Browsing Category

ଖେଳ

ଏହିଭଳିଭାବେ ବିସିସିଆଇକୁ ସଙ୍କଟରୁ ଉଦ୍ଧାର କରିଥଲେ ସ୍ୱର ସାମ୍ରାଜ୍ଞୀ

ମୁମ୍ୱାଇ ,୬/୨: ଗାୟିକା ଲତା ମଙ୍ଗେସକରଙ୍କ ଜୀବନ ଥିଲା ପ୍ରଶସ୍ତ । କେବଳ ଗୀତ ଗାଇବା ଭିତରେ ସେ ନିଜକୁ ସୀମିତ ରଖି ନଥିଲେ,ସାମାଜିକ ଓ ମାନବିକତା ଧର୍ମୀ କାର୍ଯ୍ୟରେ ମଧ୍ୟ ସେ ନିଜକୁ ନିୟୋଜିତ କରିଥିଲେ । ଏହାର ଅନ୍ୟତମ ଦୃଷ୍ଟାନ୍ତ ଦେଖିବାକୁ ମିଳିଥିଲା ୧୯୮୩ ମସିହାରେ । ତାଙ୍କର ଏକ ମହାନ
Read More...

ଇଣ୍ଡିଜକୁ ୬ ୱିକେଟରେ ହରାଇଲା ଭାରତ

ଅହମ୍ମଦାବାଦ,୬/୨: ଆଜିଠୁ ଭାରତ ଓ ୱେଷ୍ଟ ଇଣ୍ଡିଜ ମଧ୍ୟରେ ଆରମ୍ଭ ହୋଇଛି ଦିନିକିଆ ସିରିଜ । ତିନି ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଭାରତ ୬ ୱିକେଟରେ ଅତଥି ଦଳକୁ ପରାସ୍ତ କରି ୧-୦ର ଅଗ୍ରଣୀ ହାସଲ କରିଛି । ଆଜି ଥିଲା ଭାରତର ୧୦୦୦ତମ ଦିନିକିଆ । ଏଠାରେ
Read More...

ଭାରତ ବିପକ୍ଷ ସିରିଜ ପରେ ସନ୍ନ୍ୟାସ ନେବେ ଶ୍ରୀଲଙ୍କାର ଏହି ଷ୍ଟାର ଖେଳାଳି

ନୂଆଦିଲ୍ଲୀ : ଶ୍ରୀଲଙ୍କା ଦଳ ଚଳିତ ମାସ ଶେଷରେ ଭାରତ ଗସ୍ତରେ ଆସି ଟେଷ୍ଟ ସିରିଜ୍‌ ଖେଳିବା ସହ ତିନୋଟି ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ ଖେଳିବ । ଏହି ସିରିଜ୍‌ ପରେ ଶ୍ରୀଲଙ୍କା ଦଳର ଜଣେ ଖେଳାଳି ଅବସର ନେବାକୁ ଯାଉଛନ୍ତି । ଏହି ମାସର ଭାରତ ଗସ୍ତ ପରେ ଶ୍ରୀଲଙ୍କାର ବରିଷ୍ଠ ଦ୍ରୁତ ବୋଲର
Read More...

ଭାରତରେ ପହଞ୍ଚିଲେ ୱେଷ୍ଟଇଣ୍ଡିଜ ଖେଳାଳି, ୬ରୁ ଆରମ୍ଭ ହେବ ଦିନିକିଆ ସିରିଜ

ଅହମ୍ମଦାବାଦ : ଇଂଲଣ୍ଡକୁ ଟି-୨୦ ସିରିଜରେ ହରାଇ ଆତ୍ମବିଶ୍ୱାସ ଲାଭ କରିଥିବା ୱେଷ୍ଟଇଣ୍ଡିଜ ଦଳ ଆଜି ଏଠାରେ ପହଞ୍ଚିଛି । ଇଣ୍ଡିଜ ଦଳ ଘରୋଇ ଭାରତ ବିପକ୍ଷରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୬ ଫେବୃଆରୀରୁ ଦିନିକିଆ ସିରିଜ ଖେଳିବ । ଏହି ଷ୍ଟାଡିୟମରେ ସିରିଜର ସମସ୍ତ ତିନି ମ୍ୟାଚ୍‌ ଆୟୋଜିତ
Read More...

ଆଇପିଏଲ ନିଲାମରେ ସାମିଲ ହେଲେ ଶ୍ରୀସନ୍ଥ, ଜାଣନ୍ତୁ ତାଙ୍କର ମୂଳ ଦର

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ର ମେଗା ନିଲାମ ଫେବୃଆରୀ ୧୨ ଏବଂ ୧୩ ରେ ଅନୁଷ୍ଠିତ ହେବ । ଏଥର ସମୁଦାୟ ୧୦ ଟି ଦଳ ଆଇପିଏଲରେ ଭାଗ ନେବାକୁ ଯାଉଛନ୍ତି । ମେଗା ନିଲାମ ପାଇଁ ଖେଳାଳିଙ୍କ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ କେରଳର ଫାଷ୍ଟ ବୋଲର ଏସ ଶ୍ରୀସନ୍ଥ
Read More...

ଆଇପିଏଲ ମେଗା ନିଲାମ ପାଇଁ ବଡ ଘୋଷଣା କଲା ବିସିସିଆଇ, ବିଡ୍‌ରେ ସାମିଲ ହେବେ ଏତିକି ଖେଳାଳି

ନୂଆଦିଲ୍ଲୀ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ର ମେଗା ନିଲାମ ସହ ଜଡିତ ବଡ ଘୋଷଣା ଆଜି କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ଦ୍ୱାରା କରାଯାଇଛି । ଦୁଇ ଦିନିଆ ମେଗା ନିଲାମ ପାଇଁ ଆଇପିଏଲ୍‌ ୨୦୨୨ ମେଗା ନିଲାମର ତାଲିକା ଚୂଡାନ୍ତ ହୋଇଛି । ଆଇପିଏଲ୍‌ ୨୦୨୨ ର ମେଗା
Read More...

ଇତିହାସ ରଚିଲେ ଶ୍ରୀଜେଶ

ନୂଆଦିଲ୍ଲୀ : ଭାରତର ଅନୁଭବୀ ହକି ଗୋଲକିପର ପିଆର ଶ୍ରୀଜେଶ ୨୦୨୧ରେ ଦମଦାର ପ୍ରଦର୍ଶନ ପାଇଁ ସୋମବାର ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି । ଏହି ପୁରସ୍କାର ଜିତିବାରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି । ଏହା ପୂର୍ବରୁ ୨୦୨୦ରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ
Read More...

ଇସ୍ତଫା ଦେଲେ ବିସିସିଆଇ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା

ନୂଆଦିଲ୍ଲୀ : ବିସିସିଆଇର ଖେଳ ବିକାଶ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫା ପରେ ସେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାନୁଆରୀ ପ୍ରଥମ
Read More...

ଏଫଆଇଏଚ ମହିଳା ହକି : ଚୀନକୁ ୧-୭ ଗୋଲରେ ହରାଇଲା ଭାରତ

ମସ୍କଟ : ଓମାନ୍‌ର ମସ୍କଟରେ ଅନୁଷ୍ଠିତ ଏଫଆଇଏଚ ମହିଳା ହକି ପ୍ରୋ ଲିଗ୍‌ ୨୦୨୧-୨୨ରେ କମାଲ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଚୀନକୁ ୧-୭ ଗୋଲରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି ଭାରତୀୟ ଦଳ । ଆରମ୍ଭରୁ ହିଁ ଚୀନ ଟିମ୍‌ ବିପକ୍ଷରେ ଦବଦବା ଦେଖାଇଥିଲେ ଭାରତୀୟ ମହିଳା ଦଳ ।
Read More...

ଅଧିନାୟକ ପଦ ଛାଡିବାର ଏହି ବଡ କାରଣ କହିଲେ ବିରାଟ

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜର ପରାଜୟ ପରେ ବିରାଟ କୋହଲି ଆଶ୍ଚର୍ଯ୍ୟଜନକ ଭାବେ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ସେତେବେଳେ ସେ କେଉଁ କାରଣରୁ ପଦ ଛାଡୁଛନ୍ତି ତାହାର କୌଣସି ସ୍ପଷ୍ଟ ସୂଚନା ଦେଇନଥିଲେ । ବିରାଟ ଟି-୨୦ ବିଶ୍ୱକପ ପୂର୍ବରୁ ଏହି ଛୋଟ ଫର୍ମାଟରୁ
Read More...