Browsing Category

ବାଣିଜ୍ୟ

ଶସ୍ତା ହୋଇପାରେ ଖାଇବା ତେଲ

ନୂଆଦିଲ୍ଲୀ,୪/୮: ଆଗକୁ ଦେଶରେ ପାର୍ବଣ ଋତୁ । ଏଣୁ ସରକାର ଖାଉଟିଙ୍କ ଲାଗି ଖାଦ୍ୟ ତୈଳ ଶସ୍ତା କରିପାରନ୍ତି । ଦେଶରେ ଖାଦ୍ୟ ତୈଳ ସମୀକ୍ଷା ଲାଗି ଖାଦ୍ୟ ସଚିବ ଗୁରୁବାର କମ୍ପାନୀମାନଙ୍କ ସହିତ ବୈଠକ କରିଛନ୍ତି । ଏଥିରେ କମ୍ପାନୀମାନଙ୍କୁ ଲିଟର ପିଛା ଅନୁନ୍ୟ ୧୦ ଟଙ୍କା ହ୍ରାସ କରନ୍ତୁ ବୋଲି…
Read More...

ସରିଲା ୫-ଜି ସ୍ପେକ୍ଟ୍ରମ ନିଲାମି : ଜାଣନ୍ତୁ,କିଏ କିଣିଲା
ସର୍ବାଧିକ ସ୍ପେକ୍ଟ୍ରମ

ନୂଆଦିଲ୍ଲୀ : ସୋମବାର ସମାପ୍ତ ହୋଇଥିବା ୫-ଜି ସ୍ପେକ୍ଟ୍ରମ ନିଲାମରେ ସର୍ବାଧିକ ସ୍ପେକ୍ଟ୍ରମ କିଣିଛି ରିଲାଏନ୍ସ ଜିଓ । କମ୍ପାନି ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖର୍ଦ୍ଦି କରାଯାଇଛି । କମ୍ପାନି ୭୦୦ ମେଗାହର୍ଜ, ୮୦୦ ମେଗାହଜ୍‌, ୧୮୦୦ ମେଗାହଜ୍‌, ୩୩୦୦ ମେଗାହଜ୍‌ ଓ ୨୬…
Read More...

ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଅଭିନବ ପ୍ରୟାସ ରକ୍ତ ପରୀକ୍ଷାରୁ ସ୍ତନ କର୍କଟର ଚିହ୍ନଟ

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହି ବୈପ୍ଳବିକ ପରିବର୍ତ୍ତନ ଜରିଆରେ କର୍କଟ ରୋଗରୁ ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା କରବା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ…
Read More...

କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ: କମିଲା କମର୍ସିଆଲ ଏଲ୍‌ପିଜି ସିଲିଣ୍ଡର ଦର । ଆଜିଠୁ ୩୬ ଟଙ୍କା କମିଲା କମର୍ସିଆଲ ଏଲ୍‌ପିଜି ଦର । ମାସ ଆରମ୍ଭରୁ ୧୯ କେଜି ଏଲ୍‌ପିଜି ସିଲିଣ୍ଡର ଦର ଏବେ ୧୯୭୬ ଟଙ୍କା କମିଛି । ପୂର୍ବରୁ ୨୦୧୨ଟଙ୍କା ୫୦ ପଇସା ରହିଥିଲା ଦର । ପୂର୍ବରୁ ଜୁଲାଇ ପହିଲାରେ ବ୍ୟବସାୟିକ ଏଲପିଜି…
Read More...

ବଢିଲା ସୁନା ଓ ରୁପା ଦର;ଜାଣନ୍ତୁ,କେତେହେଲା ମୂଲ୍ୟ

ନୂଆଦିଲ୍ଲୀ: ପୁଣିଥରେ ବଢିଛି ଉଭୟ ସୁନା ଓ ରୁପାର ମୂଲ୍ୟ । ଆଜି ରାଜଧାନୀ ଦିଲ୍ଲୀରେ ସୁନାର ଦାମ ୫୯୨ ଟଙ୍କା ମହଙ୍ଗା ହୋଇଛି । ଫଳରେ ୧୦ ଗ୍ରାମ ସୁନାର ଦାମ ୫୧,୭୫୦ ଟଙ୍କାରେ ପହଞ୍ଚି ଯାଇଛି । ଦିନକ ପୂର୍ବରୁ ଦିଲ୍ଲୀରେ ୧୦ ଗ୍ରାମ ସୁନାର ଦାମ ୫୧,୧୫୮ ଟଙ୍କା ରହିଥିଲା । ଆଜି ସୁନାର ଦାମ…
Read More...

ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପୁରୀ ରଥ ଯାତ୍ରାରେ ବିଭିନ୍ନ ସେବା ପ୍ରଦାନ

ଭୁବନେଶ୍ୱର:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସିଏସଆର ଶାଖା ଜେଏସପିଏଲ ଫାଉଣ୍ଡେସନ ପୁରୀ ରଥ ଯାତ୍ରା ୨୦୨୨ ଉତ୍ସବରେ ତିନି ଲକ୍ଷ ତିରିଶ ହଜାରରୁ ଅଧିକ ଲୋକଙ୍କୁ ବିଭିନ୍ନ ସେବା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ସମନ୍ଵୟରେ ଫାଉଣ୍ଡେସନ ପକ୍ଷରୁ ଭକ୍ତ ମାନଙ୍କ ପାଇଁ ଦେୟମୁକ୍ତ ଭୋଜନ, ଥଣ୍ଡା…
Read More...

କମିବ ପେଟ୍ରୋଲ,ଡିଜେଲ ଦର

ନୂଆଦିଲ୍ଲୀ: ପେଟ୍ରୋଲ,ଡିଜେଲ କ୍ଷେତ୍ରରେ ଆଗକୁ ଗ୍ରାହକମାନଙ୍କୁ ବଡ଼ ଆଶ୍ୱସ୍ତି ମିଳିବ । ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର କମିଥିବାରୁ ଭାରତରେ ପେଟ୍ରୋଲ-ଡିଜେଲର ଦର ଆହୁରି କମିବ ବୋଲି କୁହାଯାଉଛି । ବର୍ତ୍ତମାନ ଅଶୋଧିତ ତୈଳର ଏକ ବ୍ୟାରେଲ ପିଛା ଦାମ୍‌ ୧୦୦ଡଲାରରୁ ତଳକୁ ଖସି…
Read More...

ପଟିଆରେ ଖୋଲିଲା ନିଶାସ ସାଲୁନ

ଭୁବନେଶ୍ୱର : ଭୁବନେଶ୍ୱରର ପଟିଆ ଷ୍ଟେସନ ରୋଡରେ ଖୋଲିଲା ଲକ୍‌ଜୁରୀ ସାଲୁନ୍ ଏବଂ ସ୍ପା ନିଶାସ । ଏହାକୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଲମ୍ପିଆଡ ଶିଭପାଲ ସିଂ ଉଦଘାଟନ କରିଛନ୍ତି । କଟକରେ ଦୀର୍ଘ୍ୟ ୨୦ ବର୍ଷ ଧରି ଲୋକଙ୍କୁ ସେବା ଯୋଗାଇ ପ୍ରିୟ ଭାଜନ ହୋଇପାରିଛି ନିଶାସ । ଭୁବନେଶ୍ୱରରୁ ବହୁ…
Read More...

ଇସ୍ତଫା ଦେଲେ ମୁକେଶ ଅମ୍ବାନୀ : ପୁଅ ହାତକୁ ଟେକିଦେଲେ ରିଲାଏନସ ଜିଓ

ନୂଆଦିଲ୍ଲୀ: ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଇନମ୍‌ଫୋଟେକ୍‌ ଲିମିଟେଡର ମ୍ୟାନେଜମେଣ୍ଟରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଆକାଶ ଅମ୍ବାନୀଙ୍କୁ ରିଲାଏନ୍ସ ଜିଓର ଚେୟାରମ୍ୟାନ ଭାବେ ନିଯୁକ୍ତ କରାଯାଇଛି । ବୈଠକରେ ରିଲାଏନ୍ସ ଜିଓ ବୋର୍ଡ ଆକାଶ ଅମ୍ବାନୀଙ୍କୁ ବୋର୍ଡର ଚେୟାରମ୍ୟାନ…
Read More...

ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ଭାରତର ବିଶିଷ୍ଟ ଶିଳ୍ପପତି ପାଲୋନଜି ମିସ୍ତ୍ରୀଙ୍କର ୯୩ ବର୍ଷ ବୟସରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଛି । କନ୍‌ଷ୍ଟ୍ରକସନ୍‌ ସେକ୍ଟରର ସବୁଠାରୁ ବଡ କମ୍ପାନୀ ମଧ୍ୟରୁ ସାପୋରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ଥିଲେ ପାଲୋନଜି । ତାଙ୍କୁ ଭାରତର ଲୁକାୟିତ କୋଟିପତି ବୋଲି…
Read More...