Browsing Category

ଦେଶ- ବିଦେଶ

ଭୂକମ୍ପରେ ଥରିଲା ଆମେରିକା

ୱାଶିଂଟନ: ଆମେରିକାରେ ଏକ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଯାଇଛି। ବୁଧବାର ଦିନ ଆମେରିକାର ଆଲାସ୍କା ରାଜ୍ୟର ଉପକୂଳରେ ୭.୩ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ଯାହା ପ୍ରଭାବରେ ଆମେରିକା ଥରହର ହୋଇ ପଡ଼ିଥିଲା। ଯାହା ପରେ ପରେ ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣରୁ ସୁନାମୀ
Read More...

ରାଜନାଥ ସିଂହଙ୍କୁ ଜନ୍ମ ଦିନର ଶୁଭେଚ୍ଛା : ଶିକ୍ଷକ ଭାବେ କ୍ୟାରିଅର ଆରମ୍ଭ କରିଥିଲେ… କିନ୍ତୁ ଆଜି

ଆଜି ଅର୍ଥାତ୍ ୧୦ ଜୁଲାଇରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ୭୪ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତାମାନଙ୍କ ମଧ୍ୟରୁ ଜଣେ। ତଥାପି, ସେ ଜଣେ ଶିକ୍ଷକ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ପରେ ସେ ରାଜନୀତି ଆଡକୁ ମୁହାଁଇଥିଲେ।
Read More...

ମଡ଼ ମଡ଼ ହୋଇ ଭାଙ୍ଗିଗଲା ବ୍ରିଜ୍, ୯ ଜଣଙ୍କ ମୃତ୍ୟୁ

ଗୁଜରାଟ : ଗୁଜରାଟ ଭଦୋଦରାରେ ଅଭାବନୀୟ ଘଟଣା । ପାଦରା ତାଲୁକାର ମୁଜପୁର ଗ୍ରାମ ନିକଟରେ ଏହି ଅଘଟଣ ଘଟିଛି। ଆଖି ସାମ୍ନାରେ ଦୁଇ ଫାଳ ହେଲା ବ୍ରିଜ୍ । ମଡ଼ ମଡ଼ ହୋଇ ଭାଙ୍ଗିଗଲା ମହିସାଗର ନଦୀ ଉପରେ ନିର୍ମିତ ଗମ୍ଭୀରା ବ୍ରିଜ୍ । ତେବେ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ
Read More...

ମହିଳା ଓ ଯୁବବର୍ଗଙ୍କ ପାଇଁ ବଡ ଘୋଷଣା କଲେ ନୀତୀଶ

ପାଟନା: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା ମହିଳାମାନଙ୍କ ପାଇଁ
Read More...

ବଢିବ ଭାରତୀୟ ନୌସେନାର ଶକ୍ତି, ସାମିଲ ହେବ ୧୭ଟି ଯୁଦ୍ଧଜାହାଜ ସହ ୯ଟି ବୁଡାଜାହାଜ  

ନୂଆଦିଲ୍ଲୀ- ବଢିବ ଭାରତୀୟ ନୌସେନାର ଶକ୍ତି । ସାମିଲ ହେବ ୧୭ଟି ଯୁଦ୍ଧଜାହାଜ ସହ ୯ଟି ବୁଡାଜାହାଜ  । ସୂତ୍ର ଅନୁସାରେ କିଛି ଭିନ୍ନ ଅନୁମୋଦନ ପ୍ରକ୍ରିୟା ମାଧ୍ୟମରେ ସାମିଲ କରାଯିବ । ଭିନ୍ନ ଭିନ୍ନ ପର୍ଯ୍ୟାୟରେ ୬୧ଟି ଯୁଦ୍ଧଜାହାଜ ଓ ବୁଡାଜାହାଜ  ନିର୍ମାଣ କାର୍ଯ୍ୟ ବିଭିନ୍ନ ପର୍ଯ୍ୟାୟରେ
Read More...

Venkaiah Naidu Birthday: ୭୬ ବର୍ଷରେ ପଦାର୍ପଣ କଲେ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ , ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ- ଆଜି ଅର୍ଥାତ ୧ ଜୁଲାଇରେ ଭାରତର ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କର ୭୬ତମ ଜନ୍ମଦିନ ପାଳନ କରୁଛନ୍ତି। ଭେଙ୍କେୟା ନାଇଡୁ ସର୍ବଦା ଜାତୀୟ ସେବା ଏବଂ ଜନସେବାକୁ ସର୍ବୋପରି ରଖିଛନ୍ତି। ସେ ରାଜନୀତିର ପ୍ରାରମ୍ଭିକ ଦିନଠାରୁ ଉପରାଷ୍ଟ୍ରପତିର ଶୀର୍ଷ ପଦବୀ ପର୍ଯ୍ୟନ୍ତ
Read More...

ଘୋଟି ଆସିଲା ଅନ୍ଧାର, ଆଜିଠାରୁ ଏହି ତାରିଖ ଯାଏ ରାଜଧାନୀରେ ହେବ…

ରାଜଧାନୀ ଦିଲ୍ଲୀ ଆକାଶରେ ହଠାତ୍‌ ମାଡ଼ିଆସିଲା ଅନ୍ଧାର ଏବଂ ଏହାପରେ ପ୍ରବଳ ବର୍ଷା ଫଳରେ ପାଣିରେ ବୁଡ଼ିଲା ରାଜଧାନୀ । ଯଦିଓ ଏନ୍‌ସିଆର ଅଞ୍ଚଳର ବାସିନ୍ଦାମାନଙ୍କୁ ଗରମ ଏବଂ ଆର୍ଦ୍ରତାରୁ ମୁକ୍ତି ମିଳିଛି ମାତ୍ର ଝଡ଼ବର୍ଷା ଯୋଗୁ ଅନେକ ସମସ୍ୟା ଭୋଗ କରିଛନ୍ତି ରାଜଧାନୀବାସୀ । ଦିଲ୍ଲୀ
Read More...

ଶୁଭାଂଶୁଙ୍କ ସହ ଭିଡିଓ କଲରେ କଥା ହେଲେ ପ୍ରଧାନମନ୍ତ୍ରୀ, କହିଲେ…

ISSରେ ପହଞ୍ଚିବା ପରେ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶନିବାର ଭିଡିଓ କନଫରେନ୍ସ ମାଧ୍ୟମରେ ୧୮ ମିନିଟ୍ ଧରି ମୋଦି ଶୁଭାଂଶୁଙ୍କ ସହ ଆଲୋଚନା କରିଛନ୍ତି । ଆଲୋଚନା ସମୟରେ ମହାକାଶରେ ପତାକା ଉଡାଇ ଗର୍ବ ଅନୁଭବ କରିଥିବା ମୋଦିଙ୍କୁ ସେ କହିଛନ୍ତି ।
Read More...

ଆକ୍ସିଅମ୍‌-୪ ମିଶନ୍ ଲଞ୍ଚ ,ଉଡ଼ାଣ ଭରିଲେ ଗ୍ରୁପ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା

ନୂଆଦିଲ୍ଲୀ: ଭାରତ ପାଇଁ ଐତିହାସିକ ଦିନ । ପ୍ରତିଟି ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ମୂହୁର୍ତ୍ତ । ୪୧ ବର୍ଷ ପରେ ମହାକାଶରେ ଉଡ଼ିବ ତ୍ରିରଙ୍ଗା । ଇତିହାସ ରଚିବେ ଆଇଏଏଫ କ୍ୟାପ୍ଟେନ୍‌ ଶୁଭାଂଶୁ ଶୁକ୍ଳା । ବହୁ ପ୍ରତୀକ୍ଷିତ ଆକ୍ସିଅମ୍‌-୪ ମିଶନ୍ ଲଞ୍ଚ ହୋଇଛି । ଫ୍ଲୋରିଡା ସ୍ଥିତ ନାସାର
Read More...

ବଢିଲା ଟ୍ରେନ ଭଡ଼ା, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦୀର୍ଘ ବର୍ଷ ପରେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଦୃଷ୍ଟିରେ ରଖି ରେଳବାଇ ଏହି ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ଜୁଲାଇ ୧ ତାରିଖରୁ ରେଳବାଇର ବର୍ଦ୍ଧିତ ଟ୍ରେନ ଭଡ଼ା
Read More...