Browsing Category

ଦେଶ- ବିଦେଶ

ଆକାଶରେ ଧକ୍କା ଖାଇ ପର୍ବତରେ ଖସିପଡ଼ିଲା ବିମାନ

ସିଓଲ୍‌,୧/୪: ଆଜି ତାଲିମ ବେଳେ ଦକ୍ଷିଣ କୋରିଆ ବାୟୁସେନାର ୨ଟି ବିମାନ ଆକାଶରେ ପରସ୍ପର ସହିତ ଧକ୍କା ଖାଇବାରୁ ୩ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଜଣେ ଆହତ ହୋଇଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି । ଜରୁରୀକାଳୀନ ସେବା ଅଧିକାରୀମାନେ କହିଛନ୍ତି, ପରସ୍ପର ସହିତ ଧକ୍କା ଖାଇବା ପରେ
Read More...

ଭାରତକୁ ପୁଣି ଧମକ ଦେଲା ଆମେରିକା

ନୂଆଦିଲ୍ଲୀ,୧/୪ : ଆମେରିକା ପୁଣି ଭାରତକୁ ଧମକ ଦେଇଛି । ଆମେରିକା କହିଛି ଯେ ଏତେ ବୁଝାଇବା ପରେ ବି ଯଦି ଭାରତ ଋଷ୍‌ ସହ ବାଣିଜ୍ୟିକ ସଂପର୍କ ରଖେ,ତେବେ ଭାରତ ପାଇଁ ତାହା ମହଙ୍ଗା ପଡ଼ିବ । ଆମେରିକାର ଡେପୁଟି ଏନଏସଏ(ଜାତୀୟ ସୁରକ୍ଷା ଉପପରାମର୍ଶଦାତା) ଦଲିପ ସିଂହ ସମ୍ପ୍ରତ୍ତି ଭାରତ
Read More...

ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା, କହିଲେ ଅନଲାଇନରୁ ଜ୍ଞାନ ଆଣି ଅଫଲାଇନରେ ପ୍ରୟୋଗ କର

ନୂଆଦିଲ୍ଲୀ: ଭରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଅନୁଷ୍ଠିତ ହେଉଛି । ଏହି ଆଲୋଚନାରେ ୯ମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି, ଆଗାମୀ ପରୀକ୍ଷା ଲାଗି ଛାତ୍ରଛାତ୍ରୀଙ୍କୁ
Read More...

ଏହି ରାଜ୍ୟରେ ମାସ୍କ ନ ପିନ୍ଧିଲେ ବି ଲାଗିବନି ଜୋରିମାନା

ନୂଆଦିଲ୍ଲୀ, ୩୧/୩ : ଦେଶରେ କରୋନା ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବାରୁ କେତେକ ରାଜ୍ୟ କଟକଣାକୁ କୋହଳ କରିସାରିଲେଣି । ପଞ୍ଜାବ ପୂରା କଟକଣାମୁକ୍ତ ହୋଇଛି । କେବଳ ମାସ୍କ ଓ ସାମାଜିକ ଦୂରତାକୁ ବଳବତ୍ତର ରଖାଯାଇଛି । ତେବେ ଗୁରୁବାର ଦିଲ୍ଲୀ ଏବଂ ମହାରାଷ୍ଟ୍ର ସରକାର ଏକ ବଡ ନିଷ୍ପତ୍ତି
Read More...

୮ ଆଇଏଏସଙ୍କୁ ମିଳିଲା ବିଚିତ୍ର ଦଣ୍ଡ

ଅମରାବତୀ,୩୧/୩: ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଗୁରୁବାର ୮ ଜଣ ଆଇଏଏସ ଅଧିକାରୀଙ୍କୁ ଅଦାଲତ ଅବମାନନା ମାମଲାରେ ଦଣ୍ଡ ଶୁଣାଇଛନ୍ତି । ମାମଲାର ଶୁଣାଣି କରି ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଆଇଏଏସ ଅଧିକାରୀଙ୍କ ଦୋଷୀ ଦର୍ଶାଇଥିଲେ । ଏହାସହ ଦୁଇ ସପ୍ତାହର ଜେଲ ଦଣ୍ଡ ନିର୍ଦ୍ଦେଶ ଦେଇଛନ୍ତି ।
Read More...

ଏବେ ବି ୟୁକ୍ରେନରେ ଅଛନ୍ତି ଆହୁରି ୫୦ ଭାରତୀୟ

ନୂଆଦିଲ୍ଲୀ: ୟୁକ୍ରେନରେ ଏବେ ବି ଫସି ରହିଛନ୍ତି ୫୦ ଭାରତୀୟ । ସେମାନଙ୍କ ମଧ୍ୟରୁ ମାତ୍ର କିଛି ଲୋକ ଫେରିବାକୁ ଚାହୁଁଛନ୍ତି ବୋଲି ଆଜି ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖି । ତେବେ ଭାରତର ଦୂତାବାସ ପକ୍ଷରୁ ସେମାନଙ୍କୁ ଫେରାଇ
Read More...

“ହୁ’ର ସାଂଘାତିକ ବୟାନ : କରୋନା ସଂପର୍କରେ ସଠିକ ତଥ୍ୟ ସଂଗୃହୀତ ହେଉ ନାହିଁ

ନୂଆଦିଲ୍ଲୀ,୩୧/୩: ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(ହୁ) ଏହାର ସାପ୍ତାହିକ ରିପୋର୍ଟରେ କହିଛି ଯେ କ୍ରମାଗତ ଦୁଇ ସପ୍ତାହ ପର୍ଯ୍ୟନ୍ତ କରୋନା ମାମଲା ବୃଦ୍ଧି ପାଇବା ମଧ୍ୟରେ, ଜାନୁଆରୀ ଶେଷରୁ ମାର୍ଚ୍ଚ ପ୍ରାରମ୍ଭରେ କରୋନା ମାମଲାରେ କ୍ରମାଗତ ହ୍ରାସ ପାଇଛି । ଏହା ପରେ, ପୂର୍ବ ସପ୍ତାହ ତୁଳନାରେ
Read More...

ଲୋକସଭାରେ ଉଠିଲା ଶ୍ରୀମନ୍ଦିର ପ୍ରସଙ୍ଗ

ନୂଆଦିଲ୍ଲୀ,୩୧/୩ : ଶ୍ରୀମନ୍ଦିରରେ କେତେକ ନିର୍ମାଣ କାର୍ଯ୍ୟକୁ ନେଇ ଓଡ଼ିଶା ବିଧାନସଭାରେ ସରଗରମ ଚର୍ଚ୍ଚା ହୋଇଥିବାବେଳେ ସଂସଦରେ ମଧ୍ୟ ଏହାର ତାତି ଅନୁଭୂତ ହୋଇଛି । ସଂସଦରେ ଏହି ପ୍ରସଙ୍ଗ ଉଠିଛି । ଆଜି ଲୋକସଭାରେ ଉଠିଛି ଏହି ପ୍ରସଙ୍ଗ । ସାଂସଦ ଅପରାଜିତା ଷଡଙ୍ଗୀ ଉଠାଇଛନ୍ତି ଏହି
Read More...

ୟୁକ୍ରେନର ଇଚ୍ଛା, ଭାରତ ସମାଧାନ ପାଇଁ ମଧ୍ୟସ୍ଥତା କରୁ

ନୂଆଦିଲ୍ଲୀ: ମାସେରୁ ଊର୍ଦ୍ଧ୍ୱ ଦିନ ଧରି ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଉଭୟେ ଦେଶ ନିଜ ନିଜ ଜିଦରେ ଅଟଳ ରହିଛନ୍ତି । ସେପଟେ କିଭ୍‌ ଦଖଲ ମିସନ ପୂରଣ ନହେବା ପର୍ଯ୍ୟନ୍ତ ଯୁଦ୍ଧ ମଇଦାନରୁ ରୁଷ ଓହରିବାର ପ୍ରଶ୍ନ ଉଠୁନାହିଁ ବୋଲି ରୋକଠୋକ୍‌ ଶୁଣାଇଛି । ରୁଷର ଘନ ଘନ ଆକ୍ରମଣରେ
Read More...

ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ଅଗ୍ନିକାଣ୍ଡ

ଜୟପୁର,୨୯/୩ : ରାଜସ୍ଥାନର ପ୍ରସିଦ୍ଧ ସାରିସ୍କା ବ୍ୟାଘ୍ର ସଂରକ୍ଷଣରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଏତେ ଭୟଙ୍କର ବେଗରେ ବ୍ୟାପୁଛି ଯେ ତାହାକୁ ନିୟନ୍ତ୍ରଣ କରିବା ସମ୍ଭବପର ହୋଇପାରୁ ନାହିଁ । ବାୟୁସେନାର ଏକାଧିକ ହେଲିକପ୍ଟର ପାଣି ପକାଯାଉଛି । କର୍ମଚାରୀମାନେ ଦିନରାତି ଲାଗିଛନ୍ତି ।
Read More...