Browsing Category

ରାଜ୍ୟ

ଦୀର୍ଘଦିନର ନିରବତା ପରେ ପୁଣି ଲାଗିଲା ମାଓ ବ୍ୟାନର, ଜବତକଲା ଲାଠୋର ପୁଲିସ

ପାଟଣାଗଡ,୧୫/୫- ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ୍‌ ଲାଠୋର ଥାନା ଅନ୍ତର୍ଗତ ପୁଟୁକେଲଚୁଆ ଓ ଘୁନୁସର ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ଦୁଇଟି ମାଓବାଦୀ ବ୍ୟାନର ହିନ୍ଦୀ ଓ ଓଡିଆ ଭାଷାରେ ଲେଖା ହୋଇଥିବ ଦେଖିବାକୁ ମିଳିଛି । ଆଜି ଘୁନୁସର ବଜାର ହୋଇଥିବା ବେଳେ ବଜାରକୁ
Read More...

ବଡଭାଇକୁ ହତ୍ୟା କଲା ସାଇଭାଇ

ଭବାନୀପାଟଣା: ସଂପର୍କୀୟ ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସାନଭାଇ । ପତ୍ନୀକୁ ଅସଦାଚରଣ କରିବାରୁ ସାନଭାଇ ବଡଭାଇକୁ ହତ୍ୟା କରିଥିବା ସୂଚନା ମିଳିଛି । ଏଭଳି ନୃଶଂସ ହତ୍ୟାକାଣ୍ଡ ଦେଖିବାକୁ ମିଳିଛି ସଦରଥାନା କର୍ଲାପଡା ଫାଣ୍ଡି ପଣ୍ଡିଗାଁରେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଘଟଣାର
Read More...

ହୀରାକୁଦରେ ପର୍ଯ୍ୟଟନ ବିକାଶ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଆଗ୍ରହ

ସମ୍ବଲପୁର : ସମ୍ବଲପୁର ଗସ୍ତରେ ଆସି ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ହୀରାକୁଦ ଡ଼୍ୟାମ ଓ ଏହାର ସଂଲଗ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଓ ଏହାର ବିକାଶ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଏହି ଗସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ଏକ ବିଜ୍ଞପ୍ତି ଅନୁସାରେ
Read More...

ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ମନ୍ତ୍ରୀମାନଙ୍କୁ ନିମନ୍ତ୍ରଣ

ସମ୍ବଲପୁର : ସମ୍ବଲପୁରର ସର୍ବପୁରାତନ ନନ୍ଦପଡା, ଝାଡୁଆପଡା ଓ ମୋଦିପଡା ଶୀତଳଷଷ୍ଠୀ ଯାତ୍ରା କମିଟି ନେଇ ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ପ୍ରତିନିଧି ମଣ୍ଡଳ ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ
Read More...

ସୁପରମାର୍କେଟରେ ଗୁଳିକାଣ୍ଡ, ୧୦ ମୃତ

ନ୍ୟୁୟର୍କ: ଆମେରିକାରେ ଗୁଳିକାଣ୍ଡ, ୧୦ ଜଣଙ୍କର ମୃତ୍ୟୁ ୩ ଆହତ । ଆମେରିକାର ନ୍ୟୁୟର୍କର ବଫଲୋ ସୁପରମାର୍କେଟରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି । ଗୁଳିମାଡ ପରେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ବାଫାଲୋ ପୋଲିସ ଟ୍ବିଟ କରି ସୂଚନା ଦେଇଛି । ଗୁଳିକାଣ୍ଡ ନେଇ ଆମେରିକା ରାଷ୍ଟ୍ରପତି ଜୋ
Read More...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଦାନାବାନ୍ଧୁଛି ଆଉ ଏକ ଲଘୁଚାପ । ଗୋଟିଏ ଲଘୁଚାପ ଓ ଚଳିତ ବାତ୍ୟା ଭୟ ଯିବାର ସପ୍ତାହେ ନପୂରୁଣୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅଉ ଏକ ଲଘୁଚାପ ସୃଷ୍ଟିହେବା ନେଇ ଅନୁମାନ କରିଛି ପାଣିପାଗ ବିଭାଗ । ଚଳିତ ମାସ ୧୯ ସୁଦ୍ଧା ଏହି ଲଘୁଚାପ
Read More...

ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି:ତୁରେକେଲା ବ୍ଳକ ଅନ୍ତର୍ଗତ ଚଟୁଅନକା ଗ୍ରାମ ପଞ୍ଚାୟତର ଉନ୍ନିତ ଉଚ୍ଚ ବିଦ୍ୟାଳୟ ଚଟୁଅନକାର ପ୍ରଧାନ ଶିକ୍ଷକ ଜଗତରାମ ତାଣ୍ଡୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିଦ୍ୟାଳୟରେ ଅନୁଷ୍ଠିତ ସଭାରେ ସଭା ପରିଚାଳନା ମାଝୀପଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ
Read More...

ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨

ନବରଙ୍ଗପୁର : ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ସଂଜୀବ ଦୁବେ ଅଧ୍ୟକ୍ଷତାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ-୨୦୨୨ ଅନୁଷ୍ଟିତ ହୋଇଯାଇଛି । ଜିଲ୍ଲା ଜଜ ସଂଜୀବ ଦୁବେ
Read More...

ନୃସିଂହ ଚତୁର୍ଦ୍ଦିଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଉଦଘାଟିତ

ପାଟଣାଗଡ଼ : ପ୍ରସିଦ୍ଧ ହରିଶଙ୍କର ନୃସିଂହ ଚତୁର୍ଦ୍ଦୁଶୀ ବୈଶାଖ ମେଳା ତଥା ହରିଶଙ୍କର ମହୋତ୍ସବ ଶନିବାର ଉଦଘାଟିତ ହୋଇଯାଇଛି । ପାପ ନାଶିନୀ ଝରଣାରୁ ପୂର୍ଣ୍ଣ କଳସ ଆଣି ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ବିଶ୍ୱଶାନ୍ତି ମହାଯଜ୍ଞର କଳସ ଶୋଭାଯାତ୍ରାରେ ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ
Read More...

ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଫୁଲବାଣୀ: ଘର କାମ କରୁଥିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ରାଜ ମିସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଫୁଲବାଣୀ ସଦର ମହକୁମା କଣ୍ଟ୍ରାକ୍ଟର ପଡ଼ାଠାରେ କିଛିଦିନ ହେଲା ଗୋଟଏ ଘର କାମ ଚାଲିଥିଲା । ଖଜୁରୀପଡ଼ା ବ୍ଲକର ବେଡ଼ାଙ୍ଗପାଜୁ ଗ୍ରାମର
Read More...