Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ସହରୀ ନକ୍ସଲଙ୍କ ପଛରେ ଅଛି ବିଦେଶୀ ଶକ୍ତି : ମୋଦୀ
ନୂଆଦିଲ୍ଲୀ : ସହରୀ ନକ୍ସଲମାନେ ବର୍ତ୍ତମାନ ଯୁବପିଢିମାନଙ୍କୁ ଏକ ନୂଆ ରୂପରେ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି । ଅନେକ ରାଜ୍ୟରେ ନକ୍ସଲମାନେ ଯୁବପିଢିମାନଙ୍କୁ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରି ସେମାନଙ୍କ ଭବିଷ୍ୟତକୁ ନଷ୍ଟ କରିଦେଇଛନ୍ତି । ସହରୀ ନକ୍ସଲମାନଙ୍କ ପଛରେ ବିଦେଶୀ ଶକ୍ତି!-->…
Read More...
Read More...
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ ପୁରସ୍କାର
ନୂଆଦିଲ୍ଲୀ: ଆଜି ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି । ଏହି ଅବସରରେ ୩ ଅର୍ଥନୀତିଜ୍ଞଙ୍କୁ ମିଳିତ ଭାବେ ଏହି ନୋବେଲ ପୁରସ୍କାର ମିଳିଛି । ସେମାନେ ହେଲେ ବେନ୍ ବେର୍ଣ୍ଣାଙ୍କ, ଡଗଲାସ୍ ଡାଇମଣ୍ଡ ଓ ଫିଲିପ୍ ଡିଭିଗ୍ । ବ୍ୟାଙ୍କ ଓ ଆର୍ଥିକ ସଂକଟ ବିଷୟରେ ଗବେଷଣା ପାଇଁ ଏହି!-->…
Read More...
Read More...
ପରଲୋକରେ ମୁଲାୟମ ସିଂ ଯାଦବ
ଗୁରୁଗ୍ରାମ : ପରଲୋକରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ । ୮୨ ବର୍ଷ ବୟସରେ ମେଦାନ୍ତ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ।ଗତ ୧୦ ଧରି ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁ ଲାଇଫ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସା!-->…
Read More...
Read More...
ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରତର ହୋଇଛି । ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଆଇସିୟୁରେ ଭର୍ତ୍ତି କରାଯାଇଛି । ସେ ଏହା ପୂର୍ବରୁ ବାରମ୍ବାର ନିଜର ସ୍ୱାସ୍ଥ୍ୟଗତ!-->…
Read More...
Read More...
ଖାଡଗେଙ୍କ ପାଇଁ ଇସ୍ତଫା ଦେଲେ କଂଗ୍ରେସର ୩ ନେତା
ନୂଆଦିଲ୍ଲୀ: ଇସ୍ତଫା ଦେଲେ କଂଗ୍ରେସର ୩ ନେତା । କଂଗ୍ରେସ ନେତା ଗୌରବ ବଲ୍ଲଭ,ଦୀପେନ୍ଦ୍ର ଏସ ହୁଡ୍ଡା ଓ ସୈୟଦ ନସୀର ହୁସୈନ ଦଳର ମୁଖପାତ୍ର ପଦରୁ ଇସ୍ତଫା ଦେଇଛନ୍ତି । ଦଳର ଅଧ୍ୟକ୍ଷ ଲାଗି ନିର୍ବାଚନ ଲଢୁଥିବା ମଲ୍ଲିକାର୍ଜୁନ ଖାଡଗେଙ୍କ ଲାଗି ଏମାନେ ପ୍ରଚାର ପାଇଁ ସେ ଇସ୍ତଫା ଦେଇ ଥିବା!-->…
Read More...
Read More...
ଇମ୍ରାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି
ଇସ୍ଲାମାବାଦ,୨/୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫ ଲାଗି ଆରେଷ୍ଟ ୱାରେଣ୍ଟ ଜାରି ହୋଇଛି । ଜଣେ ମହିଳା ଜଜ୍ଙ୍କୁ ଧମକାଇବା ଅଭିଯୋଗରେ ମାଜିଷ୍ଟ୍ରେଟ ଏହି ଆରେଷ୍ଟ ୱାରେଣ୍ଟ ଜାରି କରିଛନ୍ତି । ଏହି ୱାରେଣ୍ଟ ଜାରି ହେବା ପରେ ଇମ୍ରାନଙ୍କ ଗିରଫକୁ ନେଇ ଚର୍ଚ୍ଚା!-->…
Read More...
Read More...
ସରକାରଙ୍କ ଅଭିନବ ନିଷ୍ପତ୍ତି :
ପୂଜାମଣ୍ଡପରେ ଦିଆଯିବ କୋଭିଡ ଟିକା
ରାଞ୍ଚି: ଦେଶରୁ କରୋନା ଯାଇନାହିଁ । ଏବେବି ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏବେ ଦୁର୍ଗପୂଜା ଉତ୍ସବ ଚାଳିଥିବାରେୁ ସଂକ୍ରମଣ ବଢିବାର ଆଶଙ୍କା ରହିଚି । ଏହାକୁ ଆଖି ଆଗରେ ରଖି ଝାଡ଼ଖଣ୍ଡ ସରକାର ଏକ ଅଭିନବ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁସାରେ,ପୂଜାମଣ୍ଡପରେ ରହିବ!-->…
Read More...
Read More...
ଷ୍ଟାଡିୟମରେ ହିଂସା,ଦଳାଚକଟା :
୧୭୪ ମୃତ,ଶତାଧିକ ଆହତ
ନୂଆଦିଲ୍ଲୀ: ଏକ ଫୁଟବଲ ମ୍ୟାଚ ବେଳେ ଷ୍ଟାଡିୟମରେ ଘଟିଛି ଅଭାବନୀୟ ଘଟଣା । ମ୍ୟାଚ ଫଳାଫଳକୁ ନେଇ ଉତ୍ତ୍ୟକ୍ତ ଦର୍ଶକମାନେ ଏଭଳି ହିଂସା ଘଟାଇଥିଲେ ଯେ ତାହାକୁ ନିୟନ୍ତ୍ରଣ କରିବା ପୁଲିସ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା । ଏହି ହିଂସାରୁ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଏଥିରେ ୧୭୪ଜଣ ପ୍ରାଣ!-->…
Read More...
Read More...
ଏନଜିଟିର ବଡ କାର୍ଯ୍ୟାନୁଷ୍ଠାନ :
ତେଲେଙ୍ଗାନା ସରକାରକୁ ୩୮୦୦ କୋଟିର ଜରିମାନା
ନୂଆଦିଲ୍ଲୀ : ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ବର୍ଜ୍ୟବସ୍ତୁ ପରିଚାଳନା କରିବାରେ ବିଫଳ ହୋଇଥିବାରୁ ତେଲେଙ୍ଗାନା ସରକାରଙ୍କ ଉପରେ ୩୮୦୦ କୋଟି ଟଙ୍କା ଜରିମାନା କରିଛନ୍ତି । ଏନଜିଟି ଅଧ୍ୟକ୍ଷ ଜଷ୍ଟିସ୍ ଏ. ଗୋୟଲଙ୍କ ନେତୃତ୍ୱରେ ଏକ ବେଞ୍ଚ କହିଛନ୍ତି ଯେ ଦକ୍ଷିଣ ରାଜ୍ୟରେ କଠିନ!-->…
Read More...
Read More...
ବତ୍ୟାରେ ୪୭ ମୃତ
ନୂଆଦିଲ୍ଲୀ: ଆମେରିକାର ଫ୍ଲୋରିଡାରେ ବାତ୍ୟା ଇୟାନର ତାଣ୍ଡବ ଯୋଗୁଁ ବଡ଼ କ୍ଷତି ହୋଇଛି । ବର୍ତ୍ତମାନ ସୁଦ୍ଧା ଫ୍ଲୋରିଡାରେ ବାତ୍ୟା ଯୋଗୁଁ ୪୭ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ବିଶ୍ୱ ସ୍ତରରେ ମୃତଙ୍କ ସଂଖ୍ୟା ୫୪ ହୋଇଛି । ଫ୍ଲୋରିଡା ରାଜ୍ୟର ଡାକ୍ତରୀ ଟିମ ଅନୁସାରେ, ବାତ୍ୟା ପରେ!-->…
Read More...
Read More...