Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ମାଗଣା ଯୋଜନାର ଭୟାବହ ପ୍ରଭାବ ସଂପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଚେତାଇଦେଲେ ଅଫିସର
ନୂଆଦିଲ୍ଲୀ,୪/୪: ସରକାରଙ୍କ ମାଗଣା ଯୋଜନାକୁ ନେଇ ଗଭୀର ଉଦବେଗ ଓ ଅସନ୍ତୋଷ କରିଛନ୍ତି ଦେଶର ସଂଖ୍ୟାଧିକ ବରିଷ୍ଠ ଆଇଏଏସ ଅଫିସର । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚିଠିଲେଖି ଏଭଳି ଯୋଜନାର ଭୟାବହ ପ୍ରଭାବ ସଂପର୍କରେ ଚେତାଇ ଦେଇଛନ୍ତି । ନିର୍ବାଚନରେ ଭୋଟ୍ ପାଇଁ କିଛି!-->…
Read More...
Read More...
ମନ୍ତ୍ରୀପଦ ଯାଚିଲେ ଶ୍ରୀଲଙ୍କା ରାଷ୍ଟ୍ରପତି
ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଏବେ ଆର୍ଥିକ ସହ ରାଜନୈତିକ ସଙ୍କଟ ଦେଖିବାକୁ ମିଳିଛି । ତେବେ ଏଭଳି ସଙ୍କଟର ସମାଧାନ ପାଇଁ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ ଉଦ୍ୟମ କରିଛନ୍ତି । ସମସ୍ତ ରାଜନୈତିକ ଦଳର ପ୍ରତିନିଧିଙ୍କୁ ମନ୍ତ୍ରୀପଦ ଗ୍ରହଣ କରିବାକୁ ରାଷ୍ଟ୍ରପତି ଅନୁରୋଧ କରିଛନ୍ତି!-->…
Read More...
Read More...
ବିମାନଯାତ୍ରୀଙ୍କ ଠାରୁ ୧୧୩ କୋଟିର ହେରୋଇନ ଜବତ
କୋଲକାତା,୩/୪ : କୋଲକାତା ବିମାନ ବନ୍ଦରରେ ତିନିଜଣ ଆଫ୍ରିକୀୟ ଯାତ୍ରୀଙ୍କ ଠାରୁ ୧୧୩ କୋଟି ଟଙ୍କାର ହୋରୋଇନ ଜବତ ହୋଇଛି । ଜବତ ହେରୋଇନର ଓଜନ ୧୬.୧୫ କିଗ୍ରା ବୋଲି ଜଣାପଡ଼ିଛି । ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି । ଡିଆରଆଇ ଏକ ଗୁପ୍ତ ସୂଚନା ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ!-->…
Read More...
Read More...
ଆରଆରଆର ଫିଲ୍ମ ଉପରେ ଏମିତି ପ୍ରତିକ୍ରିୟା ରଖିଲେ କେନ୍ଦ୍ର ବାଣିଜ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୩/୪: ଭାରତର ଅର୍ଥନୀତି ଏବଂ ଫିଲ୍ମ ଆରଆରଆର ରେକର୍ଡ ଆୟ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ । ଗୋୟଲ କହିଛନ୍ତି, ଦେଶରୁ ୪୧୮ ବିଲିୟନ ଡଲାର ଅର୍ଥାତ ୩୨ ଲକ୍ଷ କୋଟି ଟଙ୍କାର ରପ୍ତାନୀ ହୋଇଛି । ଯାହା ଧାର୍ଯ୍ୟ ଲକ୍ଷ୍ୟଠାରୁ ୫ ପ୍ରତିଶତ ଅଧିକ!-->…
Read More...
Read More...
ଜାଣନ୍ତୁ,ପ୍ରଧାନମନ୍ତ୍ରୀଙ୍କୁ କାହିଁକି ପତ୍ର ଲେଖିଲେ ୧୨୦ ସାଂସଦ
ନୂଆଦିଲ୍ଲୀ,୩/୪: ସରକାରୀ ଉପକ୍ରମଙ୍କ ଘରୋଇକରଣକୁ ବିରୋଧ କରି ବିଭିନ୍ନ ବିରୋଧୀ ଦଳଙ୍କ ୧୨୦ ଜଣ ସାଂସଦ ରବିବାର ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । ଏଥିରେ ସାର୍ବଜନିକ ଉପକ୍ରମ ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ (ଆରଆଇଏନଏଲ)ର ଘରୋଇକରଣରୁ ସରକାରଙ୍କୁ ନିବୃତ୍ତ ରହିବାକୁ ସାଂସଦମାନେ!-->…
Read More...
Read More...
ଶ୍ରୀଲଙ୍କାରେ ସ୍ଥିତି ସାଂଘାତିକ, ଚାଉଳ କିଲୋ ୨୨୦ ଛୁଇଁଲା
କଲମ୍ବୋ: ମୁଦ୍ରାସ୍ଫୀତି ଏବଂ ମୁଦ୍ରାର ମୂଲ୍ୟ ହ୍ରାସ ଯୋଗୁଁ ଶ୍ରୀଲଙ୍କାର ଅତ୍ୟାବଶ୍ୟକ ସାମଗ୍ରୀ ଅତି ମାତ୍ରାରେ ମହଙ୍ଗା ହୋଇଯାଇଥିବା ଜଣାପଡ଼ିଛି। ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ଥିବା ସୁପର୍ମାର୍କେଟ୍ରେ ପନିପରିବା ଦର ୨ଗୁଣ ହୋଇଯିବା ସହ ଚାଉଳ ଓ ଗହମ ଆଦି ପ୍ରଧାନ ଖାଦ୍ୟ!-->…
Read More...
Read More...
ଇମ୍ରାନଙ୍କୁ ବଡ ଆଶ୍ୱସ୍ତି, ପାକିସ୍ତାନରେ ହୋଇପାରେ ସାନି ନିର୍ବାଚନ
ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିବାକୁ ଥିବା ଅନାସ୍ଥା ପ୍ରସ୍ତାବପାକିସ୍ତାନ ନ୍ୟାସନାଲ ଆସେମ୍ବଲିରେ ଖାରଜ ହୋଇଛି। ଉପବାଚସ୍ପତି କାସୀମ ଖାନ ସୁରୀଙ୍କ ଦ୍ୱାରା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଛି। ବିଦେଶୀ ଷଡଯନ୍ତ୍ର ଦର୍ଶାଇ ପ୍ରସ୍ତାବକୁ ଖାରଜ!-->…
Read More...
Read More...
ସୁପ୍ରିମକୋର୍ଟଙ୍କୁ ଜଣାଇଲେ କେନ୍ଦ୍ର ସରକାର : ପଦୋନ୍ନତିରେ ସଂରକ୍ଷଣ ରଦ୍ଦ ହେଲେ ଅଶାନ୍ତି ବଢିବ
ନୂଆଦିଲ୍ଲୀ,୧/୪ : ସରକାରୀ ଚାକିରୀରେ ଏସସି-ଏସଟି କର୍ମଚାରୀମାନଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ସଂରକ୍ଷଣ ବ୍ୟବସ୍ଥା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଏହି ବ୍ୟବସ୍ଥାକୁ ରଦ୍ଦ କରାଗଲେ ଉତ୍ତେଜନାମୂଳକ ପରିସ୍ଥିିତି ସୃଷ୍ଟି ହୋଇପାରେ । କର୍ମଚାରୀମାନଙ୍କ ମଧ୍ୟରେ ଘୋର ଅଶାନ୍ତି ଓ କ୍ରୋଧ ସୃଷ୍ଟି!-->…
Read More...
Read More...
ଭାରତରେ ଚାଲିବ ଉଡ଼ନ୍ତା ବସ୍!
ନୂଆଦିଲ୍ଲୀ,୧/୪ : ଦେଶରେ ଟ୍ରାଫିକ ସମସ୍ୟା ଏବେ ବି ଗୁରୁତର ସ୍ଥିତିରେ ରହିଛି । ଏଥିଯୋଗୁ ଦୁର୍ଘଟଣା ବଢୁଛି ଏବଂ ଉତ୍ତେଜନା ଦେଖାଦେଉଛି । ଏହି ସମସ୍ୟା ଦୂର କରିବା ପାଇଁ ବିଭାଗୀୟ ମନ୍ତ୍ରୀ ନିତୀନ ଗଡ଼କରି ଏକ ଅଭିନବ ପରିକଲ୍ପନା ପ୍ରସ୍ତୁତ କରିଛନ୍ତି । ଟ୍ରାଫିକ ସମସ୍ୟାକୁ ଦୂର କରିବାକୁ!-->…
Read More...
Read More...
ଋଷ୍ର ଦିଲ୍ଖୁସ୍ ଅଫର : ଭାରତ ଯାହା ଚାହିଁବ ଆମେ ତାହା ଦେବୁ
ନୂଆଦିଲ୍ଲୀ,୧/୪ : ଋଷ୍-ୟୁକ୍ରେନ ଯୁଦ୍ଧକୁ ମାସେ ପୂରିଗଲାଣି । ବନ୍ଦ ହେବାର ସୂଚନା ବି ମିଳୁ ନାହିଁ । ଭାରତ ଏ ପର୍ଯ୍ୟନ୍ତ କାହାକୁ ସମର୍ଥନ ନକରି ନିରପେକ୍ଷ ରହିଆସିଛି । ତେବେ ଋଷ୍କୁ ବିରୋଧ କରୁନଥିବାରୁ ଆମେରିକା ଏହା ଉପରେ ଭୀଷଣ କ୍ଷୁ୍ବ୍ଧ । ଏପରିକି,ଆମେରିକା ଧମକ ଦେବା ଆରମ୍ଭ!-->…
Read More...
Read More...