Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ପୁଣି କମିଲା ଆଇପିଏଲ ଟିଭି ରେଟିଂ
ନୂଆଦିଲ୍ଲୀ,୧୫/୪: ଆଇପିଏଲର ଟିଭି ରେଟିଂରେ ହ୍ରାସ ଧାରା ଜାରି ରହିଛି । ଏହାକୁ ନେଇ ବିସିସିଆଇ ଖୁବ ଚିନ୍ତିତ । ଦ୍ୱିତୀୟ ସପ୍ତାହରେ ବି ଟିଭି ରେଟିଂ ହ୍ରାସ ପାଇଛି । ପ୍ରଥମ ସପ୍ତାହରେ ଆଇପିଏଲ ଟିଭି ରେଟିଂରେ ୩୩ ପ୍ରତିଶତ ହ୍ରାସ ଘଟିଥିଲା । ଏହା ପରେ ଦ୍ୱିତୀୟ ସପ୍ତାହରେ ୨୮ ପ୍ରତିଶତ!-->…
Read More...
Read More...
ଆଇପିଏଲ୍ରେ ପଶିଲା କରୋନା
ମୁମ୍ବାଇ,୧୫/୪ : ଏତେ ଜଗିକି ମଧ୍ୟ କିଛି ଲାଭ ହେଲାନି । ଆଇପିଏଲରେ ପୁଣି ପଶିଲା କରୋନା । ଆଇପିଏଲର ଚଳିତ ସଂସ୍କରଣରେ ସୁରକ୍ଷା ବଳୟ ଭେଦ କରିଛି କରୋନା । ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫିଜିଓ ପଜିଟିଭ୍ ହେବା ପରେ ଟିମ୍ର!-->…
Read More...
Read More...
ସିଏସ୍କେକୁ ବଡ ଝଟକା, ଆଇପିଏଲ-୨୦୨୨ରୁ ବାଦ ପଡିଲେ ଦୀପକ ଚହର
ମୁମ୍ବାଇ : ଡିପେଣ୍ଡିଂ ଚମ୍ପିଆନ ଚେନ୍ନାଇ ସୁପର କିଙ୍ଗ୍ସକୁ ଏକ ବଡ ଝଟକା ଲାଗିଛି । ଦଳ ଏ ପର୍ଯ୍ୟନ୍ତ ୫ଟି ମ୍ୟାଚରୁ ୪ଟି ପରାଜୟ ଭୋଗିଥିବା ବେଳେ ଷ୍ଟାର ବୋଲର ଦୀପକ ଚହର ଆଇପିଏଲ-୧୫ ସିଜିନରୁ ବାହର ହୋଇଯାଇଛି । ଆହତ କାରଣରୁ ସିଏସକେ ଦ୍ରୁତ ବୋଲର ଦୀପକ ଚହରଙ୍କୁ ଆଇପିଏଲର ୧୫ ତମ!-->…
Read More...
Read More...
ନିୟମ ଭାଙ୍ଗି ଦଣ୍ଡିତ ହେଲେ ଏହି ବାଂଲା କ୍ରିକେଟର
ଢାକା: ନିୟମ ଭାଙ୍ଗି ଦଣ୍ଡିତ ହୋଇଛନ୍ତି ବାଂଲାଦେଶୀ ପେସର ଖାଲିଦ ଅହମଦ । ତାଙ୍କ ମ୍ୟାଚ୍ ଫିର ୧୫ ପ୍ରତିଶତ କାଟିଦିଆଯିବ । ଆଇସିସି ଆଜି ଏହି ସୂଚନା ଦେିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ସିରିଜ୍ରେ ଖାଲିଦ ଆଇସିସିର କୋଡ୍ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ!-->…
Read More...
Read More...
ପୁରୁଷ ହକି ବିଶ୍ୱକପ୍-୨୦୨୩ର ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୪/୪ : ଆଗକୁ ଓଡ଼ିଶାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍-୨୦୨୩ର ଲୋଗୋ ଉନ୍ମୋଚିତ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଏହି ଲୋଗୋକୁ ଉନ୍ମୋଚନ କରିଛନ୍ତି । ଭୁବନେଶ୍ୱର ଓ ରାଉରକେଲୋରେ ବିଶ୍ୱକପର ମ୍ୟାଚ୍ ଗୁଡିକ!-->…
Read More...
Read More...
ଭୁବନେଶ୍ୱରରେ ହେବ ଜୁନିୟର ମହିଳା ଫୁଟବଲ ବିଶ୍ୱ କପ
ଭୁବନେଶ୍ୱର,୧୩/୪(ସ୍ୱପ୍ର): ଓଡ଼ିଶାର କ୍ରୀଡ଼ାପ୍ରେମୀଙ୍କ ପାଇଁ ଖୁସି ଖବର । ଓଡ଼ିଶାରେ ହେବ ଜୁନିୟର(୧୭ ବର୍ଷରୁ କମ)ମହିଳା ଫୁଟବଲ ବିଶ୍ୱ କପ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଏହି ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ଇଭେଣ୍ଟ । ଫୁଟବଲର ସର୍ବୋଚ୍ଚ ନିଷ୍ପତ୍ତି ନିର୍ଦ୍ଧାରଣକାରୀ!-->…
Read More...
Read More...
ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ପିତାଙ୍କୁ ଉତ୍ସର୍ଗ କଲେ ଦୁବେ, ଧୋନୀଙ୍କ ବିଷୟରେ ଏମିତି କହିଲେ
ମୁମ୍ବାଇ : ଆଇପିଏଲ-୨୦୨୨ ସିଜିନର ପ୍ରଥମ ବିଜୟ ଲାଭ କରିଛି ଚେନ୍ନାଇ ସୁପର କିଙ୍ଗସ୍ । ଗତକାଲି ଆଇପିଏଲର ଏକ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ସିଏସକେ ଏହି ବିଜୟ ହାସଲ କରିଛି । ଏଥି ସହିତ ଦଳ ପଏଣ୍ଟ ଟେବୁଲ ନିଜର ଖାତା ଖୋଲିଛି । ଏହି ମ୍ୟାଚରେ ଚେନ୍ନାଇ ସୁପର!-->…
Read More...
Read More...
ପୁଣି ଆହତ ହେଲେ ସିଏସକେ ଷ୍ଟାର ପେସର, ପୁରା ଆଇପିଏଲରେ ବାଦ ପଡିପାରନ୍ତି
ବାଙ୍ଗାଲରୋ : ଡିଫେଣ୍ଡିଂ ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଆଇପିଏଲ ୨୦୨୨ରେ ଖରାପ ସମୟ ଦେଇ ଗତି କରୁଛି । ଲିଗର ପ୍ରଥମ ଚାରୋଟି ମ୍ୟାଚ୍ ହାରି ବ୍ୟାକଫୁଟ୍ରେ ଥିବା ବେଳେ ଷ୍ଟାର ପେସର ପୁଣି ଆହତ ହେବା ଦଳର ଚିନ୍ତାକୁ ଆହୁରି ଦ୍ୱିଗୁଣିତ କରିଛି । ଦୀପକ ଚହର ଆହତରୁ!-->…
Read More...
Read More...
ଜାଣନ୍ତୁ,ଧୋନୀଙ୍କୁ ଦେଖି ଶାସ୍ତ୍ରୀ କାହିଁକି ଚିଲାଇଥିଲେ
ନୂଆଦିଲ୍ଲୀ,୧୦/୪ : ବହୁ ଦିନ ତଳେ ଏକ ମଜାଜାର ଘଟଣା ଘଟିଥିଲା । ସେତେବେଳେ ଭାରତ ପାକିସ୍ତାନ ବିପକ୍ଷରେ ଏକ ମ୍ୟାଚ ଖେଳୁଥିଲା ଏବଂ ସେଥିରେ ମହେନ୍ଦ୍ର ସିଂ ଧୋନୀ ସାମିଲ ଥିଲେ । ମ୍ୟାଚ ଆରମ୍ଭ ହେବା ପୂର୍ବରୁ ପୂର୍ବତନ ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ହଠାତ ଧୋନୀ ଉପରେ ଚିଲାଇ ଉଠାଇଥିଲେ ।!-->…
Read More...
Read More...
ଶ୍ରୀଲଙ୍କା ହରାଇପାରେ ଏସିଆ କପ ଆୟୋଜନ ସୁଯୋଗ
କଲମ୍ବୋ: ଶ୍ରୀଲଙ୍କାରେ ଦେଖାଦେଇଥିବା ଭୟଙ୍କର ଅର୍ଥନୈତିକ ସଙ୍କଟ ବର୍ତ୍ତମାନ କ୍ରିକେଟ୍ ଉପରେ ପଡ଼ିଲାଣି । ଏହି କାରଣରୁ ଶ୍ରୀଲଙ୍କା ହାତରୁ ଏସିଆ କପ୍ ଆୟୋଜନର ଅଧିକାର ଚାଲିଯିବାର ଆଶଙ୍କା ଦେଖାଦେଇଛି । ୨୭ ଅଗଷ୍ଟରୁ ୧୧ ସେପ୍ଟେମ୍ବର ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଏସିଆ କପ୍ ଅନୁଷ୍ଠିତ!-->…
Read More...
Read More...