Browsing Category

ରାଜ୍ୟ

କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରକୁ କାଳି ମାଡ

ପୁରୀ : କେନ୍ଦ୍ର ମନ୍ତ୍ରୀ ସଂଜୀବ ବାଲିଆନଙ୍କ ଗାଡ଼ି ଉପରେ କାଳୀ ମାଡ଼ । ପୁରୀରେ ଛାତ୍ର କଂଗ୍ରେସ ପକ୍ଷରୁ କେନ୍ଦ୍ର ମନ୍ତ୍ରୀଙ୍କଙ୍କ ଗାଡି ଉପରେ କାଳୀ ମାଡ଼ କରାଯାଇଛି । ରବିବାର ସନ୍ଧ୍ୟାରେ କେନ୍ଦ୍ରମନ୍ତ୍ରୀ ପୁରୀ ଗସ୍ତରେ ଆସିଥିବା ବେଳେ ବଡ଼ଦାଣ୍ଡର ମାର୍କେଟ ଛକରେ ଏହି କାଳୀ ମାଡ଼
Read More...

ଗନ୍ଧରାଡି ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗୋ ଉନ୍ମୋଚନ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଚାରିଶମ୍ଭୁପୀଠ ଠାରେ ଜୁନ ପ୍ରଥମ ସପ୍ତାହରେ ହେବାକୁ ଥିବା ଗନ୍ଧରାଡି ଲୋକ କଳା ମହୋତ୍ସବ ୨୦୨୨ ପାଇଁ ଆଜି ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଦ୍ୱାରା ଶୁଭସ୍ତମ୍ଭ ସ୍ଥାପନ
Read More...

ବୁଡ଼୍ରୁମାହାରେ କାଳବୈଶାଖୀର ତାଣ୍ଡବ: ଭାଙ୍ଗିଲା ଅନେକ ଘର, ଉଡିଗଲା ଆଜବେଷ୍ଟ

ବାଲିଗୁଡା : କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଲେତିଙ୍ଗିଆ ପଞ୍ଚାୟତ ବୁଡ଼୍ରୁମାହା ଗ୍ରାମରେ ଶନିବାର ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ । ଅପରାହ୍ନ ପ୍ରାୟ ୪ଟା ବେଳେ ଅଚାନକ ପ୍ରବଳ ବର୍ଷା ପବନ ହେବାରୁ ଗ୍ରାମର ୧୫ରୁ ଉର୍ଦ୍ଧ୍ୱ ଲୋକଙ୍କ ଘରର ଆଜବେଷ୍ଟସ ପବନରେ ଉଡ଼ି ବହୁ ଦୂରରେ
Read More...

ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ଆରମ୍ଭ

କନ୍ଧମାଳ: ଘୁ.ଉଦୟଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଭାଗବତ ସପ୍ତାହ ଆରମ୍ଭ ହୋଇଯାଇଛି । ଭାଗବତ ସପ୍ତାହ ନିମନ୍ତେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ଉପସ୍ଥିତିରେ ହରି ନାମ କୃଷ୍ଣ ନାମ ଗାଇବା ସହ ଖୋଳ,ତାଳ,ଗିନୀ, ମୃଦୁଙ୍ଗ ବଜେଇ ସ୍ଥାନୀୟ ନଦୀରୁ
Read More...

ବିବାହ ଭୋଜି ଖାଇ ୧୫ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ବୁଡ଼ାକଦେଲ ଗ୍ରାମ ବାସୀ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଭୋଜି ଖାଇବାପରେ ପେଟ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି କ୍ଷ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଓ ଶିଶୁ
Read More...

ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ପାଇଲେ ସାହିତ୍ୟ ଜ୍ୟୋତି ସମ୍ମାନ

ଫୁଲବାଣୀ: କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳଙ୍କୁ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ କରଯାଇଛି । କଟକ ସାରଳା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀର ଏକ
Read More...

ଉପଜିଲ୍ଲାପାଳଙ୍କ ପାତରଅନ୍ତର ଏବଂ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସମଲେଇ ସେନାର ଧାରଣା

ପାଟଣାଗଡ଼ : ହରିଶଙ୍କର ମହୋତ୍ସବରେ ଚାଲିଛି ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ମନମାନୀ । ଏ ଅଞ୍ଚଳର କଳା ସଂସ୍କୃତି ପରମ୍ପରା ଉପରେ ଅବଗତ ନଥିବା ଉପଜିଲ୍ଲାପାଳ ହରିଶଙ୍କର ମହୋତ୍ସବ ଆରମ୍ଭରୁ ବିବାଦକୁ ଆସିଥିଲେ । ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ
Read More...

କୂଅ ଭିତରୁ ବଳଦ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀ ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ରଖେ ହରି ତ ମାରେ କିଏ ? । ରେଙ୍ଗାଲଜୁରୀ ଗାଁର ଧୂବଲ ବରିହା ନିଜ ବିଲରେ ଏକ ପକ୍କା କୁଅ ଖୋଲିଛନ୍ତି । ତେବେ କୂଅ ପାଖରେ
Read More...

୩୨ ପ୍ରହର ବିଶାଳ ପଞ୍ଚ ମହାଯଜ୍ଞ ଉଦଯାପିତ

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ ମାଲିକା ପଡ଼ି ପଞ୍ଚାୟତ ପାଙ୍ଗାନାଜୁ ଗ୍ରାମ ଶ୍ରୀ ଶ୍ରୀ ଶ୍ରୀ ସେଶିବାଲି ମଠ ପ୍ରାଙ୍ଗଣରେ ଗତ ୯ ତାରିଖଠାରୁ ଆରମ୍ଭ ହୋଇଥିବା ପଞ୍ଚାୟତସ୍ତରୀୟ ବିଶାଳ ୩୨ ପ୍ରହର ପଞ୍ଚ ମହାଯଜ୍ଞ ଆଜି ଉଦଯାପିତ ହୋଇଯାଇଛି । ସୂଚନା ଅନୁଯାୟୀ ଗତ ୯ ତାରିଖରେ
Read More...

ସମୂହ ଶିଳା ସ୍ଥାପନ ଉତ୍ସବରେ ଯୋଗଦେଲେ ବ୍ରହ୍ମପୁର ସାଂସଦ

ଗଜପତି,୧୫/୫- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ମନ୍ଦିରର ପୁନାଦିରେ ସମୂହ ଶିଳାସ୍ଥାପନ ଉତ୍ସବର ଦ୍ୱିତୀୟ ଦିନରେ ଯୋଗ ଦେଲେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ । ପ୍ରଥମେ ଠାକୁରଙ୍କ ଦର୍ଶନ କରିବା ପରେ
Read More...