Browsing Category

ଖେଳ

ବଢିଲା ଚର୍ଚ୍ଚା, ଆଇପିଏଲରେ ଏହି ଦଳର ଅଧିନାୟକ ହେବେ ପାଣ୍ଡ୍ୟା

ନୂଆଦିଲ୍ଲୀ; ଆଇପିଏଲ ୨୦୨୬ ସିଜନ ଶେଷ ହେବା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରୁ ଅଲଗା ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଆଇପିଏଲ ୨୦୨୪ରେ ହାର୍ଦ୍ଦିକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ କରାଯାଇଥିଲା। ସେତେବେଳେ ତାଙ୍କୁ ୫ ଥର ଦଳକୁ ଚାମ୍ପିୟନ କରାଇଥିବା ରୋହିତ…
Read More...

ଟି-୨୦ର ନୂଆ ବସ୍ ହେଲେ ବଟଲର, କହିଲେ ଦିନେ ଏହି ରେକର୍ଡ ଭାଙ୍ଗିବେ ସୂର୍ଯ୍ୟବଂଶୀ

ନୂଆଦିଲ୍ଲୀ- ଇଂଲଣ୍ଡର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଜସ୍ ବଟଲର୍ ଟି-୨୦ କ୍ରିକେଟରେ ଇତିହାସ ସୃଷ୍ଟି କରିଛନ୍ତି। ଦି ହଣ୍ଡ୍ରେଡ୍ ଟୁର୍ଣ୍ଣାମେଣ୍ଟରେ ମାଞ୍ଚେଷ୍ଟର ସୁପର ଜାଏଣ୍ଟ୍ସ ପାଇଁ ଖେଳି ସେ ୱେଷ୍ଟଇଣ୍ଡିଜ୍ କିମ୍ବଦନ୍ତୀ କିରନ୍ ପୋଲାର୍ଡଙ୍କୁ ପଛରେ ପକାଇ ଟି-୨୦ କ୍ରିକେଟ ଇତିହାସରେ…
Read More...

ବିପଦରେ ଅଜିତ ଅଗରକରଙ୍କ ପଦବୀ, ଏହି ଅଭିଜ୍ଞ ଖେଳାଳି ହୋଇପାରନ୍ତି ନୂତନ ମୁଖ୍ୟ ଚୟନକର୍ତ୍ତା

ନୂଆଦିଲ୍ଲୀ। ଭାରତୀୟ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୨୦୨୬ରେ ଶେଷ ହେଉଛି, ଏବଂ ଏହା ବିଶ୍ୱାସ କରାଯାଉଥିଲା ଯେ ତାଙ୍କୁ ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ। ତଥାପି, ସମ୍ପ୍ରତି ଇଂଲଣ୍ଡ ଗସ୍ତର ଦ୍ୱିତୀୟ ଏକଦିବସୀୟ ପୂର୍ବରୁ…
Read More...

ଟିମ୍ ଇଣ୍ଡିଆ ସହ ଏହି ଦୁଇ ଖେଳାଳି ମଧ୍ୟ ଯିବେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଜମ୍ମୁ-କଶ୍ମୀରର ଉଦୀୟମାନ ଦ୍ରୁତ ବୋଲର ଆକିବ ନବିଙ୍କୁ ଦଳରେ ସାମିଲ କରାଯାଇଛି। ଏବେ ଖବର ମିଳିଛି…
Read More...

ବୁମରାଙ୍କ ସ୍ଥାନ ନେଲେ ଆକିବ ନବି

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଭାରତୀୟ ଦଳକୁ କିଛି ଖରାପ ଖବର ମିଳିଛି। ଦଳର ମୁଖ୍ୟ ଦ୍ରୁତ ବୋଲର ଜସପ୍ରିତ ବୁମରା ଗସ୍ତରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜମ୍ମୁ କଶ୍ମୀରର ଆକିବ ନବିଙ୍କୁ ଚୟନ କରାଯାଇଛି। ବିସିସିଆଇ ସୋମବାର ଏକ ବିବୃତ୍ତି ଜାରି କରି ଏହା ଘୋଷଣା କରିଛି। …
Read More...

୧୨ ଭେନ୍ୟୁରେ ଖେଳାଯିବ ୨୦୨୭ ଦିନିକିଆ ବିଶ୍ବକପ୍‌

ଦୁବାଇ: ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟାର ୧୨ଟି ଭେନ୍ୟୁରେ ଆଗାମୀ ୨୦୨୭ ଦିନିକିଆ ବିଶ୍ବକପ୍‌ ଖେଳାଯିବ। ୫୦ ଓଭରିଆ ଏହି ବିଶ୍ବ କ୍ରିକେଟ୍‌ ପ୍ରତିଯୋଗିତା ୨୪ ବର୍ଷ ପରେ ଦକ୍ଷିଣ ଆଫ୍ରିକାକୁ ଫେରିଥିଲା ବେଳେ ଜୋହାନେସ୍‌ବର୍ଗରେ ଏକ ଭବ୍ୟ ଉତ୍ସବରେ ଆଗାମୀ ସଂସ୍କରଣ ଲାଗି ଆଇସିସି…
Read More...

୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ନିଯୁକ୍ତି ନେଇ ଅସନ୍ତୋଷ ଝାଡିଲେ ହର୍ଷା ଭୋଗଲେ

ନୂଆଦିଲ୍ଲୀ- ୨୦୨୬-୨୭ ଦୁଲୀପ ଟ୍ରଫି ପାଇଁ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ପୂର୍ବ ଜୋନ୍ ଦଳର ଉପ-ଅଧିନାୟକ ଭାବରେ ନିଯୁକ୍ତି ଦେବା ନିଷ୍ପତ୍ତି ଆଲୋଚନାର ବିଷୟ ପାଲଟିଛି। ଇଶାନ କିଶନଙ୍କ ନେତୃତ୍ୱରେ ଦଳର ଉପ-ଅଧିନାୟକ ଭାବରେ ଯୁବ ବ୍ୟାଟସମ୍ୟାନଙ୍କ ନିଯୁକ୍ତି ଉପରେ ଅନେକ ପୂର୍ବତନ…
Read More...

କ୍ରିକେଟକୁ ଅଲବିଦା ଜଣାଇଲେ ରାହାଣେ

ମୁମ୍ବାଇ :ଆଜିଙ୍କ୍ୟ ରାହାଣେ ଗୁରୁବାର ଆନୁଷ୍ଠାନିକ ଭାବେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଟିମ୍ ଇଣ୍ଡିଆର ସଦସ୍ୟ ରହିଥିଲେ। ସେ ୮୫ଟି ଟେଷ୍ଟ, ୯୦ଟି ଦିନିକିଆ ଏବଂ ୨୦ଟି ଟି-୨୦ ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ୱ କରି ୮,୦୦୦ରୁ ଅଧିକ ଅନ୍ତର୍ଜାତୀୟ…
Read More...

 ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ ହେଲେ ଶୁଭଦୀପ

ନୂଆଦିଲ୍ଲୀ: ଭାରତୀୟ ଦଳର ନୂଆ ଫିଲ୍ଡିଂ କୋଚ ଭାବେ ଶୁଭଦୀପ ଘୋଷ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଗାମୀ ଶ୍ରୀଲଙ୍କା ଗସ୍ତରୁ ତାଙ୍କ କାର୍ଯ୍ୟକାଳ ଆରମ୍ଭ ହେବ । ଭାରତୀୟ ଦଳ ସହ ଦୀର୍ଘ ୫ ବର୍ଷ ଧରି କାର୍ଯ୍ୟ କରିଥିବା ଟି ଦିଲ୍ଲୀପଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଶୁଭଦୀପଙ୍କୁ ବିସିସିଆଇ ନୂଆ…
Read More...

ଶ୍ରୀଲଙ୍କା ଗସ୍ତ ପାଇଁ ଭାରତର ଟେଷ୍ଟ ଦଳ ଘୋଷଣା, ଏହି ଖେଳାଳିଙ୍କୁ ପ୍ରଥମ ଥର ପାଇଁ ମିଳିଛି ସ୍ଥାନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଦଳ ଘୋଷଣା କରିଛି। ପ୍ରଥମ ଥର ପାଇଁ ଦଳରେ ଦୁଇ ଖେଳାଳିଙ୍କୁ ସାମିଲ କରାଯାଇଛି। ୱାଶିଂଟନ୍ ସୁନ୍ଦରଙ୍କ ନାମ ଦଳରେ ସାମିଲ ନାହିଁ।ସୁନ୍ଦର ଇଂଲଣ୍ଡ ଗସ୍ତ…
Read More...