Browsing Category

ଖେଳ

ଦୌଡ଼ ରେକର୍ଡ଼ ଭାଙ୍ଗିଲେ ଦଲିଲା

ନୂଆଦିଲ୍ଲୀ : ୟୁଏସ୍ ଚାମ୍ପିୟନ୍ସିପ୍ସରେ ୪୦୦ ମିଟର ହଡଲ୍ସ ପ୍ରତିଯୋଗିତାରେ ଅଲିମ୍ପିକ୍ ଚାମ୍ପିୟନ୍ ଦଲିଲା ମହମ୍ମଦ ରେକର୍ଡ଼ ଭାଙ୍ଗିଛନ୍ତି । ୨୯-ବର୍ଷିଆ ଏହି ମହିଳା ଆଥଲେଟ୍ ୫୨.୨୦ ସେକେଣ୍ଡରେ ଲକ୍ଷ୍ୟ ପୂରଣ କରିଥିଲେ । ଏଥିସହ ସେ ଋଷିଆର ୟୁଲିଆ ପେଚୋଙ୍କିନାଙ୍କ ରେକର୍ଡ଼ ଭାଙ୍ଗିଛନ୍ତି
Read More...

ଡେଭିସ୍ କପ୍ : ୫୫ ବର୍ଷ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଗସ୍ତରେ ଯିବ ଭାରତ

ନୂଆଦିଲ୍ଲୀ: ଡେଭିସ୍ କପ୍ ଖେଳିବା ପାଇଁ ଭାରତୀୟ ଟିମ୍ ପାକିସ୍ତାନ ଗସ୍ତରେ ଯିବ । ଦୀର୍ଘ ୫୫ ବର୍ଷ ଭିତରେ ପ୍ରଥମ ଥର ପାଇଁ ଭାରତ ଏହି ଗସ୍ତରେ ଯିବ । ନିଖିଳ ଭାରତ ଟେନିସ୍ ଆସୋସିଏସନ୍ (ଆଇଟା)ର ମହାସଚିବ ହିରଣ୍ମୟ ଚାଟାର୍ଜୀ ଏହା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଯାହା
Read More...

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ

ଜାପାନ୍ ଓପନ : ସେମିଫାଇନାଲରେ ପ୍ରଣୀଥ ନୂଆଦିଲ୍ଲୀ: ଜାପାନ୍ ଓପନ୍ର ସିଙ୍ଗିଲ୍ସ ଇଭେଣ୍ଟରେ ବି ସାଇ ପ୍ରଣୀଥଙ୍କ ଅଭିଯାନ ଅବ୍ୟାହତ ରହିଛି । ଶୁକ୍ରବାର ସେ ସେମିଫାଇଲାରେ ପ୍ରବେଶ କରିଛନ୍ତି । ତେବେ ମହିଳା ବିଭାଗରେ ପିଭି ସିନ୍ଧୁ ମଧ୍ୟ କ୍ୱାର୍ଟର ଫାଇନାଲରେ ପରାସ୍ତ ହୋଇିଛନ୍ତି ।
Read More...

ଜାପାନ୍ ଓପନ୍: କ୍ୱାର୍ଟରରେ ସିନ୍ଧୁ

ଟୋକିଓ: ଭାରତୀୟ ମହିଳା ପ୍ରତିଯୋଗୀ ପିଭି ସିନ୍ଧୁ ଓ ବି ସାଇ ପ୍ରଣୀତ ଜାପାନ୍ ଓପନ୍ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ପ୍ରି-କ୍ୱାର୍ଟରରେ ଜାପାନ୍ର ଆୟା ଓହରିଙ୍କ ସହ ତାଙ୍କର ଦୀର୍ଘ ଏକ ଘଣ୍ଟାର କଡ଼ା ସଂଘର୍ଷ ହୋଇଥିଲା । ଏଥିରେ ସିନ୍ଧୁ ତାଙ୍କୁ ୧୧-୨୧,
Read More...

କାହାକୁ କଟକଣା ନାହିଁ, ସମସ୍ତେ ମନଖୋଲି କହିପାରିବେ: କୋହଲି

ନୂଆଦିଲ୍ଲୀ: ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଏବଂ ଆଗକୁ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍ ଟୁର୍ଣ୍ଣାମେଣ୍ଟକୁ ନେଇ ଗଣମାଧ୍ୟମରେ ନାନା ଚର୍ଚ୍ଚା ଲାଗି ରହିଛି । ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଖେଳାଳି ମନୋନୟନରେ ବ୍ୟତିକ୍ରମ ନେଇ ଆଲୋଚନା ହୋଇଛି । ଖେଳାଳିମାନଙ୍କୁ ଉପଯୁକ୍ତ ଗୁରୁତ୍ୱ ଦିଆଯାଉନାହିଁ
Read More...

ଆସେସ୍ ଜର୍ସିରେ ରହିବ ଖେଳାଳିଙ୍କ ନାମ

ନୂଆଦିଲ୍ଲୀ: ଆଗକୁ ହେବାକୁ ଥିବା ଆସେସ୍ ସିରିଜ୍ରେ ଏକ ନୂଆ ପରିବର୍ତ୍ତନ ଦେଖିବାକୁ ମିଳିବ । ଏଣିକି ଆସେସ୍ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ଦିନିକିଆ ଓ ଟି-୨୦ ଜର୍ସିଗୁଡ଼ିକରେ ଖେଳାଳିମାନଙ୍କର ନାମ ଓ ନମ୍ବର ରହିବ । ତେବେ ଟେଷ୍ଟ ମ୍ୟାଚ୍ଗୁଡ଼ିକରେ ପାରମ୍ପରିକ
Read More...

ଏବେ ଅବସର ନେବାକୁ ଚାହୁଁନାହାନ୍ତି ଧୋନି

ମୁମ୍ବାଇ : ବିଶ୍ୱକପ୍ ଶେଷ ହେବା ପରଠାରୁ ମହେନ୍ଦ୍ର ସିଂ ଧୋନିଙ୍କୁ ନେଇ ବିସିସିଆଇରେ ସବୁଠୁ ଅଧିକ ବିଚାର ଆଲୋଚନା ଚାଲିଛି । ମିଳିଥିବା ସୂଚନା ଅନୁଯାୟୀ ଧୋନି ବର୍ତ୍ତମାନ ଅବସର ନେବାକୁ ଚାହୁଁନାହାଁନ୍ତି । ଟି-୨୦ ବିଶ୍ୱକପ୍ ଉପରେ ତାଙ୍କ ନଜର ରହିଛି । ଏହି ବିଶ୍ୱକପ୍ ଖେଳିବାକୁ
Read More...

ଇଣ୍ଡିଜ୍ ଦଳ ପାଇଁ ଭାରତୀୟ ଦଳ ଘୋଷିତ : ଟି-୨୦ରୁ ବୁମ୍ରା, ପାଣ୍ଡ୍ୟା ବିଶ୍ରାମ, ଫେରିଲେ ଧାୱନ

ମୁମ୍ବାଇ: ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଦଳ ଆଜି ଘୋଷଣା କରାଯାଇଛି । ବିଭିନ୍ନ ଦୃଷ୍ଟିରୁ ତିନୋଟିଯାକ ସିରିଜ୍ ଟେଷ୍ଟ, ଦିନିକିଆ ଓ ଟି-୨୦ ପାଇଁ ଘୋଷିତ ଦଳ ବିଶେଷ ଗୁରୁତ୍ୱ ବହନ କରୁଛି । ଟି-୨୦ ଓ ଦିନିକିଆ ସିରିଜ୍ରେ ଜଶପ୍ରୀତ୍ ବୁମ୍ରା ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବାଦ୍
Read More...

କ୍ରୀଡ଼ା ଓ ଆଦିବାସୀଙ୍କ ଉନ୍ନତି ଉପରେ ଗୁରୁତ୍ୱାରୋପ କଲେ ଡଃ.ସାମନ୍ତ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବ ବ୍ୟାପାର ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମକ୍ରମେ ଓଡ଼ିଶା ଆଜି ଭାରତର କ୍ରୀଡ଼ା ରାଜଧାନୀ ହୋଇପାରିଛି ବୋଲି କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ବୁଧବାର ସଂସଦର ବଜେଟ ଅଧିବେଶନ ଅବସରରେ ସୂଚନା ଦେଇଛନ୍ତି ।
Read More...

ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ

ନୂଆଦିଲ୍ଲୀ: କ୍ରିକେଟ୍‌ ଜଗତର ମାଷ୍ଟରବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର ଆଜି ୪୬ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ହେଉଛି ଏହି ମହାନ କ୍ରିକେଟରଙ୍କ ୪୬ତମ ଜନ୍ମଦିନ। ୧୯୭୩ ମସିହା ଆଜିର ଦିନରେ ସଚିନ୍‌ ମହାରାଷ୍ଟ୍ରର ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌ ହେଉଛନ୍ତି ପ୍ରଥମ କ୍ରିକେଟର
Read More...