Browsing Category

ରାଜ୍ୟ

ବେହେରାମୁଣ୍ଡା ସରପଞ୍ଚଙ୍କ ମନରେଗା କାମ ତଦାରଖ

ପାଟଣାଗଡ:ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡ଼ା ବ୍ଲକ ଅନ୍ତର୍ଗତ ବେହେରାମୁଣ୍ଡା ଗ୍ରାମ ପଞ୍ଚାୟତର ଧର୍ଷାମୁଣ୍ଡାକୁ ମନରେଗା କାମର ତଦାରଖ କଲେ ସରପଞ୍ଚ କୁସୁମ ଦୀପ । କିଭଳି ଭାବରେ ଶ୍ରମିକମାନେ ବାହାର ରାଜ୍ୟକୁ କାମ କରିବାକୁ ନଯାଇ ନିଜର ପଞ୍ଚାୟତରେ ମନରେଗା ଯୋଜନାର ଲାଭ
Read More...

ଆଦିବାସୀ ହାଇସ୍କୁଲ ମନାଇପାଦରେ ଅନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ

ପାଟଣାଗଡ : ପାଟଣାଗଡ ବ୍ଲକ ଅଧିନସ୍ଥ ମନେଇପାଦ ଆଦିବାସୀ ହାଇସ୍କୁଲ ପରିସରରେ ନବମ ତମ ଆନ୍ତର୍ଜାତୀୟ ଆର୍ଟ ଅଫ ଗିଭିଙ୍ଗ ଡେ ପାଳିତ ହୋଇଯାଇଛି । ହାଇସ୍କୁଲର ପ୍ରଧାନ ଶିକ୍ଷକ ଗରୁଡ଼ ସାମଲଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ଆର୍ଟ ଅଫ ଗିଭିଂର ବିଷୟବସ୍ତୁ
Read More...

ଦଶପଲ୍ଲା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାୟିକାଶୁଣୀଙ୍କ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ଦଶପଲ୍ଲା : ପ୍ରାଚୀନ ଗଡ଼ଜାତ କୁଞ୍ଜବନ ଗଡ଼ର ଅଧିଷ୍ଠାତ୍ରୀ ଗଡ଼ଦେବୀ ମା ନାୟୀକାଶୁଣୀଙ୍କ ପୀଠରେ ପାରମ୍ପରିକ ରୀତିରେ ଦୁଇଦିନ ଧରି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ନୃସିଂହ ଚତୁର୍ଦ୍ଦଶୀ ଅବସରରେ ଶୋତ୍ରୀୟ ବ୍ରାହ୍ମଣ ମାନକଙ୍କ ଦ୍ୱାରା ଅଂକୁରାରୋପଣ ଓ କଳସଯାତ୍ରା
Read More...

ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଚାଲିଲା ରେଳ କାର୍ଯ୍ୟ,ସୋରଡା ଅଞ୍ଚଳରେ ୧୪୪ ଧାରା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ୍‌ ଅନ୍ତର୍ଗତ ସୋରଡ଼ା ଅଞ୍ଚଳରେ ଖୋର୍ଦ୍ଧା - ବଲାଙ୍ଗୀର ରେଳପଥ ପ୍ରକଳ୍ପ ମାଟି କାମ ବହୁ ଦିନ ଧରି ସ୍ଥଗିତ ଥିବା ବେଳେ ଆଜି ପ୍ରଶାସନ ତରଫରୁ ୧୪୪ ଧାରା ଜାରି କରିବା ସହ ଆଜିଠାରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ସୂଚନା ଅନୁଯାୟୀ ସୋରଡ଼ା
Read More...

ଶ୍ରୀକୁଞ୍ଜ ବିହାରୀ ପାଠାଗରର ବାର୍ଷିକ ଉତ୍ସବ ପାଳନ

ନବରଙ୍ଗପୁର : ସ୍ଥାନୀୟ ବୈଭବ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ଶ୍ରୀ କୁଞ୍ଜ ବିହାରୀ ପାଠାଗର ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି । କବି ଶ୍ରୀ ନାରାୟଣ ପଣ୍ଡାଙ୍କ ସଭାପତିତ୍ୱରେ ମହା ସମାରୋହରେ ଏହି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ସୁଦୂର ବରଗଡ଼ରୁ ଲେଖକ ବାଗ୍ମୀ
Read More...

ଦୋକନରେ ଅଗ୍ନିକାଣ୍ଡ, ବୃଦ୍ଧ ମୃତ

ହରଭଙ୍ଗା : ହରଭଙ୍ଗା ପଞ୍ଚାୟତ ପୁରୁଣା ଅଫିସ ନିକଟରେ ଏକ ଅସହାୟ ବୃଦ୍ଧ ଶଙ୍କର ମହାକୁଡ଼ (୭୫) ଆଜକୁ ୨୦ ବର୍ଷ ଧରି ପଂଚାୟତ ନିକଟରେ କାଠ କେବିନ ପକାଇ ଏକ ଛୋଟ ଦୋକାନ କରି ଚଲୁଥିଲା । ଗତକାଲି ବିଳମ୍ବିତ ରାତିରେ ଦୋକାନ ଭିତରେ ଲଣ୍ଠନ ଜଳାଇ ଦୋକାନ ଭିତରେ ଶଙ୍କର ମହାକୁଡ଼ ଶୋଇଥିଲା । ହଠାତ
Read More...

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ: ଜିରୋ କାଜୁଆଲିଟି ଉପରେ…

ସୁବର୍ଣ୍ଣପୁର : ଚଳିତ ବର୍ଷ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ମୁକାବିଲା ନିମନ୍ତେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ପ୍ରସ୍ତୁତି ବୈଠକ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ
Read More...

ନୂଆଦିଲ୍ଲୀରେ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନ ପ୍ରଦାନ

ପାରଳାଖେମୁଣ୍ଡି : ପାରାଳାଖେମୁଣ୍ଡିର ଅବସରପ୍ରାପ୍ତ ତଥା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷାବିତ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କୁ ନୂଆଦିଲ୍ଲୀ ଠାରେ ଜାତୀୟ ସ୍ତରୀୟ ପ୍ରତିଭା ସମ୍ମାନରେ ସମ୍ଭର୍ଦ୍ଧିତ କରାଯାଇଛି ।ନୂଆଦିଲ୍ଲୀର କୋଲେରା ବାଗ ସ୍ଥିତ ମେଟ୍ରୋଭ୍ୟୁ
Read More...

ଶ୍ରୀମନ୍ଦିର ନାଟମଣ୍ଡପ ଉପରକୁ ଚଢିଗଲେ ବଙ୍ଗୀୟ ଯୁବକ

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ଶ୍ରୀମନ୍ଦିର ନାଟମଣ୍ଡପ ଉପରେ ଜଣେ ବଙ୍ଗୀୟ ଯୁବକ ଚଢୁଥିବା ବେଳେ ତାଙ୍କୁ ପୁଲିସ ଅଟକ ରଖିଛି । ଅଟକ ଯୁବକ ଜଣକ ହେଉଛି ପଶ୍ଚିମବଙ୍ଗ ଅଞ୍ଚଳର ରାକେଶ ହାଜରା । ଆଜି ମଧ୍ୟାହ୍ନ ସମୟରେ ରାକେଶ ଘଣ୍ଟି ଦ୍ୱାର ଦେଇ ନାଟ ମଣ୍ଡପରେ
Read More...

ଧଳପୁର ଛକଠାରୁ ପୁରୁଣାକଟକ ରାସ୍ତା ଓ ଡ୍ରେନ ନିର୍ମାଣ ଦାବିରେ ରାସ୍ତାରୋକ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଗାଁ ମୁଣ୍ଡ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ ନିର୍ମାଣ ଶୀଘ୍ର ଆରମ୍ଭ କରିବା ଦାବିରେ ସୋମବାର ଧଲପୁର ଛକ ଠାରେ ଆଞ୍ଚଳିକ ବିକାଶ ତରଫରୁ ରାସ୍ତା ରୋକ କରାଯାଇଥିଲା । ସକାଳ ୭ଟା ଠାରୁ ପରିଷଦର ସମ୍ପାଦକ ବିକାଶ ମହାକୁଡ଼,ଉପ ସଭାପତି ଲବ କୁମାର ପ୍ରଧାନ,
Read More...