Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଭୁଲିଆ (ମେହେର) ସମାଜ ବିକାଶ ପରିଷଦ ପକ୍ଷରୁ ନିଶୁଳ୍କ ଅନ୍ନ ସେବା
ପାଟଣାଗଡ଼ : ପଶ୍ଚିମ ଓଡ଼ିଶା ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ହରିଶଙ୍କର ଐତିହାସିକ ବୈଶାଖ ମେଳା ଆରମ୍ଭ ହୋଇଯାଇଛି । ଗତ ଦୁଇ ବର୍ଷ ଧରି କରୋନା ମହାମାରୀ କଟକଣା ଯୋଗୁଁ ମେଳା ବନ୍ଦ ରହିଥିଲା ଚଳିତ ବର୍ଷ ହରିଶଙ୍କର ବୈଶାଖ ମେଳା ୧୪ ରୁ ୧୬ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଅନୁଷ୍ଠିତ ହେବ ।!-->…
Read More...
Read More...
୩କୋଟି ଟଙ୍କାର ବ୍ରାଉନସୁଗାର ଜବତ, ୩ ଗିରଫ
ପୁରୀ : ପୁରୀ ପୋଲିସ ଓ ଏସଟିଏଫକୁ ବଡ ସଫଳତା । ଧରାହେଲା ୩ କେଜିର ବ୍ରାଉନ ସୁଗାର । ଯାହାର ଆନୁମାନିକ ବଜାର ମୁଲ୍ୟ ତିନି କୋଟିରୁ ଅଧିକ ଟଙ୍କା । ବ୍ରାଉନ ସୁଗାର କିଙ୍ଗପିନ୍ ନଣ୍ଡା ଓରଫ ସୁଶାନ୍ତ ପଟ୍ଟନାୟକ ସହ ତାର ଅନ୍ୟ ଦୁଇ ସହଯୋଗୀ ରାଜ କିଶୋର ସାହୁ, ମାନସ ସାହୁକୁ ଗିରଫ କରିଛି!-->…
Read More...
Read More...
ଭିଜିଲାନ୍ସ ଜାଲରେ ରାୟଗଡା ଜିଲ୍ଲା ଅବକାରୀ ଅଧୀକ୍ଷକ
ରାୟଗଡା : ୬ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡ ଅବକାରୀ ଅଧିକ୍ଷକ ନିନା ବେଉରା । ରାୟଗଡ଼ାରୁ ଭୁବନେଶ୍ୱର ଯିବା ସମୟରେ ଧରିଲା ଓଡିଶା ଭିଜିଲାନ୍ସ ଟିମ । ଜବତ ନଗଦ ୬ ଲକ୍ଷ ଟଙ୍କା ବିଷୟରେ ସେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ନିନାଙ୍କୁ ଗିରଫ!-->…
Read More...
Read More...
ବାଞ୍ଜିପାଲି ଜଗନ୍ନାଥ ମନ୍ଦିରରୁ ଚୋରି
ପାଟଣାଗଡ଼ : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିର ତାଲା କାଟି ଚୋରି ହୋଇଥିବା ନେଇ ଖପ୍ରାଖୋଲ ଥାନାରେ ଅଭିଯୋଗ ହୋଇଛି । ବାଞ୍ଜିପାଲି ଗ୍ରାମର ଜଗନ୍ନାଥ ମନ୍ଦିରରୁ ଶୁକ୍ରବାର ରାତିରେ ଦୁର୍ବୁତ୍ତମାନେ ମୁଖ୍ୟ ଦ୍ୱାରର ତାଲା କାଟି!-->…
Read More...
Read More...
ଆକ୍ସନ୍ ମୋଡରେ ନୟାଗଡ ଏସ୍ପି ଅଲେଖ ଚନ୍ଦ୍ର ପହି, ସଫାହେବେ ଅପରାଧୀ
ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଚୋରି, ଡକାୟତି ,ରାହାଜାନି ବଢ଼ିବାରେ ଲାଗିଥିବା ବେଳେ ଶରଣକୁଳ ପୋଲିସକୁ ମିଳିଛି ବଡ଼ ସଫଳତା । ନୟାଗଡ଼ ଏସପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ପୋଲିସ ଏକ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏସପି ଶ୍ରୀଯୁକ୍ତ ପହିଙ୍କ!-->…
Read More...
Read More...
ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗରେ ନୂତନ ଉପ ନିର୍ଦ୍ଦେଶକଙ୍କ ଯୋଗଦାନ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଯୋଜନା ଓ ସଂଯୋଜନ ବିଭାଗ ରେ ନୂତନ ଉପ ନିର୍ଦ୍ଦେଶକ ଭାବରେ ଚତୃର୍ଭୁଜ ସାହୁ ଆଜି ଯୋଗଦାନ କରିଛନ୍ତି । ଯୋଜନା ଓ ସଂଯୋଜନା ବିଭାଗର ପତ୍ର ସଂଖ୍ୟା ୫୫୦୭, ତା.୪/୫/୨୨ ଅନୁସାରେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି । ଏହା ପୂର୍ବରୁ ସେ କନ୍ଧମାଳ!-->…
Read More...
Read More...
ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ
ସମ୍ବଲପୁର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଭିଜିଲାନ୍ସ ଅଧିକାରୀ। ସମ୍ବଲପୁରର ଭିଜିଲାନ୍ସ ଡିଭିଜିନର ଇନ୍ସପେକ୍ଟର ମାନସୀ ଜେନା ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଛନ୍ତି। ଜଣେ କର୍ମଚାରୀଙ୍କ କେସ୍ ରଫାଦଫା କରିବା ପାଇଁ ଲାଞ୍ଚ ନେଉଥିଲେ। ବରଗଡର ମୁକେଶ ସାହୁଙ୍କ!-->…
Read More...
Read More...
ଗଜପତି ଜିଲ୍ଲା ଗସ୍ତରେ ଜାତୀୟ ମନିଟରିଂ ଟିମ ଲିଡର
ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାକୁ ଜାତୀୟ ମନିଟରିଂ ଟିମ୍ ଲିଡର ୬ଦିନିଆ ଗସ୍ତରେ ଆସିଥିବାର ଜଣାପଡିଛି । ଜାତୀୟ ମନିଟରିଂ ଟିମ ଲିଡର ଡ.ଏସ ଦୟାକର ରେଡ୍ଡୀ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା କରୁଛନ୍ତି । ବିଶେଷ କରି ଗଜପତି ଜିଲ୍ଲାରେ ନିର୍ମାଣ ଧିନ ପୋଖରୀ, ରୁରାଲ ହାଉସିଂ!-->…
Read More...
Read More...
ବିଶ୍ୱ ନର୍ସିଂ ଦିବସ ପାଳିଲେ ଏଏନଏମ ଛାତ୍ରୀ
ଘୁ.ଉଦୟଗିରି:- ସାରା ବିଶ୍ୱ ପାଳିଛି ଆନ୍ତର୍ଜାତୀୟ ନର୍ସିଂ ଦିବସ ବା ବିଶ୍ୱ ସେବିକା ଦିବସ । ଏହି ଅବସରରେ ଘୁ. ଉଦୟଗିରି ଏମଏମସି ହସ୍ପିଟାଲ ପରିସରରେ ଥିବା ଏମ୍ଏମସିଏଚ୍ଟି ଏଏନଏମ ସ୍କୁଲରେ ନର୍ସିଂ ଛାତ୍ରୀ ଓ ଶିକ୍ଷୟତ୍ରୀ ପାଳିଲେ ଆନ୍ତର୍ଜାତୀୟ ନର୍ସିଂ ଦିବସ । ମୁଖ୍ୟ ଅତିଥି ଭାବେ!-->…
Read More...
Read More...
ଅଜଣା ରୋଗରେ ପୀଡ଼ିତ ମିନାକ୍ଷୀଙ୍କର ଉଚ୍ଚ ଚିକିତ୍ସା ପାଇଁ ଅର୍ଥ ହୋଇଛି ବାଧକ
ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବାଗବର ପଂଚାୟତ କେନ୍ଦୁପାଲି ଗ୍ରାମର ରାଜୁ ମେହେରଙ୍କ ସ୍ତ୍ରୀ ମିନାକ୍ଷୀ ମେହେର (୨୮) ଗତ ୭ ବର୍ଷ ଆଗରୁ ତାଙ୍କର ଗୋଡ଼ ଦରଜ ହେବା ଆରମ୍ଭ ହୋଇଥିଲା । ବାରମ୍ବାର ଉକ୍ତ ଗୋଡର ସେ ଚିକିତ୍ସା କରାଇଥିଲେ ହେଁ ଦିନକୁ ଦିନ!-->…
Read More...
Read More...