Browsing Category

ଖେଳ

ରିୟାନ ପରାଗଙ୍କୁ ହୋଇପାରେ ଜେଲ ଦଣ୍ଡ ! ଡ୍ରେସିଂ ରୁମରେ ଇ-ସିଗାରେଟ୍ ପିଇବା ପଡିପାରେ ମହଙ୍ଗା

ନୂଆ ଦିଲ୍ଲୀ-ରାଜସ୍ଥାନ ରୟାଲସ ଅଧିନାୟକ ରିୟାନ ପରାଗ ପଞ୍ଜାବ କିଙ୍ଗସ ବିପକ୍ଷରେ ଇଣ୍ଡିଆନ ପ୍ରିମିୟର ଲିଗ୍ ମ୍ୟାଚ୍ ସମୟରେ ଡ୍ରେସିଂ ରୁମରେ ଇ-ସିଗାରେଟ୍ ପିଇଥିବାର ଦେଖାଯାଇଥିଲା। ଏହି ଘଟଣା ମଙ୍ଗଳବାର ରାତିରେ ମୁଲାନପୁରରେ ଘଟିଥିଲା। ରାଜସ୍ଥାନ ଇନିଂସର 16ତମ ଓଭର ସମୟରେ, ପରାଗଙ୍କୁ
Read More...

ମୁଖ୍ୟ ଚୟନକର୍ତ୍ତା ଅଗରକରଙ୍କ କାର୍ଯ୍ୟକାଳ ବଢିବ କି ? ଏମିତି କହିଲେ ରାଜୀବ ଶୁକ୍ଳା

ନୂଆଦିଲ୍ଲୀ। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ବରିଷ୍ଠ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ କାର୍ଯ୍ୟକାଳ କିଛି ଦିନ ମଧ୍ୟରେ ଶେଷ ହେବାକୁ ଯାଉଛି। ଅଗରକରଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ତିନୋଟି ICC ଟ୍ରଫି ଜିତିଛି। ଏହି ମାମଲାରେ, ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା
Read More...

ଧୋନୀ କିମ୍ୱା ରୋହିତଙ୍କଠାରୁ ନୁହେଁ ଏହି ଖେଳାଳିଙ୍କଠାରୁ ଅଧିନାୟକତ୍ୱର କଳା ଶିଖୁଛନ୍ତି ଶ୍ରେୟସ

ନୂଆଦିଲ୍ଲୀ। ଶ୍ରେୟସ ଆୟର ତାଙ୍କ ଅଧିନାୟକତ୍ୱରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଯେତେବେଳେ ସେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକତ୍ୱ କରିଥିଲେ, ସେତେବେଳେ ସେ ପ୍ରଥମ ଥର ପାଇଁ ଦଳକୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିଲେ। ତାଙ୍କ ଅଧିନାୟକତ୍ୱରେ, କୋଲକାତା ନାଇଟ୍ ରାଇଡର୍ସ ଟାଇଟଲ ଜିତିଥିଲା,
Read More...

ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଡେବ୍ୟୁ କରିବେ ବୈଭବ ସୂର୍ଯ୍ୟବଂଶୀ !

ନୂଆଦିଲ୍ଲୀ। ଜୁନ୍ ମାସରେ ଆୟରଲ୍ୟାଣ୍ଡ ବିପକ୍ଷରେ ଟି-୨୦ ସିରିଜ୍ ପାଇଁ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳରେ ଚୟନ କରାଯାଇପାରେ। ଯଦି ବୈଭବ ସୂର୍ଯ୍ୟବଂଶୀ ଭାରତ ପାଇଁ ଡେବ୍ୟୁ କରନ୍ତି, ତେବେ ସେ ଅନ୍ତର୍ଜାତୀୟ କ୍ରିକେଟରେ ନିଜ ଦେଶକୁ ପ୍ରତିନିଧିତ୍ୱ କରୁଥିବା ସବୁଠାରୁ କମ୍
Read More...

ବୈଭବ ବ୍ୟାଟିଂ ଦେଖି ପଠାନ୍ ଖୁସ୍, କହିଲେ ଆଉ ଅପେକ୍ଷା କରନି….

ନୂଆଦିଲ୍ଲୀ : ଆଇପିଏଲ ଆରମ୍ଭରୁ ଗର୍ଜୁଛି ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍ । ତାଙ୍କ ବ୍ୟାଟିଂ ଦେଖି କ୍ରିକେଟ ଜଗତର ବଡ ବଡ କିମ୍ବଦନ୍ତୀ ହେଉଛନ୍ତି ଫିଦା । ଗତକାଲି ମୁମ୍ବାଇ ବିପକ୍ଷ ମ୍ୟାଚରେ ମଧ୍ୟ ଚାଲିଥିଲା ତାଙ୍କର ବ୍ୟାଟ୍ । ଏହାକୁ ଦେଖି ଟିମ୍ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର
Read More...

ଗମ୍ଭୀରଙ୍କ ବିଷୟରେ ବଡ କଥା କହିଲେ ଗାଙ୍ଗୁଲି, କହିଲେ ଏହା ହେବ ପ୍ରକୃତ ପରୀକ୍ଷା

ନୂଆଦିଲ୍ଲୀ। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନେତୃତ୍ବ ଟିମ୍ ଇଣ୍ଡିଆକୁ ଦୁଇଟି ICC ଟ୍ରଫି ଜିତିଛି। ସେ ଭାରତ ପାଇଁ ଦୁଇଟି ICC ଟ୍ରଫି ଜିତିଥିବା ପ୍ରଥମ ପ୍ରଶିକ୍ଷକ ହୋଇଛନ୍ତି। ଗମ୍ଭୀରଙ୍କ ପ୍ରଶିକ୍ଷଣରେ, ଟିମ୍ ଇଣ୍ଡିଆ 2025ରେ ଚାମ୍ପିଅନ୍ସ ଟ୍ରଫି ଏବଂ ତା’ପରେ 2026ରେ
Read More...

କେକେଆର୍‌ରେ ଯୋଗଦେଲେ ମୁଜରବାନି

କୋଲକାତା: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଆଗାମୀ ଆଇପିଏଲ୍‌ ପୂର୍ବରୁ ଜିମ୍ବାୱେ ଦ୍ରୁତ ବୋଲର ବ୍ଲେସିଂ ମୁଜରବାନିଙ୍କୁ ଦଳରେ ସମିଲ କରିଛି। ୬ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଡାହାଣହାତି ମୁଜରବାନି ହେଉଛନ୍ତି ସ‌ର୍ଟେଷ୍ଟ ଫର୍ମାଟ୍‌ରେ ଜିମ୍ବାୱେର ଅଗ୍ରଣୀ ଦ୍ରୁତ ବୋଲର। ସେ ୨୧
Read More...

ପିତାଙ୍କୁ ପଦକ ଉପହାର ଦେଲେ ଦୁବେ

ନୂଆଦିଲ୍ଲୀ: ଭାରତ ପୁରୁଷ ଟି୨୦ ବିଶ୍ବକପ୍‌ ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ଚମ୍ପିଆନ ଭାରତୀୟ ଦଳର ପ୍ରତ୍ୟେକ ଖେଳାଳି ସ୍ବର୍ଣ୍ଣ ପଦକ ପାଇଥିଲେ। ଭାରତ ଚମ୍ପିଆନରେ ଅଲରାଉଣ୍ଡର ଶିଭମ ଦୁବେଙ୍କ ବଡ଼ ଅବଦାନ ରହିଥିଲା। ଦୁବେ ପାଇଥିବା ପଦକକୁ ପିତାଙ୍କୁ ଉପହାର ସ୍ବରୂପ ପ୍ରଦାନ କରିଛନ୍ତି।
Read More...

ଆଜି ଭାରତ-ଇଂଲଣ୍ଡ ସେମି ଟକ୍କର, ଏମିତି ହେବ ଟିମ୍ ଇଣ୍ଡିଆର ପ୍ଲେଇଙ୍ଗ୍-11

ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ ୨୦୨୬ର ଦ୍ୱିତୀୟ ସେମିଫାଇନାଲ ମାର୍ଚ୍ଚ ୫ରେ ଖେଳାଯିବ। ଏହି କର ବା ମର ମ୍ୟାଚରେ ଉଭୟ ଦଳ ବିଜୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେମିଫାଇନାଲର ବିଜେତା ଫାଇନାଲରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ, ଯେତେବେଳେ ପରାଜିତ ଦଳ
Read More...

ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ

ଚେନ୍ନଇ: ଆଜି ଭାରତ-ଜିମ୍ବାୱେ ମହାଲଢ଼େଇ । ଚଳିତ ଆଇସିସି ଟି-୨୦ ବିଶ୍ୱକପ୍‌ର ସୁପର-୮ ପର୍ଯ୍ୟାୟରେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଆଜି ଜିମ୍ବାୱେକୁ ଭେଟିବ ଆୟୋଜକ ଭାରତ। ସ୍ଥାନୀୟ ଏମ୍‌ ଚିଦାମ୍ବରମ ଷ୍ଟାଡିୟମରେ ରାତି ୭ଟାରେ ଗ୍ରୁପ୍‌-୧’ର ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଅନୁଷ୍ଠିତ
Read More...