Browsing Category

ଦେଶ- ବିଦେଶ

ସଡକ ଦୁର୍ଘଟଣାରେ ଆମେରିକାରେ ୩ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନ୍ୟୁୟର୍କ: ଆମେରିକାରେ ପାଠପଢ଼ୁଥିବା ୩ ଜଣ ଭାରତୀୟ ଛାତ୍ର ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ୱେଷ୍ଟର୍ଣ୍ଣ ମାସଚୁସେଟ୍ଟସ୍‌ ନିକଟରେ ଛାତ୍ରମାନେ ଯାଉଥିବା କାରଟି ଆଉ ଗୋଟିଏ ଗାଡ଼ିରେ ପିଟି ହେବାରୁ ସେମାନଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ଏତେ ଭୟଙ୍କର ଥିବା ଯେ ଘଟଣାସ୍ଥଳରେ ୨୭
Read More...

ପ୍ରଥମ ଥର ପାଇଁ ଘରୋଇ କଂପାନୀ ନିର୍ମାଣ କରିବ ସାମରିକ ବିମାନ

ନୂଆଦିଲ୍ଲୀ : ଗୁଜୁରାଟରେ ମିଲିଟାରି ଟ୍ରାନ୍ସପୋର୍ଟ ବିମାନ ତିଆରି ହେବ । ବିଶ୍ୱର ପ୍ରମୁଖ ବିମାନ ନିର୍ମାଣକାରୀ କମ୍ପାନି ଏୟାରବସ ଓ ଟାଟା ଗ୍ରୁପ ମିଳିତ ଭାବେ ଏସବୁ ବିମାନ ନିର୍ମାଣ କରିବେ । ଏହି ପ୍ରକଳ୍ପ ପାଇଁ ୨୨ ହଜାର କୋଟି ଟଙ୍କା ବ୍ୟୟ ହେବ । ଆଜି ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର
Read More...

ଅମିତ ଶାହଙ୍କ ବଡ଼ ଘୋଷଣା :
ପ୍ରତି ରାଜ୍ୟରେ ରହିବ ଏନଆଇଏ ଅଫିସ

ସୁରଜକୁଣ୍ଡ (ହରିୟାଣା): ଦେଶର ପ୍ରତି ରାଜ୍ୟରେ ରହିବ ଜାତୀୟ ଅନୁସନ୍ଧାନ ଏଜେନ୍ସି(ଏନଆଇଏ) ଅଫିସ । ଆସନ୍ତା ୨୦୨୪ ସୁଦ୍ଧା ସବୁ ରାଜ୍ୟରେ ଏହି ଅଫିସ ଖୋଲିଯାଇଥିବ । ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ତାଙ୍କର ଏହି ଘୋଷଣା
Read More...

ସୁନା ଚାଦରରେ ଛାଉଣି ହେଲା କେଦାରନାଥ ଗର୍ଭଗୃହ

ଡେରାଡୁନ୍‌: ବୁଧବାର ଦିନ ପରମ ଆରାଧ୍ୟ କେଦାରନାଥଙ୍କ ମନ୍ଦିରର ଗର୍ଭଗୃହର ସୁନା ଛାଉଣି କାର୍ଯ୍ୟ ଶେଷ ହୋଇଛି। ଦୀପାବଳିର କିଛି ଦିନ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିଲା। ଭାରତର ପ୍ରତ୍ନତାତ୍ତ୍ବିକ ସର୍ଭେର ଦୁଇଜଣ ଉଚ୍ଚସ୍ତରୀୟ ଅଧିକାରୀଙ୍କ ତତ୍ତ୍ବାବଧାନରେ ୧୯ଜଣ ଶ୍ରମିକ ସୁନା ଛାଉଣି
Read More...

କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସରେ ଆରମ୍ଭ ହେଲା ‘ଖାଡଗେ ଯୁଗ’। କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ମଲ୍ଲିକାର୍ଜୁନ ଖାଡଗେ। କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ଥିବା ସୋନିଆ ଗାନ୍ଧି ତାଙ୍କୁ ଧରାଇଲେ ଦଳର ମଙ୍ଗ। ଖାଡଗେ ସୋନିଆ ଗାନ୍ଧିଙ୍କ ସ୍ଥାନ ନେଇଛନ୍ତି। କଂଗ୍ରେସ ସଭାପତି ଭାବରେ ଶପଥ ଗ୍ରହଣ
Read More...

ଚାଲୁନି ହ୍ୱାଟ୍ସଆପ, ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଉପଭୋକ୍ତା

ମୁମ୍ବାଇ: ଆପଣଙ୍କ ହ୍ବାଟ୍‌ସଆପ୍‌ ଚଳାଚଳ ମନ୍ଥର ହୋଇଯାଇଛି କି? ଦେଶର ଅନେକ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଆଜି ଅପରାହ୍ନ ୧୨.୪୫ରୁ ବ୍ୟବହାରକାରୀମାନେ ଏହି ହ୍ବାଟ୍‌ସଆପ୍‌ ଧୀର ହୋଇଥିବା ସମସ୍ୟାର ସାମ୍ନା କରିଛନ୍ତି। ଏ ନେଇ ଅନେକ ବ୍ୟବହାରକାରୀ ଟ୍ବିଟର୍‌ରେ ସେମାନଙ୍କ
Read More...

ସେନା ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ

ଇଟାନଗର: ଆଜି ଅରୁଣାଚଳ ପ୍ରଦେଶ ଅନ୍ତର୍ଗତ ଉପର ସିଆଙ୍ଗ୍‌ ଜିଲ୍ଲାରେ ସେନାର ଗୋଟାଏ ଆଡ୍‌ଭାନ୍‌ସ୍‌ଡ୍‌ ଲାଇଟ୍‌ ହେଲିକପ୍ଟର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା କଥା ପ୍ରତିରକ୍ଷା କର୍ମଚାରୀମାନେ କହିଛନ୍ତି। ଉପର ସିଆଙ୍ଗ୍‌ ଜିଲ୍ଲାସ୍ଥିତ ତୁତିଙ୍ଗ୍‌ ମୁଖ୍ୟାଳୟଠାରୁ ୨୫ କିଲୋମିଟର୍‌
Read More...

ଦୀପାବଳିରେ ଯୁବାଙ୍କୁ ଏହି ଉପହାର ଦେବେ ପ୍ରଧାନମନ୍ତ୍ରୀ, ପ୍ରସ୍ତୁତ ହେଲାଣି ମାଷ୍ଟରପ୍ଲାନ୍‌

ନୂଆଦିଲ୍ଲୀ: ଏଥର ଦୀପାବଳିରେ ପ୍ରଧାନମନ୍ତ୍ରୀ ମୋଦୀ ସମଗ୍ର ଦେଶର ୭୫,୦୦୦ ଯୁବାଙ୍କୁ ଚାକିରି ‘ଉପହାର’ ଦେବେ ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି। ଦୀପାବଳିର ଦୁଇ ଦିନ ଆଗରୁ ଅର୍ଥାତ୍‌ ଶନିବାର ଦିନ ଏଥିପାଇଁ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ଜରିଆରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କ ସହିତ ଭାବ
Read More...

କେଦାରନାଥରେ ହେଲିକପ୍ଟର କ୍ରାସ୍, ପାଇଲଟଙ୍କ ସମେତ ୭ ମୃତ

କେଦାରନାଥ : ଉତ୍ତରାଖଣ୍ଡରେ ବଡ ଧରଣର ଦୁର୍ଘଟଣା । କେଦାରନାଥ ନିକଟରେ ହେଲିକପ୍ଟର କ୍ରାସ୍ ହୋଇଛି । ତେବେ ଏହି ଦୁର୍ଘଟଣାରେ ପାଇଲଟଙ୍କ ସମେତ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । କୁହାଯାଉଛି କି ଏହି ଘଟଣା, କେଦାରନାଥ ଠାରୁ ୨ କିଲୋମିଟର ଦୂର ଗରୁଡଚଟ୍ଟିରେ ଘଟିଛି ଏହି ଦୁର୍ଘଟଣା ।
Read More...

ଖୁବଶୀଘ୍ର ଶେଷ ହେବ ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନ କାମ : ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ୱର : ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ଆସନ୍ତା ବର୍ଷଠୁ ଓଡିଶାରେ ଆରମ୍ଭ ହେବ ୫ଜି ସେବା । ଆଜି ଭୁବନେଶ୍ୱରରେ ରେଳ ଓ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସୂଚନା ଦେଇଛନ୍ତି ।ଶ୍ରୀ ବୈଷ୍ଣବଙ୍କ ସୂଚନା ଅନୁଯାୟୀ, ୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି
Read More...