Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଆଇପିଏଲ ନିଲାମ, ଭାରତୀୟ ଖେଳାଳିଙ୍କ ଉପରେ ଟଙ୍କା ବର୍ଷା
ବାଙ୍ଗାଲୋର : ବାଙ୍ଗାଲୋରରେ ଚାଲିଥିବା ଆଇପିଏଲ୍ ୨୦୨୨ ନିଲାମରେ ଭାରତୀୟ ଖେଳାଳିମାନଙ୍କ ଉପରେ ଫ୍ରାଞ୍ଚାଇଜମାନେ ଟଙ୍କା ବର୍ଷା କରୁଥିବା ଦେଖାଯାଉଛି । ଆଇପିଏଲର ୧୪ ତମ ସଂସ୍କରଣରେ ବାଇଗଣୀ କ୍ୟାପ୍ ଜିତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିବା ହର୍ଷଲ ପଟେଲଙ୍କୁ ଆରସିବି ୧୦ କୋଟି!-->…
Read More...
Read More...
ହଠାତ୍ ଖସିପଡିଲେ ନିଲାମକାରୀ, ଅଟକିଲା ଆଇପିଏଲ ଖେଳାଳି ନିଲାମ
ବେଙ୍ଗାଲୁରୁ: ଆଇପିଏଲ-୨୦୨୨ ମେଗା ଅକ୍ସନରେ ଘଟିଛି ଅଘଟଣ । ନିଲାମ ଚାଲିଥିବା ବେଳେ ଅକ୍ସନିର ବା ନିଲାମକାରୀ ହ୍ୟୁଜ୍ ଏଡମିଡ୍ସ ହଠାତ୍ ଅଚେତ୍ ହୋଇ ତଳେ ପଡିଯାଇଛନ୍ତି । ଯେଉଁ କାରଣରୁ ନିଲାମକୁ ସ୍ଥଗିତ ରଖାଯାଇଛି । ଆଇପିଏଲ୍ ନିଲାମ ଇତିହାସରେ ପ୍ରଥମଥର ଏଭଳି ଅଘଟଣ ଘଟିଛି । ତେବେ ଏ!-->…
Read More...
Read More...
ଆଇପିଏଲ ଖେଳାଳି ନିଲାମ, ଜାଣନ୍ତୁ ତାଜା ଖବର
ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ!-->…
Read More...
Read More...
ଆଇପିଏଲ ନିଲାମ ଆରମ୍ଭ, ଶିଖରଙ୍କୁ କିଣିଲା ପଞ୍ଜାବ କିଙ୍ଗ୍ସ
ବାଙ୍ଗାଲୋର : ଆଇପିଏଲ ୨୦୨୨ ପାଇଁ ଖେଳାଳି ନିଲାମ ଚାଲିଛି । ପ୍ରଥମ ଖେଳାଳି ଭାବେ ବିଡିଂରେ ଶିଖର ଧାୱନ ନାମ ସାମିଲ ହୋଇଥିଲା । ତାଙ୍କୁ ନେଇ ରାଜସ୍ଥାନ ରୟାଲ୍ସ ଓ ଦିଲ୍ଲୀ ମଧ୍ୟରେ କଡା ଟକ୍କର ଚାଲିଥିଲା । ଏହାପରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ତାଙ୍କ ନାମରେ ବିଡ ଲଗାଇଥିଲା । ପଞ୍ଜାବ!-->…
Read More...
Read More...
ଇତିହାସ ରଚିଲା ଭାରତ, ପ୍ରଥମ ଥର ଇଣ୍ଡିଜକୁ କଲା କ୍ଲିନ୍ସୁଇପ
ଅହମ୍ମଦାବାଦ : ଏଠାରେ ଅନୁଷ୍ଠିତ ଭାରତ ଓ ୱେଷ୍ଟଇଣ୍ଡିଜ ଦିନିକିଆ ସିରିଜ ଶେଷ ଦିନିକିଆରେ ଭାରତ ଜିତିବା ସହ ସିରିଜକୁ ମୂଳପୋଛ କରିଛି । ଦିନିକିଆ ସିରଜରେ ଇଣ୍ଡିଜ ବିପକ୍ଷରେ ଭାରତ ପ୍ରଥମ କ୍ଲିନସୁଇପ । ଭାରତ ପ୍ରଥମ ବ୍ୟାଟିଂ କରି ଶ୍ରେୟସ ଆୟର ଓ ପନ୍ତଙ୍କ ଅର୍ଦ୍ଧଶତକ ବଳରେ ୨୬୫ ରନ!-->…
Read More...
Read More...
ଟି-୨୦ ସିରିଜରୁ ବାଦ ପଡିଲେ କେଏଲ ରାହୁଲ ଓ ଅକ୍ଷର ପଟେଲ
ନୂଆଦିଲ୍ଲୀ : ଚଳିତ ମାସ ୧୬ ରୁ କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ । ଏହି ସିରିଜରୁ ଭାରତୀୟ ଧଳା ବଲ୍ କ୍ରିକେଟ୍ ଦଳର ଉପ-ଅଧିନାୟକ ଲୋକେଶ ରାହୁଲ ଏବଂ ଅଲରାଉଣ୍ଡର ଆକ୍ସର ପଟେଲଙ୍କୁ ବାଦ ଦିଆଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି!-->…
Read More...
Read More...
ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ଦଳକୁ ଫେରିଲେ ଏହି ୪ ଖେଳାଳି
ଅହମ୍ମଦବାଦ : ଏଠାରେ ଆଜି ହେବାକୁ ଥିବା ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଦିନିକିଆରେ ଭାରତ ଟସ୍ ଜିଣି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡର ମୁକ୍ତ ହୋଇ ଓପନର ଶିଖର ଧାୱାନ ଦଳକୁ ଫେରିଥିବା ବେଳେ କେଏଲ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି । ସେହିପରି ଶ୍ରେୟସ ଆୟରଙ୍କୁ ମଧ୍ୟ ଆଉ!-->…
Read More...
Read More...
ଆଇପିଏଲ : ପଞ୍ଜାବ କିଙ୍ଗ୍ସ ବ୍ୟାଟିଂ କୋଚ ପଦରୁ ଜାଫରଙ୍କ ଇସ୍ତଫା
ନୂଆଦିଲ୍ଲୀ : ଆଇପିଏଲ୍ ୨୦୨୨ ନିଲାମ ପୂର୍ବରୁ ପଞ୍ଜାବ କିଙ୍ଗ୍ସ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ବ୍ୟାଟିଂ ପ୍ରଶିକ୍ଷକ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଟ୍ୱିଟରରେ ଜାଫର ତାଙ୍କ ଇସ୍ତଫା ଘୋଷଣା କରିଛନ୍ତି । ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସର ବୋଲିଂ କୋଚ ଭାବେ!-->…
Read More...
Read More...
ଆସନ୍ତାକାଲି ଶେଷ ଦିନିକିଆ, କ୍ଲିନସୁଇପ ଲକ୍ଷ୍ୟରେ ଭାରତ
ଅହମ୍ମଦାବାଦ : ଆସନ୍ତାକାଲି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ଶେଷ ତଥା ତୃତୀୟ ଦିନିକିଆ ଖେଳାଯିବ । ଭାରତ ଗତ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଆସନ୍ତାକାଲିର ମ୍ୟାଚ୍ ଜିତି ଇଣ୍ଡିଜ ବିପକ୍ଷରେ କ୍ଲିନ୍ ସୁଇପ କରିବାକୁ ଲକ୍ଷ୍ୟ!-->…
Read More...
Read More...
ରାଜନୀତିରେ ଏଣ୍ଟ୍ରି ମାରିଲେ ରେସଲର ଦି ଗ୍ରେଟ ଖଲ୍ଲି
ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ଡବ୍ଲୁଡବ୍ଲୁଇରେ ଭାରତର ଗର୍ବ ବଢାଇଥିବା ରେସଲର ଦି ଗ୍ରେଟ୍ ଖଲ୍ଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ସେ ଦିଲ୍ଲୀର ବିଜେପି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ଉପସ୍ଥିତିରେ ବିଜେପି!-->…
Read More...
Read More...