Browsing Category

ଖେଳ

ଆଇସିସି ଟେଷ୍ଟ ମାନ୍ୟତା : ଜାଡେଜା ହେଲେ ନମ୍ବରୱାନ ଟେଷ୍ଟ ଅଲରାଉଣ୍ଡର

ଦୁବାଇ : ମୋହାଲିରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ ପରେ ଆଇସିସି ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ଭାରତର ରବିନ୍ଦ୍ର ଜାଡେଜା ଏକ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ କୋହଲି ଏବଂ ପନ୍ତ ସେମାନଙ୍କ ମାନ୍ୟତାରେ ଉନ୍ନତି ଆଣିଛନ୍ତି ।ସେହିପରି ରବିନ୍ଦ୍ର ଜାଡେଜା ୧୭୫…
Read More...

ବଦଳିଲା କ୍ରିକେଟର ଏହି ସବୁ ନିୟମ, ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ ନିୟମରେ ହୋଇଛି ବଡ ପରିବର୍ତ୍ତନ

ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନମାନଙ୍କ ପାଇଁ ବଡ ଖବର । ପୂର୍ବରୁ କ୍ରିକେଟରେ ଥିବା ଅନେକ ନିୟମରେ ହୋଇଛନ୍ତି ପରିବର୍ତ୍ତନ । ମଙ୍ଗଳବାର କ୍ରିକେଟ ପାଇଁ ନିୟମ ଧାର୍ଯ୍ୟ କରୁଥିବା ମେଲବର୍ଣ୍ଣ କ୍ରିକେଟ କ୍ଲବ(ଏମସିଏ) ନୂଆ ନିୟମ ସମ୍ପର୍କରେ ଘୋଷଣା କରିଛି ।ମଙ୍କଡିଂ ଠାରୁ ଆରମ୍ଭ କରି ୱାଇଡ…
Read More...

ସିଏସକେ ଫ୍ୟାନଙ୍କ ପାଇଁ ଖୁସି ଖବର, ଦୀପକ ଚହର ଖେଳିପାରନ୍ତି ଆଇପିଏଲ-୨୦୨୨

ସୁରତ : ଆଇପିଏଲ୍‌ ୨୦୨୨ ଆରମ୍ଭ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଡିଫେଣ୍ଡିଂ ଚାମ୍ପିଅନ୍‌ ଚେନ୍ନାଇ ସୁପର କିଙ୍ଗ୍ସ ନିଜର ତାରକା ଖେଳାଳିଙ୍କ ଆହତ ସମସ୍ୟା ଯୋଗୁଁ ଚିନ୍ତାରେ ରହିଛି । ୧୪ କୋଟି ଟଙ୍କା ଖର୍ଚ୍ଚ କରିବା ପରେ ସିଏସକେ…
Read More...

ଆଇସିସି ମହିଳା ଦିନିକିଆ ର‍୍ୟାଙ୍କିଙ୍ଗ: ନମ୍ବର ଟୁ’ରେ ଲ୍ୟାନିଂ,ଚତୁର୍ଥକୁ ଖସିଲେ ମିତାଲି

ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ । ଏଥିରେ ବଡ ସଫଳତା ହାସଲ କରିଛନ୍ତି ଅଷ୍ଟ୍ରେଲିଆ ଦିନିକିଆ ଟିମ୍‌ର ଅଧିନାୟକ ମେଗ ଲାନ୍ନିଂ । ସେ ରାଙ୍କିଙ୍ଗର ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି । ତେବେ ଭାରତର ଦିନିକିଆ ଅଧିନାୟକ ମିତାଲି ରାଜଙ୍‌କଉ ନିରାଶ ହେବାକୁ…
Read More...

ଡୁଫ୍ଲେସିସ୍‌ ହେବେ ଆରିସିବିର ନୂଆ ଅଧିନାୟକ, ଖୁବଶୀଘ୍ର ହୋଇପାରେ ଘୋଷଣା

ବେଙ୍ଗାଲୁରୁ : ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟେଷ୍ଟ ଖେଳିବା ପରେ ବିରାଟ କୋହଲି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରେ ଫାଫ୍‌ ଡୁ ପ୍ଲେସିସ୍‌ଙ୍କ ଅଧିନାୟକତ୍ୱରେ ଖେଳିବେ । ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ସେମାନଙ୍କର ନୂତନ ଅଧିନାୟକ ନାମ ଏକ ପ୍ରକାର ଚୂଡାନ୍ତ…
Read More...

ଗ୍ଲୋଭ୍‌ସରେ ଲାଖିଗଲା ବଲ୍‌,ରନ-ଆଉଟରୁ ବର୍ତ୍ତିଗଲେ ବାଂଲା ବ୍ୟାଟର

ନୂଆଦିଲ୍ଲୀ,୭/୩ : କ୍ରିକେଟରେ ଅନେକ ସମୟରେ ପଡ଼ିଆରେ ବଡ଼ ଅଜବ ଘଟଣାସବୁ ଘଟିଥାଏ,ଯାହା ମ୍ୟାଚକୁ ଆହୁରି ରୋମାଞ୍ଚକର କରିଥାଏ । ଏଭଳି ଏକ ଘଟଣା ଘଟିଥିଲା ଆଇସିସି ମହିଳା ବିଶ୍ୱକପର ନ୍ୟୁଜିଲାଣ୍ଡ-ବାଂଲାଦେଶ ମ୍ୟାଚରେ । ଖେଳର ୨୬ତମ ଓଭରରେ ଦେଖିବାକୁ ମିଳିଥିଲା ଏକ ଆମୋଦଦାୟକ ଦୃଶ୍ୟ ।…
Read More...

ବିରାଟଙ୍କ “ପୁଷ୍ପା’ ଲୁକ୍‌

ମୋହାଲି : ଅତିଥି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ମ୍ୟାଚରେ ଭାରତ ଏକ ଇନିଂସ ଏବଂ ୨୨୨ ରନରେ ଜିତିଛି । ଏଥି ସହିତ ସିରିଜରେ ୧-୦ରେ ଆଗୁଆ ରହିଛି । ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ସ୍ୱତନ୍ତ୍ର ଥିଲା । ପୂର୍ବତନ ଅଧିନାୟକ ବିରାଟ କୋହଲି ତାଙ୍କର ୧୦୦ତମ ଟେଷ୍ଟ ଖେଳିଥିବା ବେଳେ ଶ୍ରୀଲଙ୍କା ଦଳ…
Read More...

ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବିଶିପଡ଼ା ଠାରେ ପ୍ରଥମ ବାର୍ଷିକ ଶିବରାମ ସାହୁ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ ଗୋଟି ଦଳଙ୍କୁ ନେଇ ଖେଳା ଯାଇଥିଲା । ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ଜାଗ୍ରତ…
Read More...

କପିଲ ଦେବଙ୍କ ଏହି ଖାସ ରେକର୍ଡ ଭାଙ୍ଗିଲେ ଅଶ୍ୱିନ

ମୋହଲି : ମୋହଲିର ଆଇଏସ୍‌ ବିନ୍ଦ୍ରା ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ଭାରତୀୟ ତାରକା ଅଫ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଛନ୍ତି । ଟେଷ୍ଟ କ୍ରିକେଟରେ ଅଶ୍ୱିନ ବର୍ତ୍ତମାନ ଭାରତ ପାଇଁ ଦ୍ୱିତୀୟ ସର୍ବାଧିକ ୱିକେଟ୍‌…
Read More...

ଦିନିକିଆ ମହିଳା ବିଶ୍ୱକପ : ପାକିସ୍ତାନକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଆଇସିସି ମହିଳା ବିଶ୍ୱକପ ୨୦୨୨ ର ଚତୁର୍ଥ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପାକିସ୍ତାନକୁ ୧୦୭ ରନ୍‌ରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଆରମ୍ଭ ବିଜୟ ସହ କରିଛି । ପ୍ରଥମେ ବ୍ୟାଟିଂ କରି ପୂଜା, ସ୍ନେହା ଏବଂ ମନ୍ଧନାରୁ ଅର୍ଦ୍ଧଶତକୀୟ ସହାୟତାରେ ପାକିସ୍ତାନ ସମ୍ମୁଖରେ ଭାରତ ୨୪୫ ରନ୍‌…
Read More...