Browsing Category

ଦେଶ- ବିଦେଶ

ଆମେରିକାରେ ମୋଦିଙ୍କୁ ଦିଆଯିବ ୨୧ ତୋପ ସଲାମୀ

ଓ୍ବାଶିଂଟନ,୨୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ ମାସରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ଏହି ଯାତ୍ରା ବିଷୟରେ ଆମେରିକାରେ ରହୁଥିବା ଭାରତୀୟ ସମ୍ପ୍ରଦାୟଙ୍କ ମଧ୍ୟରେ ବହୁତ ଉତ୍ସାହ ଅଛି। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ସ୍ବତନ୍ତ୍ର କରିବା ପାଇଁ ଭାରତୀୟ ସମ୍ପ୍ରଦାୟ
Read More...

ସୁପ୍ରିମକୋର୍ଟରେ ଦିଲ୍ଲୀ ସରକାରଙ୍କ ବଡ଼ ବିଜୟ, ନିର୍ବାଚିତ ସରକାର ହାତରେ ହିଁ ମୁଖ୍ୟ କ୍ଷମତା ରହିବ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନା ଉପ-ରାଜ୍ୟପାଳ । ଦିଲ୍ଲୀର ଅସଲି ବସ୍ କିଏ ? ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ତେନୃତ୍ବାଧୀନ ୫ଜଣିଆ ଖଣ୍ଡପୀଠ ମାମଲାର ରାୟ ପ୍ରକାଶ କରିଛନ୍ତି । ଦିଲ୍ଲୀ କେନ୍ଦ୍ରଶାସିତ ଅଞ୍ଚଳର ପ୍ରାଶାସନିକ ଅଧିକାରୀକୁ ନେଇ ଆସିଛି ସୁପ୍ରିମ ରାୟ ।
Read More...

ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ଅବନ୍ତିପୋରାରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଅବନ୍ତିପୋରାରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ନେଇ ସୂଚନା ମିଳିବା ପରେ ସୋମବାର
Read More...

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ହାଲମାହେରା: ତୁର୍କୀ ଓ ସିରିଆରେ ଦେଖାଯାଇଥିବା ପ୍ରଳୟଙ୍କରୀ ଭୂକମ୍ପର ଭୟଙ୍କର ଚିତ୍ର ଲୋକଙ୍କ ମନରୁ ଲିଭି ନଥିବା ବେଳେ ଏବେ ଗୋଟିଏ ପରେ ଗୋଟିଏ ଦେଶ ପ୍ରତିଦିନ ଝଟକା ଅନୁଭବ କରୁଛନ୍ତି। ଗୁରୁବାର ଚାଇନା ଓ ତାଜକିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଆଜି ଇଣ୍ଡୋନେସିଆବାସୀ ଭୂକମ୍ପ
Read More...

ଇଂଲଣ୍ଡ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କଂଗ୍ରେସ ନେତା ଫେବୃୟାରୀ ୨୮ରେ ୧୦ ଦିନିଆ ଇଂଲଣ୍ଡ ଗସ୍ତରେ ଯିବେ। ଏହାପୂର୍ବରୁ ସେ ଫେବୃୟାରୀ ୨୪ରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଛତିଶଗଡର ରାୟପୁରରେ କଂଗ୍ରେସର ୮୫
Read More...

ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ

ଆଇଲାଣ୍ଡ: ବାତ୍ୟା ପରେ ବନ୍ୟାର ତାଣ୍ଡବ । ପ୍ରଳୟଙ୍କରୀ ବନ୍ୟାରେ ଉବୁଟୁବୁ ନ୍ୟୁଜିଲାଣ୍ଡ । ବାତ୍ୟାରେ ନ୍ୟୁଜିଲାଣ୍ଡର ନର୍ଦନ ଆଇଲାଣ୍ଡ ସାଂଘାତିକ ପ୍ରଭାବିତ ହୋଇଥିବା ବେଳେ ବନ୍ୟା ସ୍ଥତିକୁ ଆହୁରି ସଙ୍ଗୀନ କରିଦେଇଛି । ପ୍ରକୃତିକ ବିପର୍ଯ୍ୟୟ ଯୋଗୁ ନ୍ୟୁଜିଲାଣ୍ଡର ଅଧିକାଂଶ ପ୍ରାନ୍ତ
Read More...

ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗରେ ବଡ ବୟାନ ଦେଲେ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କକ ପ୍ରସଙ୍ଗରେ ବଡ ବୟାନ ଦେଇଛନ୍ତି ଭାରତର ମୁଖ୍ୟ ବିଚାରପତି, ଧନଞ୍ଜୟ ଚନ୍ଦ୍ରଚୂଡ । କହିଛନ୍ତି, ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କରାଯାଇପାରିବ ନାହିଁ । ସାତ ଦଶକ ପରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାଦ ଦିଆଯାଇଛି । ଆମ ସମାଜରେ
Read More...

୧୩ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ବଦଳିଲେ ୧୨ ରାଜ୍ୟର ରାଜ୍ୟପାଳ। ୧୨ ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଏହାପୂର୍ବରୁ ବିଶ୍ୱଭୂଷଣ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ
Read More...

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା, ଅଂଶଗ୍ରହଣ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ : ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରି ମିଳିତ ସଂସଦ ଅଧିବେଶନରେ ଓଡ଼ିଶାର ପୁଣି ହକ ମାଗିଛି ବିଜେଡି । ଦଳୀୟ ସାଂସଦ ମାନସ ମଙ୍ଗରାଜ ଏ ନେଇ ଅନେକ ପ୍ରସଙ୍ଗ ଗୃହରେ ଉଠାଇଛନ୍ତି । ସେ କହିଛନ୍ତି ଓଡିଶା ଦେଶର ଦ୍ରୁତତମ ଅଭିବୃଦ୍ଧି କରୁଥିବା ରାଜ୍ୟ
Read More...

ବଢ଼ିଲା ରେପୋ ରେଟ୍, ପୁଣି ବଢିବ ଇଏମଆଇ ସୁଧ ହାର

ନୂଆଦିଲ୍ଲୀ: ପୁଣି ବଢିବ ଇଏମଆଇ ସୁଧ ହାର । ମହଙ୍ଗା ହେବ ଋଣ । ପୁଣି ରେପୋ ରେଟ ବଢାଇଲା ଆରବିଆଇ । ବୁଧବାର ରେପୋ ରେଟ୍ ଶୂନ୍ୟ ଦଶମିକ ୨୫ ପ୍ରତିଶତ ବଢାଇଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଫଳରେ ରେପୋ ରେଟର ୬ ଦଶମିକ ୫ ପ୍ରତିଶତ ଛୁଇଁଛି । ରେପୋ ରେଟ ବଢିବା ଯୋଗୁଁ ହୋମ,
Read More...