ପତ୍ତି ଗ୍ରହଣ କରିଥିବା କଥା ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ମେ
Read More...

ବିିଶ୍ୱ କିଡ୍‌ନୀ ଦିବସରେ ଆପୋଲୋ ହସ୍ପିଟାଲର ସଚେତନତା ୱାକାଥନ୍‌

ଭୁବନେଶ୍ୱର,୯/୩: ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କିଡ୍‌ନୀ ସୁରକ୍ଷା ସମ୍ପର୍କରେ ସଚେତନତା ନିମନ୍ତେ ଏକ ୱାକାଥନ୍‌ ଆୟୋଜିତ ହୋଇଯାଇଛି । ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଆୟୋଜିତ ଏହି ୱାକାଥନ୍‌କୁ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରରସିଓଓ ଏବଂ ନିର୍ଦ୍ଦେଶକ ମେଡିକାଲ ସର୍ଭିସେସ୍‌ ଡାକ୍ତର
Read More...

କଳିଙ୍ଗ ହସ୍ପିଟାଲ୍‌କୁ ଟାଇମ୍ସ ହେଲ୍‌ଥ ଆଇକନ୍‌ ଆୱାର୍ଡ-୨୦୨୩

ଭୁବନେଶ୍ୱର: ଟାଇମ୍ସ ଗ୍ରୁପ୍‌ ପକ୍ଷରୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କୃଷ୍ଟ ସେବା ପ୍ରଦାନ କରାଯାଉଥିବା ବିଭିନ୍ନ ହସ୍ପିଟାଲ ଓ ଡାକ୍ତରମାନଙ୍କୁ ଟାଇମ୍ସ ହେଲ୍‌ଥ ଆଇକନ୍‌ ଆୱାର୍ଡ ସମ୍ମାନିତ କରାଯାଇଛି । ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟରେ ଯୁଗାନ୍ତକାରୀ ପରିବର୍ତନ ଆଣିଥିବା ପ୍ରଥମ
Read More...