Browsing Category

ମନୋରଞ୍ଜନ

ଅନନ୍ୟାଙ୍କ ଖୁସି କହିଲେ ନସରେ

ଚଙ୍କି ପାଣ୍ଡେଙ୍କ ସୁନ୍ଦରୀ ଚୁଲବୁଲୀ ଝିଅ ଅନନ୍ୟା ପାଣ୍ଡେ ଆଜିକାଲି ଚର୍ଚ୍ଚାରେ । ତାଙ୍କ ଅଭିନୀତ ‘ଖାଲିପିଲି’କୁ ନେଇ ଜୋର୍‌ସୋର୍‌ରେ ପ୍ରଶଂସା ଚାଲିଛି । ଅନନ୍ୟା ଏବେ ମୁମ୍ବଇରେ ଥିବାବେଳେ ତାଙ୍କ ବାପା, ମା ଓ ସାନ ଭଉଣୀ ସମସ୍ତେ ଦୁବାଇରେ । ଚଙ୍କି ଏକ ସୁଟିଂ ପାଇଁ ଦୁବାଇ ସପ୍ତାହେ
Read More...

ପ୍ରଭାସଙ୍କ ଫୋନ୍‌ ଚେକ୍‌ କରନ୍ତି ଅନୁଷ୍କା

ସୁପରହିଟ୍‌ ଫିଲ୍ମ "ବାହୁବଲୀ'ରେ ପ୍ରଭାସ ଓ ଅନୁଷ୍କାଙ୍କ ଯୋଡିକୁ ଦର୍ଶକ ଭରପୁର ସମର୍ଥନ ଦେଇଛନ୍ତି । ଖାଲି ରିଲ୍‌ ନୁହେଁ ରିଅଲ ଲାଇଫରେ ମଧ୍ୟ ଉଭୟଙ୍କ ଯୋଡି ବେସ୍‌ ସୁନ୍ଦର । ହେଲେ ଏ କଥା ଦୁହେଁ ମୁହଁ ଖୋଲି କୋଉଠି କୁହନ୍ତି ନାହିଁ । ନିଜ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ରହିିଥିବା
Read More...

ସାରା ଅଲ୍ଲି ଖାଁଙ୍କ ଡ୍ରାଇଭରକୁ କରୋନା

ମୁମ୍ବାଇ : ଫିଲ୍ମ ଜଗତରେ ଲଗାତାର କରୋନା ଭାଇରସ ସଂକ୍ରମଣ ଜାରି ରହିଛି । ବଚ୍ଚନ ପରିବାର ଓ ଅନୁପର ଖେରଙ୍କ ପରିବାର ପରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କ ଡ୍ରାଇଭର ମଧ୍ୟ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାର ସୂଚନା ଅଭିନେତ୍ରୀ ନିଜେ ତାଙ୍କର ଇଷ୍ଟ୍ରାଗ୍ରାମ ଆକାଉଣ୍ଟ ଜରିଆରେ
Read More...

ଅଭିନେତ୍ରୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟା କରୋନା ପଜିଟିଭ୍‌, ଜୟା ବଚ୍ଚନ ନେଗେଟିଭ

ମୁମ୍ବାଇ : ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କର ପୁତ୍ର ତଥା ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଶନିବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଐଶ୍ୱର୍ଯ୍ୟା ଓ ତାଙ୍କ ଝିଅ ଆରାଧ୍ୟ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ମହାରାଷ୍ଟ୍ରର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ୍ ଟୋପେ ଟ୍ୱିଟ୍ କରି
Read More...

ବାତ୍ୟା ପରେ ନିଜର ଫାର୍ମହାଉସକୁ ସଫା କରୁଛନ୍ତି ସଲମାନ, ଭିଡିଓ ହେଲା ଭାଇରାଲ

ଲକଡାଉନ ସମୟରେ ନିଜର ଫାର୍ମହାଉସରେ ସଲମାନ ଖାନ ଏବେ ନିଜର ଦିନ କଟାଉଛନ୍ତି । ଏହି ଫାର୍ମହାଉସରେ ତାଙ୍କ ସହ ଭଉଣୀ ଅର୍ପିତା, ଆକ୍ଟର ଆୟୁଷ ଶର୍ମା, ଅଭିନେତ୍ରୀ ଜ୍ୟୋକଲିନ ଫର୍ଣ୍ଣାଡିଜ ଓ ୟୁଲିଆ ବନ୍ତୁର ମଧ୍ୟ ରହୁଛନ୍ତି । ଏବେ ନିକଟରେ ମହାରାଷ୍ଟ୍ରରେ ନିସର୍ଗ ବାତ୍ୟା ପ୍ରଭାବରେ ବିଭିନ୍ନ
Read More...

ପ୍ରିୟଙ୍କାଙ୍କ ଝିଆରୀ ହେଲେ ମେକଅପ୍ ଆର୍ଟିଷ୍ଟ, ପିସିଙ୍କୁ ଦେଲେ ରାଜକୁମାରୀ ଲୁକ୍‌

କରୋନା ଭାଇରସ କାରଣରୁ ବହୁତ ଗୁଡିଏ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏହି କାର୍ଯ୍ୟକ୍ରମ ଭିତରେ ମେଟ ଗାଲା ଇଭେଣ୍ଟ ମଧ୍ୟ ଅନ୍ୟତମ । ଯଦି ବିଶ୍ୱରେ କରୋନା ଭାଇରାସ ମହାମାରୀ ପରିସ୍ଥିତି ଉପୁଜିନଥାନ୍ତା ତେବେ ମଇ ୪ ତାରିଖ ଦିନ ଏହି ଇଭେଣ୍ଟ ଆୟୋଜିତ ହୋଇଥାନ୍ତା । ଏହି ମେଟ
Read More...

ପରଲୋକରେ ବଲିଉଡ୍‌ ଅଭିନେତା ରିଷି କପୁର

ମୁମ୍ବାଇ,: ବଲିଉଡ୍‌ ଅଭିନେତା ରିଷି କପୁରଙ୍କର ଗୁରୁବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା। ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ଦେଖାଯିବାରୁ ରିଷିଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଥିଲା। ପରେ ତାଙ୍କୁ ବୁଧବାର ବିଳମ୍ବିତ ରାତ୍ରରେ ମୁମ୍ବାଇର ଏଚ୍‌ଏନ୍‌
Read More...

ଆରପାରିରେ ଅଭିନେତା ଇର୍ଫାନ୍ ଖାଁନ୍‌

ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଇର୍ଫାନ୍ ଖାଁନଙ୍କ ଆଜି ଏଠାକାର କୋକିଳବେନ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ଜୟପୁରରେ ଥିବା
Read More...

ସଲମାନଙ୍କ ଫାର୍ମହାଉସରେ ୟୁଲିଆ ବନ୍ତୁର, ଗାଁ ଲୋକଙ୍କ ସହ ଧରୁଛନ୍ତି ମାଛ

ବଲିଉଡ ଦବଙ୍ଗ ତଥା ସଲମାନ ଖାନଙ୍କ ଗାର୍ଲଫ୍ରେଣ୍ଡ୍‌ସ ଅଭିନେତ୍ରୀ ୟୁଲିଆ ବନ୍ତୁର ଏବେ ସଲମାନଙ୍କ ପନୱେଲ ଫାର୍ମହାଉସରେ ସମୟ ଅତିବାହିତ କରୁଛନ୍ତି । ନିକଟରେ ତାଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ୟୁଲିଆ ଗାଁ ଲୋକମାନେ ମାଛ ଧରୁଥିବାର ସୁଟିଂ କରୁଛନ୍ତି ।
Read More...

ସଲମାନଙ୍କ ପରି ଏହି ଅଭିନେତ୍ରୀ ମଧ୍ୟ ପରଦାରେ ରୋମାନ୍ସ ସିନ୍ କରନ୍ତିନି

ଦକ୍ଷିଣୀ ଓ ବଲିଉଡ ଜଗତର ସୁନ୍ଦରୀ ଅଭିନେତ୍ରୀ ତମନ୍ନା ଭାଟିଆ ନିକଟରେ ଫିଲ୍ମ "ସାଈ ରା ନରସିଂହା ରେଡ୍ଡୀ'ରେ ନଜର ଆସିଥିଲେ । ଏହି ଫିଲ୍ମରେ ତମନ୍ନାଙ୍କ ଅଭିନୟକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ । ଦିନକୁ ଦିନ ତାଙ୍କର ଅଭିନୟରେ ପରିବର୍ତ୍ତନ ଆସିଥିଲେ ମଧ୍ୟ ଆରମ୍ଭରୁ ଯେଉଁ କିସିଙ୍ଗ୍ ନିୟମ
Read More...