Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ସଂଗ୍ରାମପୁର ବିଦ୍ୟାଳୟରେ ବୁଦ୍ଧ ଜୟନ୍ତୀ ପାଳିତ
ସାହାଜପାଲ: ବୌଦ୍ଧ ଜିଲ୍ଲା ତାଳ ସରଡ । ପଞ୍ଚାୟତ ଅନ୍ତର୍ଗତ ସଂଗ୍ରାମ ପୁର ଉଚ୍ଚ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ବୁଦ୍ଧ ଜୟନ୍ତୀ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭରତ ମେହେର ବୁଦ୍ଧଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।!-->…
Read More...
Read More...
ବେଆଇନ ଭାବେ ନଦୀରୁ ହେଉଛି ବାଲି ଚୋରା ଚାଲାଣ
ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକରେ ଦୁଇଟି ପ୍ରମୁଖ ନଦୀ ରହିଛି । ଗୋଟିଏ ହେଲା ଇଦ୍ରାବତୀ ନଦୀ ଆଉ ଗୋଟିଏ ହେଲା ଭାସ୍କେଲ ନଦୀ । ରାଜସ୍ୱ ବିଭାଗ ପକ୍ଷରୁ ଏହି ଦୁଇଟି ନଦୀର ବାଲି ଉଠାଣ ପାଇଁ ଟେଣ୍ଡର ଦେଇଛନ୍ତି ଓ ଆଉ କିଛି ଘାଟରେ ଟେଣ୍ଡର ହୋଇନାହିଁ । ସରକାରଙ୍କ!-->…
Read More...
Read More...
ଦଶପଲ୍ଲାରେ ବାର୍କୁ ତୀବ୍ର ବିରୋଧ
ଦଶପଲ୍ଲା: ଦଶପଲ୍ଲା ର ବ୍ୟବସାୟୀକ ପେଣ୍ଠସ୍ଥଳ ଦୁର୍ଗାବଜାରରେ ଏକ ମଦ ବାର ଖୋଲିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଯାହାକୁ ନେଇ ଦଶପଲ୍ଲାରେ ତୀବ୍ର ଜନ ଅସନ୍ତୋଷ ସୃଷ୍ଟି ହେବା ସହ,ଏହାକୁ ଜୋର୍ଦାର ବିରୋଧ କରାଯାଇଛି । ଦଶପଲ୍ଲା ଏନଏସି ଅଧ୍ୟକ୍ଷା ପୁନମ୍!-->…
Read More...
Read More...
ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ
ବଲାଙ୍ଗୀର: ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ସଂଘ ତରଫରୁ ସ୍ଥାନୀୟ ଆର ଏନ ସିଂଦେଓ ସନ୍ତରଣଗାରରେ ବଲାଙ୍ଗୀର ଜ଼ିଲ୍ଲା ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ପରିଷଦ ସଭାପତି ଦେବକୀ ସାହୁ ସମ୍ମାନିତ ଅତିଥି ଭାବେ ମୁନିସିପାଲଟି ଅଧକ୍ଷା ଲିକା ସାହୁ ଓ ସିଆରପିଫ!-->…
Read More...
Read More...
କାଳ ବୈଶାଖୀରେ ଖମାରସାହି ପଞ୍ଚାୟତର ବେହାଲ
ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଖାମାରସାହି ପଞ୍ଚାୟତରେ କାଳବୈଶାଖୀ ବର୍ଷାର ପ୍ରଭାବରେ ପ୍ରାୟ ୮୦ ଟି ଚାଳ ଛପର ଘରକୁ ଉଡ଼ାଇ ଅସ୍ତବ୍ୟସ୍ତ କରିଦେଇଛି । ଖମାରାସାହି ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ସନ୍ଧ୍ୟାରାଣୀ ବେହେରା ଏବଂ ନାଏବ ସରପଞ୍ଚ କୁବେର ପାତ୍ର ଓ ଖମାରସାହି ପଞ୍ଚାୟତର ସମାଜ!-->…
Read More...
Read More...
ଜୁଆ ଆଡ୍ଡାସ୍ଥଳୀ ଉପରେ ପୋଲିସ ଚଢ଼ାଉ : ୮ଟି ବାଇକ୍ ସହ ମୋବାଇଲ ଜବତ, ୬ କୋର୍ଟ ଚାଲାଣ
ଗୋଳାମୁଣ୍ଡା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଘୋଟିଆ ମଣ୍ଡି ପଛପଟେ ଥିବା ଟିକେନ୍ ଜୋର ପାଖରେ ଜୁଆ ଖେଳୁଥିବା ସମୟରେ କୌଣସି ମତେ ଦଶପୁର ଫାଣ୍ଡି ଅଧିକାରୀ ଚନ୍ଦ୍ରହାସ୍ୟ ସାହୁ ଖବର ପାଇ ଗୋଲାମୁଣ୍ଡା ଥାନା ଅଧିକାରୀ ଯୁଗଳ ଶବର ଓ ଥାନା କର୍ମଚାରୀଙ୍କ ମିଳିତ ଉଦ୍ୟମରେ!-->…
Read More...
Read More...
ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତଦୁଇ ଫଳ
ଭୁବନେଶ୍ୱର : ଯୁକ୍ତ୨ ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ସରିଥିବାବେଳେ ୨ୟ ପର୍ଯ୍ୟାୟ ଗତ ୧୧ ତାରିଖରୁ ଆରମ୍ଭ ହୋଇଛି । ଏହା ୩୧ ତାରିଖ ଯାଏ ଚାଲିବ । ତେବେ ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ୨୨ ତାରିଖ ପରିବର୍ତ୍ତେ ୨୫ ତାରିଖରୁ ଆରମ୍ଭ ହେବ । ଖାତାଦେଖା!-->…
Read More...
Read More...
ବପୋଲମେଣ୍ଡିରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର
ଫୁଲବାଣୀ: ଚକାପାଦ ବ୍ଲକର ବପୋଲମେଣ୍ଡି ଠାରେ ଆଜି ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଛି । ଏହି ଚକ୍ଷୁ ଚିକିତ୍ସା ଶିବିରରେ ସ୍ଥାନୀୟ ସରପଞ୍ଚ ସୁନିତା କହଁର ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସ୍ଥାନୀୟ ନାଏବ ସରପଞ୍ଚ ମନୋଜ କୁମାର ପ୍ରଧାନ ସମ୍ମାନୀତ ଅତିଥି ଭାବରେ ଯୋଗ!-->…
Read More...
Read More...
ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଓ ମହାନଦୀ ଉତ୍ସବ-୨୦୨୨ ଅନୁଷ୍ଠିତ
ସୁବର୍ଣ୍ଣପୁର-ସହରର ରାମେଶ୍ୱର ସଙ୍ଗମ ସନ୍ନିକଟସ୍ଥ ତ୍ରିବେଣୀ ସଙ୍ଗମଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ତରଫରୁ ଜିଲ୍ଲାସ୍ତରୀୟ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ରାମେଶ୍ୱର ତ୍ରିବେଣୀ ସଙ୍ଗମରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରଥମ ଅଧିବେସନରେ ମୁଖ୍ୟ ଅତିଥି ରୂପେ ଅତିରିକ୍ତ!-->…
Read More...
Read More...
ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ
ଚନ୍ଦକା: ଚନ୍ଦକା ଅଭୟାରଣ୍ୟରେ ପୋଷା ଦନ୍ତା ହାତୀ ନନ୍ଦର ମୃତ୍ୟୁ ହୋଇଛି । ଗତ କିଛି ଦିନ ତଳେ ପୋଷା ହାତୀ ନନ୍ଦ ଅସୁସ୍ଥ ଥିଲା । ତେଣୁ ତାକୁ ଚିକିତ୍ସା କରାଯାଉଥିଲା । ଚିକିତ୍ସା ପରେ ବି ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ହୋଇନଥିଲା । ଗତକାଲି ତାର ସ୍ୱାସ୍ଥ୍ୟବସ୍ଥା ଆହୁରି ବଗିଡି!-->…
Read More...
Read More...