Browsing Category

ଖେଳ

ଏସୀୟ କ୍ରୀଡାରେ ଭାରତୀୟ ମହିଳା କ୍ରିକେଟ ଦଳ ଭାରତକୁ ଦେଲେ ପ୍ରଥମ ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ- ଭାରତୀୟ ମହିଳା କ୍ରିକେଟ୍ ଦଳ ଏସୀୟ କ୍ରୀଡା 2026 ରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲରେ, ଭାରତ ଶ୍ରୀଲଙ୍କାକୁ 147 ରନରେ ପରାସ୍ତ କରି ଲଗାତାର ଦ୍ୱିତୀୟ ଥର ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପ୍ରଥମେ ବ୍ୟାଟିଂ କରି 216/3 ର ବିଶାଳ ସ୍କୋର କରିଥିଲା। ଜବାବରେ,…
Read More...

ଇତିହାସ ରଚିଲେ ବୁମରା: ଟି-୨୦ ଆନ୍ତର୍ଜାତୀୟରେ ପକାଇଲେ ସର୍ବାଧିକ ମେଡେନ୍ ଓଭର

ନୂଆଦିଲ୍ଲୀ:ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମରା ଏକ ବଡ଼ ଇତିହାସ ରଚିଛନ୍ତି। ମ୍ୟାଚ୍‌ର ଆରମ୍ଭରୁ ପାୱାରପ୍ଲେ'ରେ ବୋଲିଂ କରି ଆଫଗାନିସ୍ତାନ ବ୍ୟାଟରଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ ବୁମରା। ତାଙ୍କର ଏହି ଘାତକ ବୋଲିଂ କେବଳ ଟିମ୍…
Read More...

ଭାରତ ଆସିବ ପାକିସ୍ତାନ ଟିମ୍

ଚଣ୍ଡୀଗଡ଼: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ଭାରତୀୟ ମାଟିରେ ନଜର ଆସିବ ପାକିସ୍ତାନ ହକି ଦଳ। ଆସନ୍ତା ‘ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ୨୦୨୬’ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ପାଇଁ ପାକିସ୍ତାନ ଟିମ୍ ଭାରତ ଗସ୍ତ କରିବ। ଏହି ବହୁପ୍ରତୀକ୍ଷିତ ମ୍ୟାଚ୍‌ ଗୁଡ଼ିକ ପଞ୍ଜାବର ମୋହାଲି ତଥା…
Read More...

ପଡିଆରେ ଗୁଡି ଉଡାଇଲେ ଅଭିଷେକ ଓ ଦୁବେ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ- ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଆସନ୍ତା ରବିବାର ଦିନ ତିନି ମ୍ୟାଚ୍ ବିଶିଷ୍ଟ ଟି-20 ସିରିଜର ପ୍ରଥମ ମ୍ୟାଚ୍ ଅରୁଣ ଜେଟଲି କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଏହା ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ମସ୍ତି ମୋଡ୍ ରେ ଦେଖିବାକୁ ମିଳିଛି । ବିଶେଷ କରି ଟିମ୍ ଇଣ୍ଡିଆର…
Read More...

ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ହର୍ଷିତ ଆଉଟ୍

ନୂଆଦିଲ୍ଲୀ: ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଟି-୨୦ ସିରିଜ୍ ସେପ୍ଟେମ୍ବର ୧୩ ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖରାପ ଖବର ଆସୁଛି। ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିବା ଦ୍ରୁତ ବୋଲର ହର୍ଷିତ ରାଣା ପୁଣି ଥରେ ଆହତ ହୋଇଛନ୍ତି। ତାଙ୍କର…
Read More...

ଏସିଆନ ଗେମ୍ସକୁ ନେଇ ବିସିସିଆଇ ନେଲା ବଡ ନିଷ୍ପତ୍ତି

ନୂଆଦିଲ୍ଲୀ: ଆସନ୍ତା ଏସିଆନ୍ ଗେମ୍ସ ୨୦୨୬କୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଏକ ବଡ଼ ନିଷ୍ପତ୍ତି ନେଇଛି। ପ୍ରତିଯୋଗିତା ସମୟରେ ଭାରତୀୟ ପୁରୁଷ ଓ ମହିଳା କ୍ରିକେଟ୍ ଟିମ୍ ଆୟୋଜକଙ୍କ ଦ୍ୱାରା ବ୍ୟବସ୍ଥା କରାଯାଇଥିବା ଅଫିସିଆଲ୍ ହୋଟେଲରେ ହିଁ ଅବସ୍ଥାନ…
Read More...

ପାକିସ୍ତାନ ପାଇଁ କାଳ ହେଲା ଭାରତ ବିପକ୍ଷରେ ୧୦ ୱିକେଟ୍ ବିଜୟ, ଅଜବ ଯୁକ୍ତି କଲେ ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ- ପାକିସ୍ତାନର ପୂର୍ବତନ ଅଧିନାୟକ ମହମ୍ମଦ ୟୁସୁଫ ୨୦୨୧ ଟି୨୦ ବିଶ୍ୱକପରେ ଭାରତ ବିପକ୍ଷରେ ଦଳର ୧୦ ୱିକେଟ୍ ବିଜୟକୁ ଦଳର ବର୍ତ୍ତମାନର ସଙ୍କଟ ପାଇଁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ସେହି ବିଜୟ ପରେ, ଖେଳାଳିମାନଙ୍କ ମଧ୍ୟରେ ସଫଳତାର ଭାବନା ବିକଶିତ ହୋଇଥିଲା ଏବଂ ଅଧିନାୟକତ୍ୱ…
Read More...

ମ୍ୟାକ୍ସୱେଲଙ୍କ ପସନ୍ଦର ଦିନିକିଆ କ୍ରିକେଟର କିଏ ?

ନୂଆଦିଲ୍ଲୀ- ଗ୍ଲେନ୍ ମ୍ୟାକ୍ସୱେଲ୍ ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ବ୍ରାଡ୍ ହାଡିନ୍ ଏବଂ ଆଲିସା ହିଲିଙ୍କ ପୋଡକାଷ୍ଟ, "କିପିଂ ଇଟ୍ କ୍ରିକେଟ୍" ରେ ବିଭିନ୍ନ ଫର୍ମାଟରେ ତାଙ୍କର ସର୍ବକାଳୀନ ପ୍ରିୟ ଖେଳାଳିମାନଙ୍କୁ ଚୟନ କରିଛନ୍ତି। ସେ ଏହି ଅବସରରେ ଭାରତର ଷ୍ଚାର ଖେଳାଳି ବିରାଟ…
Read More...

ଭାରତ-ଜାପାନ ମଧ୍ୟରେ ହେବ ପ୍ରଥମ ଐତିହାସିକ ଟି୨୦ ମ୍ୟାଚ

ନୂଆଦିଲ୍ଲୀ,୦୪/୦୯: ଭାରତ ଏବଂ ଜାପାନ ମଧ୍ୟରେ ଖେଳାଯିବ ଏକ ଐତିହାସିକ କ୍ରିକେଟ୍ ମ୍ୟାଚ୍ । ଜାପାନ ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍ର କ୍ରିଡାସୂଚୀ ଶୁକ୍ରବାର ଘୋଷଣା କରିଛି ବିସିସିଆଇ । ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉତ୍ସବର ଶୁଭାରମ୍ଭ ଅବସରରେ ଏହି ମ୍ୟାଚ୍…
Read More...

ଅଭିଷେକ ଶର୍ମାଙ୍କୁ ଜନ୍ମଦିନର ଶୁଭେଚ୍ଛା : ଚାରି ବର୍ଷ ବୟସରେ ବ୍ୟାଟ୍ ଉଠାଇଥିଲେ, ଜାଣନ୍ତୁ ତାଙ୍କ ବିଷୟରେ ରୋଚକ ତଥ୍ୟ

ନୂଆଦିଲ୍ଲୀ- ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ଅଭିଷେକ ଶର୍ମାଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ତାଙ୍କୁ ବିଶ୍ୱର ସବୁଠାରୁ ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ମାତ୍ର 25 ବର୍ଷ ବୟସରେ, ଅଭିଷେକ ଅନ୍ତର୍ଜାତୀୟ କ୍ରିକେଟରେ ଅନେକ…
Read More...