Browsing Category

ରାଜନୀତି

ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ସୋମବାର ୬ ଘଣ୍ଟିଆ ରେଳରୋକ, ଓଡ଼ିଶାରେ କଂଗ୍ରେସର ସମର୍ଥନ

ଭୁବନେଶ୍ୱର: ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରି କୃଷକ ଗଣହତ୍ୟା ପ୍ରତିବାଦ ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଆସନ୍ତା ସୋମବାର ୧୮ତାରିଖରେ ଦେଶବ୍ୟାପୀ ୬ଘଣ୍ଟିଆ ରେଳରୋକ ଡାକରାକୁ ଓଡ଼ିଶାରେ କଂଗ୍ରେସ ସମର୍ଥନ କରିଛି। ସକାଳ ୧୦ଟାରୁ
Read More...

ନିଜକୁ ପୂର୍ଣ୍ଣକାଳୀନ ସଭାପତି ଘୋଷଣା କଲେ ସୋନିଆ

ନୂଆଦିଲ୍ଲୀ : କଂଗ୍ରେସରେ କେହି ନିର୍ବାଚିତ ସଭାପତି ନଥିବାରୁ ଦଳ ଅସନ୍ତୁଷ୍ଟ । ଜି-୨୩ ଗୋଷ୍ଠୀକୁ ଆଜି କଣ ଜବାବ ଦେଇ ସୋନିଆ ଜାତୀୟ କଂଗ୍ରେସର ସେ ହିଁ ପୂର୍ଣ୍ଣକାଳୀନ ସଭାପତି ବୋଲି ଘୋଷଣା କରିଛନ୍ତି । ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ସୋନିଆ କହିଛନ୍ତି, ସେ ଦଳର ପୂର୍ଣ୍ଣ ସଭାପତି ଅଛନ୍ତି
Read More...

କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଗିରଫ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୁଲିସ୍‌। ସୋମବାର ଭୋରରୁ ସେ ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲଖିମପୁର ଖେରି ଯାଉଥିଲେ। ଏହି ସମୟରେ ପୁଲିସ୍‌ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ
Read More...

କଂଗ୍ରେସ ଛାଡ଼ିବେ କ୍ୟାପଟେନ୍ ଅମରିନ୍ଦର ସିଂ; ଶାହାଙ୍କ ସହ ସାକ୍ଷାତ ପରେ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ: ପଞ୍ଜାବରେ ଚାଲିଥିବା ରାଜନୈନିକ ଝଡ଼ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ କଂଗ୍ରେସ ପାଇଁ ଆଉ ଏକ ସଙ୍କଟ ଆଣିଛନ୍ତି । ଖୁବଶୀଘ୍ର କଂଗ୍ରେସ ଛାଡ଼ିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂ । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ‘ମୁଁ ବିଜେପିରେ ସାମିଲ
Read More...

ପିପିଲି ଉପ ନିର୍ବାଚନ ପାଇଁ ଚାଲିଛି ମତଦାନ

ପିପିଲି : ପିପିଲି ରେ ଉପନିର୍ବାଚନ ନେଇ ମତଦାନ ଚାଲୁ ରହିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ , ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱ କେସନ ହରିଚନ୍ଦନ ମହାପାତ୍ର ନିଜ ମତ ସାବ୍ୟସ୍ତ କରିଛନ୍ତି । ଅନ୍ୟପଟେ ଦିବ୍ୟଙ୍ଗ ଭୋଟର ମାନଙ୍କ ପାଇଁ
Read More...

ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

ପୁରୀ : ମୁକ୍ତ ନିରପେକ୍ଷ ନିର୍ବାଚନ ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭୟମୁକ୍ତ ନିର୍ବାଚନ ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି କରିଛି । ପିପିଲି ଆସନ ପାଇଁ ୩୪୮ଟି ମତଦାନ କେନ୍ଦ୍ର କରାଯାଇଥିବା ବେଳେ ଭୋଟ ଦେବେ ୨ ଲକ୍ଷ ୨୯
Read More...

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚରଣଜିତ ସିଂ

ପଞ୍ଜାବ କଂଗ୍ରେସରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଦଳିତ ନେତା ଚରଣଜିତ ସିଂ ଚାନ୍ନି ସୋମବାର ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ମଧ୍ୟ ଚାନୀଙ୍କ ଶପଥ ଗ୍ରହଣ ସମାରୋହରେ ଉପସ୍ଥିତ ଥିଲେ । ଚାନ୍ନିଙ୍କ ବ୍ୟତୀତ ସୁଖଜିନ୍ଦର ସିଂ
Read More...

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ଇସ୍ତଫା ଦେଲେ ଗୁଜୁରାଟ ମୁଖ୍ରମନ୍ତ୍ରୀ ବିଜୟ ରୂପାନୀ । ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ପତ୍ର ଦେଇଥିବା ନିଜ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ବିଜୟ ରୂପାନୀ । ଗତ ୫ ବର୍ଷ ହେବ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇଛନ୍ତି ବିଜୟ ରୂପାନୀ । ୨୦୧୭ ଠାରୁ ୨୦୨୧
Read More...

ମମତାଙ୍କୁ ଟକ୍କର ଦେବେ ପ୍ରିୟଙ୍କା

କୋଲକାତା : ଆଗକୁ ଆସୁଛି ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ଆସନର ଉପ-ନିର୍ବାଚନ । ଭବାନୀପୁର ବିଧାନସଭା ଆସନରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ନିର୍ବାଚନ ଲଢୁଥିବା ଲଢିବେ । ଆସନ୍ତା ୩୦ ତାରିଖରେ ଭବାନୀପୁରରେ ଦିଦିଙ୍କ ଭାଗ୍ୟ ପରୀକ୍ଷା ହେବାକୁଥିବା ବେଳେ ମମତା
Read More...

ପୌର ଅଧ୍ୟକ୍ଷ ହେବାକୁ ବେଣୁ ମଉସାଙ୍କ ଇଚ୍ଛା, ଲଢିବେ ନିର୍ବାଚନ

ବାଲେଶ୍ୱର: ଗତ ବର୍ଷ ବାଲେଶ୍ୱର ବିଧାନସଭା ଆସନ ଉପ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସାରା ରାଜ୍ୟରେ ଚର୍ଚ୍ଚାରେ ରହିଥିଲେ ବସ୍ତି ବାସିନ୍ଦା ନେତା ବେଣୁଧର ବାରିକ ଓରଫ ବେଣୁ ମଉସା। ନିର୍ବାଚନରେ ପରାଜିତ ହୋଇଥିଲେ ବି ଜନସେବା ପାଇଁ ତାଙ୍କ ମନରୁ ଉତ୍ସାହ ମଉଳିଯାଇ ନାହିଁ। ଅର୍ଥ ନ ଥିଲେ
Read More...