Browsing Category

ଖେଳ

ଦୁର୍ନୀତିଖୋରଙ୍କୁ ଉଚିତ୍ ଶିକ୍ଷା ମିଳିଛି: ରମିଜ୍ ରାଜା

ଇସଲାମାବାଦ : ଗତକାଲି ପାକିସ୍ତାନର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଉମର ଅକମଲଙ୍କୁ ତିନି ବର୍ଷ ପାଇଁ ବାସନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ୍ ରାଜା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏଭଳି ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ୍ ଶିକ୍ଷା ଦେବା ଉଚିତ୍ ।…
Read More...

ଧୋନି ନା ଯୁବରାଜ, କିଏ ଉନ୍ନତ ପଚାରିବାରୁ ବୁମ୍ରା ଦେଲେ ଏଭଳି ଉତ୍ତର

ନୂଆଦିଲ୍ଲୀ : ସାରା ବିଶ୍ୱ ଏବେ ମହାମାରୀ କରୋନା ପାଇଁ ଲକ୍‌ଡାଉନ୍‌ରେ । ଏହି ସଙ୍କଟ ସମୟରେ କ୍ରିକେଟରମାନେ ନିଜର ନିଜର ଘରେ ରହି ସୋଶିଆଲ୍ ମିଡ଼ିଆରେ ସକ୍ରିୟ ଅଛନ୍ତି । ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ଯଶପ୍ରୀତ ବୁମ୍ରା ମଧ୍ୟ ସୋଶିଆଲ୍ ମିଡ଼ିଆରେ ସକ୍ରିୟ ରହିଛନ୍ତି । ବୁମ୍ରା ଭାରତର…
Read More...

ସବୁ କଡ଼ାକଡ଼ି, କ୍ରିକେଟ୍‌କୁ ମାଫ୍‌

କାନବେରା :ଭାରତୀୟ କ୍ରିକେଟ ଦଳ ଡିସେମ୍ବରରେ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜ୍ ଖେଳିବାକୁ ଯିବ । କ୍ରିକେଟ ପ୍ରତିଯୋଗିତା ଲାଗି ନିୟମ କୋହଳ, ଏପରି ଏକ ସମ୍ଭାବନା ସୃଷ୍ଟି ହୋଇଛି ଅଷ୍ଟ୍ରେଲିଆରେ । ଏହି ନିୟମ ପୁଣି ଭାରତ ସହ ଟେଷ୍ଟ ସିରିଜ୍ ଖେଳିବାକୁ ନେଇ । ଯଦି ଭାରତ ନଯାଏ କିମ୍ବା…
Read More...

କୋହଲି-ର୍ଡିଭିଲିୟର୍ସଙ୍କ ମିଳିତ ଭାରତ-ଦକ୍ଷିଣ ଆଫ୍ରିକା ଏକାଦଶରେ ଧୋନିଙ୍କୁ ମିଳିଲା ଅଧିନାୟକ ଦାୟିତ୍ୱ

ବାଙ୍ଗାଲୋର : ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଆଇପିଏଲ୍ ଦଳ ରୟାଲ୍ ଚ୍ୟାଲେଞ୍ଜର୍ସ ସାଥୀ ଏବି ଡି\'ଭିଲିୟର୍ସଙ୍କ ଉଦ୍ୟମରେ ଉଭୟ ଦେଶର ଖେଳାଳିଙ୍କୁ ନେଇ ଗଠିତ ୧୧ ଜଣିଆ ଦଳରେ ମହେନ୍ଦ୍ର ସିଂ ଧୋନିଙ୍କୁ ଅଧିନାୟକ ଭାବେ ବଛାଯାଇଛି । ଏହି ଦଳରେ ଭାରତର ସାତ ଜଣ ସାମିଲ୍ ହୋଇଥିଲା ବେଳେ…
Read More...

କପିଲ୍ କହିଲେ କ’ଣ ପାଇଁ ମୁଁ ଲଣ୍ଡା ହେଲି

ନୂଆଦିଲ୍ଲୀ: ଲକ୍‌ଡାଉନ୍ ବେଳେ ଘରେ ରହି କିଏ ବେଶ ପୋଷାକରେ ତ ଆଉ କିଏ ନିଜ ନିଜ ପୁଅ, ଝିଅ, ସ୍ତ୍ରୀଙ୍କ ସହିତ ଦିନ କାଟୁଛନ୍ତି । କିନ୍ତୁ ଭାରତର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବ କିଛିଦିନ ହେବ ଟିକିଏ ନୂଆ ଲୁକ୍‌ରେ ନଜରକୁ ଆସୁଛନ୍ତି । ନିଜେ ଲଣ୍ଡା ହୋଇ ସୋଶିଆଲ୍ ମିଡ଼ିଆରେ ଏହି ନୂଆ…
Read More...

ଲକ୍‌ଡାଉନ୍‌ରେ ବି ଅଭ୍ୟାସ କରୁଛନ୍ତି ସୁଟର ଈଶା

ନୂଆଦିଲ୍ଲୀ : ବର୍ତ୍ତମାନ ଲକ୍‌ଡାଉନ୍ ସମୟ ଚାଲିଛି । କୌଣସି ଖେଳ କାର୍ଯ୍ୟକ୍ରମ ମଧ୍ୟ ନାହିଁ । ସବୁ ବନ୍ଦବାନ୍ଦ୍ ରହିଛି । ଏସବୁ ସତ୍ତ୍ୱେ କେତେକ ଖେଳାଳି ନିଜ ସୁବିଧାକୁ ଦେଖି ଅଭ୍ୟାସରେ ବ୍ୟସ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ପିସ୍ତଲ ସୁଟର ଈଶା ସିଂ ଅନ୍ୟତମ । ହାଇଦ୍ରାବାଦରେ ରହୁଥିବା…
Read More...

ବିନା କେକ୍ କଟାରେ ଜନ୍ମଦିନ

ମୁମ୍ବାଇ : ଭାରତୀୟ ପୂର୍ବତନ କ୍ରିକେଟର ସଚିନ୍ ତେନ୍ଦୁଲକର ଆଜି ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତେବେ ଲକ୍‌ଡାଉନ୍ ଯୋଗୁଁ ଜନ୍ମଦିନ ସଂପୂର୍ଣ୍ଣ ଉତ୍ସବବିହୀନ ହୋଇଛି । ଏବେ ସଚିନ୍ ନିଜ ଘରେ ପରିବାର ସହ ସମୟ ବିତାଉଛନ୍ତି । ଦୋକାନବଜାର ସବୁ ବନ୍ଦ ଥିବାରୁ କେକ୍ କାଟି ଜନ୍ମଦିନ…
Read More...

ଭୁବନେଶ୍ୱରକୁମାରଙ୍କୁ ଡାକ୍ତର ଦେଲେ ଏପରି ସାର୍ଟିଫିକେଟ୍‌

ନୂଆଦିଲ୍ଲୀ : ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଭାରତୀୟ ବୋଲର ଭୁବନେଶ୍ୱର କୁମାର ଏବେ ସଂପୂର୍ଣ୍ଣ ଫିଟ୍ । ସେ ନିଜେ ଏହି ସୂଚନା ଦେଇଛନ୍ତି । ସଂପୂର୍ଣ୍ଣ ଫିଟନେସ୍ ପାଇବା ପରେ ବର୍ତ୍ତମାନ ସେ ପ୍ରତ୍ୟାବର୍ତ୍ତନ ଲାଗି ବ୍ୟାକୁଳ । ତେବେ ବର୍ତ୍ତମାନ କୌଣସି କ୍ରିକେଟ୍ କାର୍ଯ୍ୟକ୍ରମ…
Read More...

କରୋନା ପାଇଁ ଫିକା ପଡ଼ିଯିବ ୪୭ତମ ଜନ୍ମଦିନ

୧୯୭୩ ମସିହା ଅପ୍ରେଲ ମାସ ୨୪ ତାରିଖରେ କିମ୍ବଦନ୍ତୀ କ୍ରିକେଟର ସଚିନ୍ ରମେଶ ତେନ୍ଦୁଲକର ମହାରାଷ୍ଟ୍ରର ବମ୍ବେର(ବର୍ତ୍ତମାନର ମୁମ୍ବାଇ) ଗାଦରଠାରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ମହାମାରୀ ରୂପକ କରୋନାରେ କବଳିତ ସାରା ବିଶ୍ୱ ଗ୍ରାସ କରିଥିବାରୁ ସେ ଆସନ୍ତାକାଲି ତାଙ୍କର…
Read More...

ଆଇପିଏଲ୍ ନୁହେଁ, ପୁଅ ସହିତ କ୍ୟୁପିଏଲ୍ ଖେଳୁଛନ୍ତି ଧାୱନ

ନୂଆଦିଲ୍ଲୀ : କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ସମସ୍ତ ଜନସାଧାରଣ କ୍ୱାରେଣ୍ଟାଇନରେ ରହିଲା ଭଳି ଗତ ମାସେ ହେଲା ଘରେ ରହିଆସୁଛନ୍ତି । ନା ଅଛି ଖେଳ ନା ଅଛି ବୁଲାବୁଲି । ଘରେ ନିଜ ଧର୍ମପତ୍ନୀ, ପିଲାମାନଙ୍କ ସହ ସମୟ ବିତାଉଛନ୍ତି କ୍ରିକେଟରମାନେ । ଆଜି ଭାରତୀୟ…
Read More...